Advertisement

ହାତରେ ଚୁଡ଼ି ପିନ୍ଧିଲେ ଦୂର ହୁଏ ଏସବୁ ରୋଗ

ବିବାହିତ ମହିଳାମାନେ ଚୁଡ଼ି ପିନ୍ଧିବା ବିଧି ରହିଛି। ଚୁଡ଼ି ପିନ୍ଧିଲେ ସ୍ବାମୀଙ୍କ ଆୟୁଷ ବଢ଼ିବା ସହିତ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି କୁହାଯାଇଥାଏ। ମାତ୍ର ଏହାର କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଜାଣନ୍ତୁ ଏ ସମ୍ପର୍କରେ…

ଶ୍ୱାସରୋଗ:
ଚୁଡ଼ି ପିନ୍ଧିଲେ ଶ୍ୱାସରୋଗ ଏବଂ ହୃଦ୍‌ ଜନିତ ରୋଗ ଆଶଙ୍କା କମ୍‌ ହୋଇଥାଏ।

ମାନସିକ ସନ୍ତୁଳନ:
ଚୁଡ଼ି ପିନ୍ଧିବା ଦ୍ୱାରା ମହିଳାମାନଙ୍କର ମାନସିକ ସନ୍ତୁଳନ ଠିକ୍‌ ଭାବରେ ହୋଇଥାଏ। ବୈଜ୍ଞାନିକଙ୍କ ତର୍କ ଅନୁସାରେ, କାଚ ଚୁଡ଼ି ପିନ୍ଧିବା ଦ୍ୱାରା ଏହାର ଶବ୍ଦରେ ନକାରାତ୍ମକ ଶକ୍ତି ଦୂରେଇ ସକାରାତ୍ମକ ଶକ୍ତି ସଂଚାର ହୋଇଥାଏ।

ରକ୍ତ ପ୍ରବାହ:
ଚୁଡ଼ି ସହ ଚୁଡ଼ି ଘଷି ହେବା ଦ୍ୱାରା ରକ୍ତ ସଂଚାର ବଢ଼ିଥାଏ।

ଥକ୍କାପଣ ଦୂର ହୁଏ:
ଚୁଡ଼ି ସହ ଚୁଡ଼ି ଘଷି ହେବା ଦ୍ୱାରା ଶରୀରରେ ଶକ୍ତି ଉତ୍ପନ୍ନ ହୁଏ। ଯେଉଁ କାରଣରୁ ମହିଳାମାନେ ଥକ୍କା ଅନୁଭବ କରନ୍ତି ନାହିଁ।

ହରମୋନ୍‌ର ସନ୍ତୁଳନ:
ମହିଳାମାନେ ଚୁଡ଼ି ପିନ୍ଧିବା ଦ୍ୱାରା ଶରୀରରେ ହରମୋନ୍‌ରେ ସନ୍ତୁଳନ ରକ୍ଷା ହୋଇଥାଏ। ଫଳରେ ମହିଳାମାନେ ସୁସ୍ଥ ରହିଥାନ୍ତି।

ଆୟୁର୍ବେଦ ଅନୁସାରେ, ସୁନା ଏବଂ ରୁପା ଚୁଡ଼ି ମହିଳାମାନଙ୍କର ବଳବର୍ଦ୍ଧକ ଅଟେ। ଯେଉଁ ମହିଳାମାନେ ହାତରେ ସୁନା, ରୁପାର ଚୁଡ଼ି ପିନ୍ଧିଥାନ୍ତି ସେମାନେ ଦୀର୍ଘାୟୁ ହୁଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ଦିନେ ଲେଦର୍‌ ସାମଗ୍ରୀର ଯତ୍ନ

ବର୍ଷାଦିନେ ଲେଦର ତିଆରି ଜିନିଷ ବ୍ୟବହାର କଲେ ତାହା ପାଣି ଲାଗି ଖରାପ ହେବାର ସମ୍ଭାବନା ଥାଏ। ତେଣୁ ଏସବୁ ଜିନିଷର ଯତ୍ନ କିପରି ନେବେ...

ସ୍ଲିମ୍‌ ହେବା ପାଇଁ ଆପଣାନ୍ତୁ ଏହି ଉପାୟ…

ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ଅଭ୍ୟାସ କରି ପ୍ରତିଦିନ ସକାଳୁ...

କରୋନା ସଂକ୍ରମିତ ପେଟେଇ ଶୋଇଲେ ନିଶ୍ୱାସପ୍ରଶ୍ୱାସ ନେବା ହେବ ସ୍ବାଭାବିକ !

ବେଜିଂ,୨୮।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୫ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ଗୁରୁତର କରୋନା ସଂକ୍ରମିତ...

ସ୍ମରଣ ଶକ୍ତି ବଢ଼ାଇବାର ସହଜ ଉପାୟ

ସ୍ମରଣ ଶକ୍ତି ବଢ଼ାଇବାର ଏକ ସରଳ ତଥା ସହଜ ଉପାୟ ରହିଛି। ଏହାକୁ ଆପଣେଇ ପାରିଲେ ସ୍ମରଣ ଶକ୍ତି ପୂର୍ବାପେକ୍ଷା ପ୍ରଖର ହୋଇଥାଏ। ଲଣ୍ଡନ ବିଶ୍ୱବିଦ୍ୟାଳୟର...

ବୁଦ୍ଧିମତ୍ତା ବଢ଼ାଏ ଯୋଗ

ନିୟମିତ ଯୋଗ କରିବା ଦ୍ୱାରା କି ଉପକାର ମିଳେ ତାହା କେବଳ ଅନୁଭବୀ ହିଁ ଜାଣେ। ତେଣୁ ଆଜିକାଲି ଅନେକେ ଏହାକୁ ଦୈନନ୍ଦିନ ଜୀବନ ତାଲିକାରେ...

ନିଜ ଖୁସି ନିଜ ହାତରେ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରକୁ ଯେ କେବଳ କିଛି ନୂଆ ଜିନିଷ କିଣି ଆଣିଲେ କିମ୍ବା କିଛି ନୂଆ ଉପାୟ ଅବଲମ୍ବନ କଲେ ନୂଆବର୍ଷର ଖୁସି ବଢିଯିବ,...

ଭାଗ୍ୟଶାଳୀ ହୋଇଥାନ୍ତି ଏହି ୩ ରାଶିରେ ଜନ୍ମିତ ଯୁବତୀ; ବିବାହ ପରେ ଚମକିଥାଏ ସ୍ବାମୀଙ୍କ ଭାଗ୍ୟ..

ଜ୍ୟୋତିଷଶାସ୍ତ୍ରରେ ମୋଟ ୧୨ଟି ରାଶି ରହିଛି। ସବୁ ରାଶି ସ୍ବତନ୍ତ୍ର। ସମସ୍ତ ରାଶିର ସ୍ବାମୀ ଗ୍ରହ ଭିନ୍ନ। କୁହାଯାଏ ଏହି ଗ୍ରହମାନଙ୍କର ପ୍ରଭାବ ବ୍ୟକ୍ତିର ସ୍ବଭାବ...

ସ୍ତନ୍ୟଦାତ୍ରୀ ମା’ ଲାଗି …

ମା’ ସ୍ତନରୁ ଝରୁଥିବା କଷକ୍ଷୀରକୁ ଅପରିଷ୍କାର ଭାବି ନ ଫିଙ୍ଗି ଶିଶୁକୁ ଖୁଆନ୍ତୁ। ଏଥିରେ ଶିଶୁ ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ଏବଂ ରୋଗ ପ୍ରତିରୋଧକ...

Advertisement
Archives

Model This Week