ସ୍ତ୍ରୀଙ୍କ ପାଇଁ ହ୍ୟାଣ୍ଡ୍‌ବ୍ୟାଗ୍‌ କିଣୁଛନ୍ତି ରଣବୀର

ବଲିଉଡ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ଏବେ ନିଜ ଆଗାମୀ ଫିଲ୍ମ ‘ଛପାକ୍‌’ରେ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏପଟେ ସ୍ବାମୀ ରଣବୀର ସିଂ ବଜାରରୁ ଦୀପିକାଙ୍କ ପାଇଁ ହ୍ୟାଣ୍ଡ୍‌ ବ୍ୟାଗ୍‌ କିଣୁଥିବା ନଜର ଆସିଛନ୍ତି। ଭଉଣୀ ରିତିକାଙ୍କ ସହ ଶପିଂ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶପିଂ ମଲ୍‌ରେ ରଣବୀରଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ଭିଡ ଜମିଥିଲା। ରଣବୀର ଫିଲ୍ମ ‘୮୩’ରେ ପୂର୍ବତନ ଭାରତୀୟ କ୍ରିକେଟର କପିଳ ଦେବଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମରେ ରଣବୀରଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିବେ ଦୀପିକା। ସେହିପରି ଦୀପିକାଙ୍କ ଅଭିନୀତ ‘ଛପାକ୍‌’ ଜାନୁଆରୀ ୧୦ରେ ରିଲିଜ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସାଉଥ୍‌ ସୁପରଷ୍ଟାର ପବନ କଲ୍ୟାଣଙ୍କୁ କରୋନା

ମୁମ୍ବାଇ: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସ୍ଥିତି ଏଭଳି ହୋଇଯାଇଛି ଯେ, ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ କରୋନା ପଜିଟିଭ୍‌ ଚିହ୍ନଟ...

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା: ଦିଲ୍‌ ବେଚାରାର ହିରୋଇନ୍‌ଙ୍କୁ ପୋଲିସର ପଚରାଉଚରା

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ୨୬ ଜଣଙ୍କୁ ପଚରାଉଚରା କରିଥିବା ବେଳେ ସଞ୍ଜନା ସାଙ୍ଗୀକୁ ଡକାଇ ପଚରାଉଚରା କରିଛି। ଆସନ୍ତା ମାସରେ...

ବିବାଦ ପରେ ମଙ୍ଗଳସୂତ୍ର ବିଜ୍ଞାପନ ପ୍ରତ୍ୟାହାର କରିନେଲେ ସବ୍ୟସାଚୀ

ମୁମ୍ବାଇ: ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଫ୍ୟାଶନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ ନିଜର ମଙ୍ଗଳସୂତ୍ର ବିଜ୍ଞାପନ ପ୍ରତ୍ୟାହାର କରି ନେଇଛନ୍ତି। ବାସ୍ତବରେ ସବ୍ୟସାଚୀ ମଙ୍ଗଳସୂତ୍ରର...

ବିନା ମେକ୍‌ଅପ୍‌ରେ ଫଟୋ ଶେୟାର କଲେ ବେବୋ, ମୁହଁରେ ସ୍ପଷ୍ଟ ବାରି ହେଉଛି ପ୍ରେଗ୍ନାସି ଗ୍ଲୋ

ଅଭିନେତ୍ରୀ କରୀନା କପୁର ଏବଂ ସୈଫ୍‌ ଅଲି ଖାଁଙ୍କ ଘରକୁ ଖୁବଶୀଘ୍ର ନୂଆ ଅତିଥି ଆସୁଛନ୍ତି। କରୀନା ତାଙ୍କ ଗର୍ଭାବସ୍ଥା ସମୟକୁ ଖୁବ୍‌ ଉପଭୋଗ କରୁଛନ୍ତି।...

ଏହି ଦିନ ପ୍ରେକ୍ଷାଳୟକୁ ଆସିବ ବିଗ୍‌-ବି’ଙ୍କ ଫିଲ୍ମ ‘ଝୁଣ୍ଡ’

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଝୁଣ୍ଡ’ମାର୍ଚ୍ଚ ୪ ତାରିଖରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବା ନେଇ ଘୋଷଣା ହୋଇଛି। କୋଭିଡ-୧୯ ହେତୁ ଫିଲ୍ମ ନିର୍ମାତା...

ଇନ୍‌ଷ୍ଟାଗ୍ରାମରେ ଦୁହେଁ ଦୁହିଁଙ୍କୁ କଲେ ଅନ୍‌ଫଲୋ ସାରା-କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ ନବାଗତା ସାରା ଅଲୀ ଖାଁ ଓ ଅଭିନେତା କାର୍ତ୍ତିକ ଆର୍ୟନ ଗତ ବର୍ଷ ଫିଲ୍ମ ‘ଲଭ ଆଜ କଲ’ରେ ମୁଖ୍ୟ ଚରିତ୍ରରେ ନଜର...

ସାଉଥ୍‌ ଫିଲ୍ମରେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନବାଗତା ଅଭିନେତ୍ରୀ ଜାହ୍ନବୀ କପୁର ନିଜ ଅଭିନୟ ଓ ନୂଆ ନୂଆ ପ୍ରୋଜେକ୍ଟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ୨୦୧୮ରେ ଫିଲ୍ମ ‘ଧଡକ୍‌’ରୁ...

ଲୁଚାଛପାରେ ନିର୍ବନ୍ଧ କଲେ ବିଦ୍ୟୁତ ଜାମବାଲ୍‌; ଭାବିପତ୍ନୀ କିଏ ହେବ ଜାଣିଲେ…

ବମ୍ବେ: ବଲିଉଡ୍‌ ଅଭିନେତା ଡିନୋ ମୋରିଆ ଏବଂ ରଣବିର କପୁରଙ୍କୁ ଡେଟ୍‌ କରିଥିବା ଫ୍ୟାଶନ ଡିଜାଇନର୍‌ ନନ୍ଦିତା ମେହତାନୀ ପୁଣିଥରେ ଚର୍ଚ୍ଚାରେ। କାରଣଟି ହେଲା ନିକଟରେ...

Advertisement
Archives

Model This Week