ସ୍ତ୍ରୀଙ୍କ ପାଇଁ ହ୍ୟାଣ୍ଡ୍‌ବ୍ୟାଗ୍‌ କିଣୁଛନ୍ତି ରଣବୀର

ବଲିଉଡ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ଏବେ ନିଜ ଆଗାମୀ ଫିଲ୍ମ ‘ଛପାକ୍‌’ରେ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏପଟେ ସ୍ବାମୀ ରଣବୀର ସିଂ ବଜାରରୁ ଦୀପିକାଙ୍କ ପାଇଁ ହ୍ୟାଣ୍ଡ୍‌ ବ୍ୟାଗ୍‌ କିଣୁଥିବା ନଜର ଆସିଛନ୍ତି। ଭଉଣୀ ରିତିକାଙ୍କ ସହ ଶପିଂ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶପିଂ ମଲ୍‌ରେ ରଣବୀରଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ଭିଡ ଜମିଥିଲା। ରଣବୀର ଫିଲ୍ମ ‘୮୩’ରେ ପୂର୍ବତନ ଭାରତୀୟ କ୍ରିକେଟର କପିଳ ଦେବଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମରେ ରଣବୀରଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିବେ ଦୀପିକା। ସେହିପରି ଦୀପିକାଙ୍କ ଅଭିନୀତ ‘ଛପାକ୍‌’ ଜାନୁଆରୀ ୧୦ରେ ରିଲିଜ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓକିଲଙ୍କ ବଡ଼ ବୟାନ: ଏଥିପାଇଁ ଜୁନ୍‌ ୮ରେ ସୁଶାନ୍ତଙ୍କ ଘର ଛାଡ଼ିଥିଲେ ରିୟା

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ପ୍ରେମିକା ରିୟା ଚର୍କବର୍ତ୍ତୀଙ୍କ ନାମରେ ରୁଜୁ ହୋଇଛି ମାମଲା। ସୁଶାନ୍ତଙ୍କ ବାପା କେ.କେ. ସିଂ ପାଟଣା...

ଉଦ୍ଧବ ସରକାର ମହାବିନାଶକାରୀ : କଙ୍ଗନା

ମୁମ୍ବାଇ: ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାରଙ୍କ ବିରୋଧରେ ପୂର୍ବରୁ ସ୍ୱର ଉଠାଇଥିବା ବଲିଉଡ୍ ନାୟିକା କଙ୍ଗନା ରାନାୱତ ପୁଣିଥରେ ଠାକରେଙ୍କ ଉପରେ ଖପ୍ପା ହୋଇଛନ୍ତି ।...

ବିନା ଗ୍ଲିସେରିନରେ କାନ୍ଦି ପକାଉଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ରେ ମୌସୁମୀ ଚାଟାର୍ଜୀ ୭୦ ଏବଂ ୮0 ଦଶକରେ ଅଭିନେତ୍ରୀ। ତାଙ୍କ ରୋମାଣ୍ଟିକ ଅଭିନୟ ପାଇଁ ସେ ଦର୍ଶକଙ୍କୁ ପାଗଳ କରିଦେଉଥିଲେ। ୨୬ ଏପ୍ରିଲ ୧୯୫୩ରେ...

ଇଣ୍ଟିମେଣ୍ଟ ସିନ୍‌କୁ ନେଇ ଅଭିନେତ୍ରୀଙ୍କୁ ମାରିଦେଲେ ସ୍ବାମୀ: ଆଉ ତା ପରେ…

ସାଉଥ୍‌ ଅଭିନେତ୍ରୀ ଭିଜେ ଚିତ୍ରା ଗତ ଡିସେମ୍ବତ ୯ରେ ଆତ୍ମହତ୍ୟା କରିଥିଲେ। ଏକ ହୋଟେଲରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାପରେ ପୋଲିସ ଚିତ୍ରାଙ୍କ...

ବିଦେଶରେ ଦେଶୀ ଲୁକ୍‌ରେ ନଜର ଆସିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବିବାହ ପରେ ଆମେରିକାରେ ରହୁଛନ୍ତି ସତ। ହେଲେ ଏବେବି ସେ ତାଙ୍କ ନିଜ ଦେଶର ପରମ୍ପରାକୁ ଭୁଲି...

ଅଧିକ ଭଲ ପାଉଥିବା ବ୍ୟକ୍ତିଙ୍କୁ କିଏ ଡ୍ରଗ୍ସ ଦିଏ କି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ପୁଣି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ବର୍ଷିଛନ୍ତି। ଅଙ୍କିତା ପୁଣି ଥରେ ସୋସିଆଲ...

‘ମେମୋରାଲାଇଜ୍ଡ’ କରି ରଖାଗଲା ସୁଶାନ୍ତଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବେ ଅଫେରା ରାଇଜର ପଥିକ ହୋଇସାରିଛନ୍ତି ସତ। ହେଲେ ତାଙ୍କ ସ୍ମୃତି ଆଜିବି ତାଙ୍କ ପ୍ରଶଂସକଙ୍କୁ ଅନ୍ୟମନସ୍କ...

ଅମିତାଭ୍‌ଙ୍କ ‘ବ୍ଲଗ’କୁ ପୂରିଲା ୧୨ ବର୍ଷ: କହିଲେ ଲେଖିବାରେ ଦିନଟିଏ କରୁ ନ ଥିଲେ ମିସ୍‌

ମୁମ୍ବାଇ: ସମଗ୍ର ଦେଶରେ ବର୍ତ୍ତମାନ ଚାଲିଛି ଲକ୍‌ଡାଉନ୍‌। ଏବେ ଘରୁ କେହି ବାହାରକୁ ବାହାରୁନାହାନ୍ତି। ଏହି ସମୟରେ ବଲିଉଡ୍‌ର ନାମୀଦାମୀ କଳାକାରମାନେ ମଧ୍ୟ ଘରେ ସମୟ...

Seven Jackpot
Advertisement


Archives

Model This Week

Why Dharitri