ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭଉଣୀ-ଭାଇଙ୍କ ରକ୍ଷା ବନ୍ଧନ

ନୂଆଦିଲ୍ଲୀ,୧୧।୮: ଆସୁଛି ରାକ୍ଷୀ ପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ବାନ୍ଧିବ ସୁରକ୍ଷାର ଡୋର। ଜୀବନ ଥିବା ପର୍ଯ୍ୟନ୍ତ ଭାଇ ଭଉଣୀକୁ ସୁରକ୍ଷା ଦେବାକୁ କଥା ଦେବ। ଏବେ ଏହି ରାକ୍ଷୀକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁନି ଭଉଣୀଟି ଭାଇଙ୍କୁ ରାକ୍ଷୀ ବାନ୍ଧିବା ସମୟରେ ଭାଇ ସାମନ୍ୟ ଦୁଷ୍ଟାମୀ କରିବାରୁ ଏହା ସହ୍ୟ କରିପାରିନି ଭଉଣୀ। ଭାଇ ଭଉଣୀକୁ ସୁରକ୍ଷା ଦେବ କ’ଣ ଏଠି ନିଜେ ଭାଇ ଭଉଣୀର ମାଡରୁ ବର୍ତ୍ତି ପାରୁନାହିଁ। ଆଉ ଏହାକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜରମାନେ ହସିହସି ବେଦମ୍‌ ହୋଇଯାଉଛନ୍ତି। ଭିଡିଓଟି କେବେକାର ଓ କେଉଁସ୍ଥାନର ତାହା ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଦଙ୍ଗା କରାଇବା ଷଡ଼ଯନ୍ତ୍ର ରଚିଥିଲା ଜୈଶ୍‌ ଆତଙ୍କବାଦୀ ସଂଗଠନ…

ନୂଆଦିଲ୍ଲୀ,୧୭।୫: ଭାରତରେ ଦଙ୍ଗା କରାଇବା ଲାଗି ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ଷଡ଼ଯନ୍ତ୍ର ରଚିଥିଲା। ଦେଶରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଥିବାବେଳେ ପାକିସ୍ତାନରେ ଶିବିର...

ବାଚସ୍ପତି ନିର୍ବାଚନରେ ଭାଗ ନେବନାହିଁ ଭାଜପା

ମୁମ୍ବାଇ,୧।୧୨: ମହାରାଷ୍ଟ୍ର ବିଧାନସଭାରେ ଆସ୍ଥା ଭୋଟରେ ଉଦ୍ଧବ ଠାକରେ ବାଜି ମାରିଲେ ସତ। ହେଲେ ରବିବାର ପୁଣି ଏକ ପରୀକ୍ଷା ଦେବେ ଉଦ୍ଧବ। ରବିବାର ମହାରାଷ୍ଟ୍ର...

ଦେଶରେ ୨୦୦ ଛୁଇଁଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା…

ନୂଆଦିଲ୍ଲୀ, ୨୧।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁଛି।...

ମାର୍ଗଦର୍ଶିକା ଶେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫ା୩(ପି.ଟି.): କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ ହୋମ୍‌ କ୍ୱାରାଣ୍ଟାଇନ (ଘରେ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ରଖିବା) ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମାର୍ଗଦର୍ଶିକାକୁ ପ୍ରଧାନମନ୍ତ୍ରୀ...

କର୍ନାଲରୁ ୪ ଆତଙ୍କବାଦୀ ଗିରଫ, ବହୁ ଅସ୍ତ୍ରଶସ୍ତ୍ର ଜବତ…

କର୍ନାଲ, ୫।୫ : ହରିୟାଣାର କର୍ନାଲ୍‌ରୁ ୪ ଆତାଙ୍କବାଦୀଙ୍କୁ ଗିରଫ କରାଯାଇଛି। ତାଙ୍କ ପାଖରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏନେଇ ହରିୟାଣା ପୋଲିସ...

ସୌଦିକୁ ଡ୍ରାଇଭର୍‌ ହେବାକୁ ଯାଇଥିବା ଯୁବକ ପାଲଟିଲେ କୋଟିପତି

ଥିରୁଭାନନ୍ତପୁରମ୍‌, ୧୧।୮: କଥାରେ ଅଛି ଭାଗ୍ୟଦେବୀ ପ୍ରସନ୍ନ ହେଲେ ଯୋଗୀ ବି ରାଜା ପାଲଟେ। ଏହା ଜଣେ ଯୁବକଙ୍କ ପାଇଁ ସତ୍ୟରେ ପରିଣତ ହୋଇଛି। ସୌଦିକୁ...

‘ ପିଲା ଜନ୍ମ ନିଷ୍ପତ୍ତି ଦମ୍ପତି ନିଅନ୍ତୁ ’

ନୂଆଦିଲ୍ଲୀ, ୧୩ା୧୨: ଦେଶବାସୀଙ୍କ ଉପରେ ପରିବାର ନିୟନ୍ତ୍ରଣ ନିଷ୍ପତ୍ତି ଛଡାଯିବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ କହିଛନ୍ତି। ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଭାଜପା ନେତା ତଥା ଆଇନଜୀବୀ...

ଅମୃତସର ପୂର୍ବରୁ ହେଭି ଓ୍ବେଟ୍‌ ଲଢ଼େଇ

ନୂଆଦିଲ୍ଲୀ,୨୬।୧: ପଞ୍ଜାବ ବିଧାନସଭା ନିର୍ବାଚନରେ ଅମୃତସର (ପୂର୍ବ) ଆସନରେ ହେବ ସବୁଠୁ ବଡ଼ ମୁକାବିଲା। ଏହି ଆସନରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ରାଜ୍ୟର ଦୁଇ ହେଭିଓ୍ବେଟ...

Advertisement
Archives

Model This Week