ସୋନୁ ସୁଦଙ୍କୁ ‘ଗୁଡ ବୟ’ କହିଲେ କୁନି ଝିଅ

ବଲିଉଡ ଅଭିନେତା ସୋନୁ ସୁଦ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି। ତାଙ୍କ ପ୍ରଶଂସକଙ୍କମାନେ ସୋନୁଙ୍କୁ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି। ବୟସ୍କମାନଙ୍କଠାରୁ ଆରମ୍ଭ କରି ଛୋଟପିଲାମାନେ ମଧ୍ୟ ସୋନୁଙ୍କୁ ଭଲପାଇବା ଦେଉଛନ୍ତି। ନିକଟରେ ଏକ କୁନି ଝିଅର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ କୁନି ଝିଅର ମା’ ତାଙ୍କୁ ପଚାରୁଛନ୍ତି, ଝିଅ ସୋନୁ ଅଙ୍କଲ କ’ଣ କରନ୍ତି? ଏକଥା ଶୁଣି ଝିଅଟି ତା’ର ଖନେଇ ଖନେଇ ପାଟିରେ କହୁଛି ଯେ ଯାହା ଗୋଡରେ ଚପଲ ନାହିଁ, ସୋନୁ ଅଙ୍କଲ ତାଙ୍କୁ ପିନ୍ଧିବା ପାଇଁ ଜୋତା ଦିଅନ୍ତି। ଯାହାକୁ ଭୋକ ଲାଗେ, ତାଙ୍କ ଖାଇବାକୁ ଦିଅନ୍ତି। ଯିଏ ଗାଁକୁ ଯିବାକୁ ଚାହୁଁଛନ୍ତି, ସୋନୁ ଅଙ୍କଲ ତାଙ୍କୁ ଘରେ ଛାଡିଦେଉଛନ୍ତି। ସୋନୁ ଅଙ୍କଲ ହେଉଛନ୍ତି ଗୁଡ ବୟ।’ ସୋନୁ ଏହି ଝିଅଟିର ଭିଡିଓ ନିଜ ଟୁଇଟରରେ ଶେୟାର କରିଛନ୍ତି। ଏକଥା ଶୁଣି ସୋନୁ କହିଛନ୍ତି ଯେ ଲିଟିଲ ଆଞ୍ଜେଲ ମୁଁ ତୁମକୁ ଆଲିଙ୍ଗନ କରିପାରିବି କି? ସୋନୁ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ପାଲଟିଛି। ସେମାନଙ୍କୁ ନିଜ ଘରେ ପହଞ୍ଚାଇବାର ଦାୟିତ୍ୱ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୧୫ରେ ‘ମିଶନ୍‌ ମଙ୍ଗଲ’ ରିଲିଜ୍‌

ମୁମ୍ବାଇ: ଅଗଷ୍ଟ ୧୫ରେ ‘ମିଶନ୍‌ ମଙ୍ଗଲ’ ରିଲିଜ ହେବାକୁ ଯାଉଛି। ଏହାର ଟ୍ରେଲର ରିଲିଜ ହୋଇସାରିଥିବାବେଳେ ଏହା ସୋସିଆଲ ମିଡିଆ ୟୁଜର୍ସଙ୍କୁ ଅନୁପ୍ରେରିତ କରିଛି। ସବୁଠୁ...

ଏକଦା ହିଟ୍‌ ଯୋଡ଼ି ଥିବା ଏହି ଅଭିନେତ୍ରୀ ଅଭିନେତାଙ୍କୁ କାହିଁକି ଦେଖିବାକୁ ମିଳୁନି ଏକାଠି

ବଲିଉଡ୍‌ରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ଯୋଡି ହିଟ୍‌ ହୋଇଛି। ହେଲେ ପରେ ଦର୍ଶକ ସେମାନଙ୍କୁ ଏକା ସାଥିରେ ଦେଖିବାକୁ ପାଇ ନାହାନ୍ତି। କି...

ମାତାପିତାଙ୍କ ସହ ପ୍ୟାରିସ ଫ୍ୟାଶନ ୱିକରେ ନଜର ଆସିଲେ ଦୀପିକା

ମୁମ୍ବାଇ: ବଲିଉଡ କୁଇନ୍ ଦୀପିକା ପାଦୁକୋନଙ୍କ ଭିନ୍ନ ଅନ୍ଦାଜ ଦର୍ଶକଙ୍କ ଦିଲ ଜିତିଥାଏ । ନିକଟରେ ଦୀପିକା ପ୍ୟାରିସ ଫ୍ୟାଶନ ୱିକରେ ଯୋଗ ଦେଇଥିଲେ ।...

ବଲିଉଡ ପରେ ହଲିଉଡରେ ଏଣ୍ଟ୍ରି କରିବେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ହଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଆଲିଆ ‘ଗାଙ୍ଗବାଇ କାଠିଆଓ୍ବାଡି’ରେ ଦମ୍‌ଦାର ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି। ନିକଟରେ ଆଲିଆ...

କରୋନାକୁ ହରାଇବା ପରେ ଫିଟ୍‌ ରହିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେ ଏହି ଲୋକପ୍ରିୟ ଅଭିନେତ୍ରୀ

‘ବାହୁବଳୀ’ ଅଭିନେତ୍ରୀ ତମନ୍ନା ଭାଟିଆ ନିକଟରେ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କିନ୍ତୁ କରୋନା ତାଙ୍କୁ ସମ୍ପୂର୍ଣ୍ଣ ରୂପ ଭାଙ୍ଗଦେଇଛି। ନିଜକୁ ପୁଣିଥରେ...

କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କୁ ହୃଦ୍‌ଘାତ: ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ,୧୦।୮: ବେଶ୍‌ ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ହଠାତ୍‌ ବୁଧବାର ରାଜୁଙ୍କୁ ହୃଦ୍‌ଘାତ ହେବାରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା...

ଦର୍ଶକଙ୍କୁ ପସନ୍ଦ ଆସିଲାନି ଅମିତାଭଙ୍କ ‘ଝୁଣ୍ଡ’

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କର ରହିଛି ମନୋରଞ୍ଜନ ଦୁନିଆରେ ଏକ ଭିନ୍ନ ପରିଚୟ । ତାଙ୍କର ବିକଳ୍ପ କେହି ନାହିଁ କହିଲେ ଚଳେ ।...

କରୋନାରୁ ସୁସ୍ଥ ହେଲେ ଏହି ଅଭିନେତ୍ରୀ, ଫଟୋ ଶେୟାର କରି ଲେଖିଲେ ଏମିତି

ମୁମ୍ବାଇ: ସମଗ୍ର ଦେଶରେ କରୋନା ମହାମାରୀ ତୀବ୍ର ଗତିରେ ମାଡ଼ିଚାଲିଛି। ଜଣଙ୍କ ପରେ ଜଣେ ବଲିଉଡ୍‌ କଳାକାର କରୋନାରେ ଆକ୍ରାନ୍ତ ହେଉଥିବା ଜାଣିବାକୁ ମିଳୁଛି। ଜାହ୍ନବୀ...

Advertisement
Archives

Model This Week