ସୈଫ୍‌-କରିନାଙ୍କ ବିବାହ ବେଳର ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ସୈଫ୍‌ ଅଲ୍ଲୀ ଖାନ୍‌ ଓ କରିନା କପୁରଙ୍କ ବିବାହ ସମୟର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋଟିରେ ଶେରଓ୍ବାନୀ ପିନ୍ଧିଛନ୍ତି ସୈଫ୍‌। ସେହିଭଳି କରିନା ବୋହୁ ବେଶରେ ଅଛନ୍ତି। ପରିବାରର ଏହି ଫଟୋରେ ଅନ୍ୟମାନଙ୍କ ମଧ୍ୟରେ ଶର୍ମିଳା ଟାଗୋର, ଶୋହା ଅଲ୍ଲି ଖାନ୍‌, ସବା ଅଲ୍ଲୀ ଖାନ୍‌, ସାରା ଅଲ୍ଲୀ ଖାନା ଓ ଇବ୍ରାହିମ୍‌ ଅଲ୍ଲୀ ଖାନ ନଜର ଆସୁଛନ୍ତି। ସାରା ଏବଂ ଇବ୍ରାହିମ୍‌ ଛୋଟ ଥିବା ଯୋଗୁ କ୍ୟୁଟ୍‌ ଦେଖାଯାଉଛନ୍ତି।

୨୦୦୪ରେ ବିବାହ କରିଥିଲେ ସୈଫ୍‌ ଓ କରିନା। ସାରାଙ୍କ ମା’ ଅମ୍ରିତାଙ୍କୁ ଛାଡ଼ପତ୍ର ଦେବା ପରେ କରିନାଙ୍କ ହାତ ଧରିଥିଲେ ସୈଫ୍‌। ଏବେ ଉଭୟଙ୍କ ପୁଅ ତୈମୁର ହୋଇଛି। ଖୁବ୍‌ କମ୍‌ ବୟସରେ ମଧ୍ୟ ସେ ସୋସିଆଲ ମିଡିଆ ସେନ୍‌ସେସନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଙ୍କର-ଆକ୍ଟର ସୁବାସ

ଯାତ୍ରା ଦେଖିବାକୁ ଯାଉଥିବା ଦର୍ଶକଟିଏ ପ୍ରଥମେ ଯାହାର କଣ୍ଠସ୍ବର ଶୁଣେ ଆଉ ଯାହାକୁ ସର୍ବପ୍ରଥମେ ମଞ୍ଚରେ ଭେଟେ ସେ ହେଉଛି ଆଙ୍କର ବା ଘୋଷକ। ଓଡ଼ିଆ...

କ’ଣ କରୁଛନ୍ତି ପରିଣୀତି

ପରିଣୀତି ଚୋପ୍ରା ଏବେ କ’ଣ କରୁଛନ୍ତି ? ଯେହେତୁ ଶୁଟିଂ ନାହିଁ ସେ ନିଶ୍ଚୟ ପରିବାର ସହ ସମୟ କଟାଉଥିବେ। ହେଲେ ଏହି ବ୍ରେକ୍‌ ସମୟରେ...

ଜନ୍‌ଙ୍କ ପାଇଁ ‘କରଓ୍ବାଚୌଥ’ ରଖିଲେ ଫ୍ୟାନ୍‌

ମୁମ୍ବାଇ: ନିଜର ପ୍ରିୟ କଳାକାରଙ୍କ ପାଇଁ ଫ୍ୟାନ୍‌(ପ୍ରଶଂସକ)ମାନେ କିଛି ବି କରିପାରନ୍ତି। ଅନେକ ସମୟରେ ଫ୍ୟାନ୍‌ମାନେ ହାତରେ ଟାଟୁ କରିବାଠାରୁ ଆରମ୍ଭ କରି ବେଶ ପୋଷାକ...

ପ୍ରଭାସଙ୍କ ସହ ନଜର ଆସିବେ ଦୀପିକା

ମୁମ୍ବାଇ: ବାହୁବଳୀ ରିଲିଜ୍‌ ହେବା ପରେ ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଷ୍ଟାରଡମ୍‌ ସାରା ଭାରତରେ ଛାଇ ଯାଇଥିଲା। ଏହି ଫିଲ୍ମ ତାଙ୍କୁ ଇଣ୍ଟରନ୍ୟାଶନାଲ ଷ୍ଟାର ମଧ୍ୟ...

ଲକ୍‌ଡାଉନ୍‌ରେ ଗାଁରେ ଫସିଲେ ରତନ: ଚୁଲିରେ କରୁଛନ୍ତି ରୋଷେଇ

ଲକ୍‌ଡାଉନ୍‌ ପାଇଁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି। ଅନେକ ଲୋକ ଅଛନ୍ତି ଯୋଉଁମାନେ ନିଜ ଘରଠାରୁ ଦୂରେଇ ଅନ୍ୟ ସ୍ଥାନରେ ଫସି ରହିଛନ୍ତି। ଏମିତି...

୬୫ ବର୍ଷରେ ପାଦ ଦେଲେ କିରଣ ଖେର

ମୁମ୍ବାଇ, ୧୪।୬: ବଲିଉଡ୍‌ ଅଭିନେତ୍ରୀ କିରଣ ଖେର ରବିବାର ୬୫ ବର୍ଷରେ ପାଦ ଦେଇଛନ୍ତି। ୧୯୫୫ ଜୁନ୍‌ ୧୪ରେ ସେ ପଞ୍ଜାବଠାରେ ଜନ୍ମଗ୍ରହଣ କରିଥିଲେ। କିରଣ...

କାହିଁକି ନିଜଠୁ ୧୦ ବର୍ଷ ସାନ ନିକ୍‌ଙ୍କୁ ବିବାହ କରିଥିଲେ ପ୍ରିୟଙ୍କା ଚୋପ୍ରା

ସୋସିଆଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ରହୁଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ବାମୀ ନିକ୍‌ ଜୋନାସ୍‌। ପ୍ରିୟଙ୍କା ପ୍ରାୟତଃ ନିକ୍‌ଙ୍କ ସହ ଫଟୋ ଛାଡୁଥିବାର...

ଦେଶର ସମସ୍ତ ମହିଳାଙ୍କୁ କଙ୍ଗନା ସମର୍ପଣ କଲେ ପଦ୍ମଶ୍ରୀ

ଭାରତ ସରକାର ଗଣତନ୍ତ୍ର ଦିବସ ପୂର୍ବରୁ ପଦ୍ମଶ୍ରୀ ପୁରସ୍କାର ଘୋଷଣା କରିଥିଲେ। ଯେଉଁଥିରେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ୪ ଜଣଙ୍କ ନାମ ଥିଲା। କଙ୍ଗନା ରାଣାଓ୍ବତ୍‌, କରନ୍‌...

Coronavirus Update


Archives

Model This Week

Why Dharitri