ସୃତିଶକ୍ତି ପ୍ରଖର ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌…

ଲେମ୍ବୁପାଣି ପିଇଲେ ଅନେକ ଉପକାର ମିଳିଥାଏ । ଲେମ୍ବୁପାଣିରେ ପୋଟାସିୟମ୍‌, ଫୋଲେଟ୍‌, ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍‌ ସି ଆଦି ପୋଷକ ତତ୍ତ୍ୱ ରହିଥାଏ। ସକାଳେ ନିୟମିତ ଅଧାଗ୍ଲାସ୍‌ ଲେମ୍ବୁପାଣି ପିଇଲେ ପାଚନ କ୍ରିୟା ସନ୍ତୁଳିତ ହେବା ସହିତ ସୃତିଶକ୍ତି ପ୍ରଖର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ଏଥିରେ ଥିବା ଆଣ୍ଟି ଏଜିଂ ପୋଷକତତ୍ତ୍ୱ ବୟସ ବୃଦ୍ଧିକୁ ରୋକି ତ୍ୱଚାରେ ଚମକ ଆଣେ। ସେହିପରି ଲେମ୍ବୁପାଣିରେ ଥିବା କ୍ୟାଲସିୟମ୍‌ ଅକ୍ସାଲେଟ୍‌ କିଡ୍‌ନୀ ଷ୍ଟୋନ ସମସ୍ୟା ଦୂର କରେ। ଏହା ରକ୍ତ ସଞ୍ଚାଳନକୁ ସ୍ବାଭାବିକ କରେ। ଫଳରେ ହାର୍ଟ ଆଟାକ୍‌, ମେଦବହୁଳତା,ରକ୍ତଚାପ ଓ ଡାଇବେଟିସ୍‌ରୁ ସହଜରେ ମୁକ୍ତି ମିଳିଥାଏ । ଲେମ୍ବୁ ପାଣି ଇନସୁଲିନ୍‌କୁ କ୍ରିୟାଶୀଳ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। କର୍କଟଠାରୁ ଦୂରେଇ ରହିବାରେ ଏହା ମହୌଷଧୀଭଳି କାମ କରେ।


Enter your email to get our daily news in your inbox.

All Right Reserved By Dharitri.Com

ପର୍ବପର୍ବାଣିରେ ପିନ୍ଧନ୍ତୁ ସିମ୍ପଲ ସୁଟ୍‌

ପର୍ବପର୍ବାଣି ସମୟରେ ଅଧିକ ମେକ୍‌ଅପ୍‌ ନେଇହୁଏନି। ତେଣୁ ଏଥିରେ ଯୋଗ ଦେବାପାଇଁ କେବଳ ସୁନ୍ଦର ଡ୍ରେସ ପିନ୍ଧିବା ବେଶି ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି ସମୟରେ ପିନ୍ଧିବା...

ଜନ୍ମଦିନରେ କେକ୍‌ କାଟୁଥିଲେ ହୋଇଥାଏ…

ଆଜିକାଲି ଅଧିକାଂଶ ଜନ୍ମଦିନ ହେଉ କିମ୍ବା ବିବାହ ବାର୍ଷିକୀ ସବୁଥିରେ କେକ୍‌ କଟାଯାଉଛି। କେକ୍‌ କାଟିବା ପୂର୍ବରୁ ମହମବତୀ ଫୁଙ୍କି ଲିଭାଯିବାର ପରମ୍ପରା ମଧ୍ୟ ଚଳିଆସୁଛି।...

ଏହି ୩ଟି ଜିନିଷ ସହ କେବେ ବି ଖାଆନ୍ତୁ ନାହିଁ କଦଳୀ: ଲାଭ ଜାଗାରେ କରିବେ ଶରୀରର କ୍ଷତି

ସୁସ୍ଥ ଶରୀର ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଜରୁରୀ। ହେଲେ ଅନେକ ସମୟରେ ଆମେ କାହାକୁ କାହାସହ ଖାଇବା ତାହା ଜାଣି ନ ଥାଉ। ବିଶେଷଜ୍ଞଙ୍କ...

ବ୍ରାଇଡାଲ୍‌ ଆଉଟଫିଟ୍‌

ବାହାଘର ସିଜନ୍‌ରେ ୟୁନିକ ଦେଖାଯିବାକୁ କିଏ ନ ଚାହେଁ। ହଳଦୀ ବିଧି, ସଙ୍ଗୀତ, ମେହେନ୍ଦୀଠାରୁ ଆରମ୍ଭ କରି ବାହାଘର ପର୍ଯ୍ୟନ୍ତ ସବୁ କାର୍ଯ୍ୟକ୍ରମରେ ଟ୍ରେଣ୍ଡି ଆଉ...

ମଧୁମେହରୁ ମୁକ୍ତି ଚାହୁଁଥିଲେ…

ଆଜିକାଲି ମଧୁମେହ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ ପରିଗଣିତ ହେଲାଣି। ବ୍ୟସ୍ତବହୁଳ ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ ଏହାର ପ୍ରମୁଖ କାରଣ। ତେବେ ଏହି ରୋଗୀଙ୍କୁ...

କରୋନା ସଂକ୍ରମିତ ପେଟେଇ ଶୋଇଲେ ନିଶ୍ୱାସପ୍ରଶ୍ୱାସ ନେବା ହେବ ସ୍ବାଭାବିକ !

ବେଜିଂ,୨୮।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୫ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ଗୁରୁତର କରୋନା ସଂକ୍ରମିତ...

ଘରେ ଏମିତି ଭାବେ ରଖୁଛନ୍ତି କି ଜୋତା : ମାଡ଼ି ଆସିବ ବିପଦ

ବାସ୍ତୁ ଅନୁଯାୟୀ, ସମସ୍ତ ଜିନିଷକୁ ଏକ ନିର୍ଦ୍ଦିଷ୍ଟ ଦିଗରେ ଏବଂ ଘରେ ଉପଯୁକ୍ତ ସ୍ଥାନରେ ରଖିବା ଶୁଭ ବୋଲି ବିବେଚନା କରାଯାଏ। ଘରେ ଜୋତା ଏବଂ...

ଘର ଅଗଣାରେ ଏସବୁ ଗଛ ଲଗାଇ ନାହାନ୍ତି ତ? ଜାଣନ୍ତୁ କେଉଁଟି ଲଗାଇବା ଶୁଭ, କେଉଁଟି…

ପ୍ରକୃତି ସହ ଜଡ଼ିତ ପ୍ରତ୍ୟେକଟି ଜିନିଷକୁ ଈଶ୍ୱରଙ୍କର ଗୋଟିଏ ଗୋଟିଏ ସ୍ବରୂପ ଭାବେ ବିବେଚନା କରାଯାଏ। ଯେମିତି କି ବୃକ୍ଷଲତା; ଏହା ବି ଅନେକ ସମୟରେ...

Advertisement
Archives

Model This Week