ସୁଶାନ୍ତଙ୍କ ନାମ ଏବେ ବି ରହିଛି ଅଙ୍କିତାଙ୍କ ଘର ନେମ୍‌ପ୍ଲେଟ୍‌ରେ

ମୁମ୍ବାଇ, ୨୦।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଇତିମଧ୍ୟରେ ୬ ଦିନ ବିତିଛି। ସୁଶାନ୍ତ ଏବଂ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ସମ୍ପର୍କକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଅଙ୍କିତା ସୁଶାନ୍ତ ଏବଂ ଅନ୍ୟ ଜଣେ ସାଙ୍ଗ ସନ୍ଦିପ ସିଂ ଲୋଖଣ୍ଡଓ୍ବାଲାରେ ଗୋଟିଏ ଘରେ ରହୁଥିଲେ। ପ୍ରତି ସପ୍ତାହ ଶେଷରେ ସେମାନେ ଲୋନଓ୍ବାଲା କିମ୍ବା ଗୋଆ ଲଙ୍ଗ୍‌ ଡ୍ରାଇଭ୍‌ରେ ଯାଉଥିଲେ। ଜୀବନଟା ସହଖୁସିରେ ବିତୁଥିଲା। ଟିଭି ସିରିଏଲ୍‌ ପବିତ୍ର ରିସ୍ତାରେ ସ୍ତ୍ରୀ-ସ୍ବାମୀ ଭାବେ ଅଭିନୟ କରୁକରୁ ଦୁହେଁ ଦୁହିଁଙ୍କୁ ଭଲ ପାଇବସିଥିଲେ। ପରେ ସମ୍ପର୍କରେ ଫାଟ ଆସିଥିଲା। ସୁଶାନ୍ତ ଅଲଗା ରହିବାକୁ ଆରମ୍ଭ କରିଥିଲେ। କିନ୍ତୁ ଅଙ୍କିତାଙ୍କ ଘରର ନେମ୍‌ପ୍ଲେଟ୍‌ରେ ଏବେ ବି ସୁଶାନ୍ତଙ୍କ ନାମ ଲେଖା ହୋଇରହିଛି। ଏହାକୁ ଅଙ୍କିତା ଲିଭାଇ ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବସର ନେବେ ମହାନାୟକ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ସାଧାରଣ ଅର୍ଥରେ ବଲିଉଡ୍‌ ମହାନାୟକ କୁହାଯାଏ ନାହିଁ। ସେ ପ୍ରକୃତରେ ବଲିଉଡ୍‌ର ମହାନାୟକ। ଦଶନ୍ଧି ଦଶନ୍ଧି ଧରି ନିଜ...

ଗୁମର ଖୋଲିଲେ ଶୈଫାଲୀ: ‘ବିଗ୍‌ ବସ୍‌’ ଘରେ ହୁଏ ଚୋରି

ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ ବସ୍‌ର କ୍ରେଜ୍‌ ପୁଣି ଥରେ ଦର୍ଶକଙ୍କୁ ମତୁଆଲା କରିଛି। ସବୁଥର ଭଳି ଚଳିତ ଥର ମଧ୍ୟ ଶୋ’ ନିର୍ମାତା...

୨୯ ବର୍ଷର ଅଭିନୟ କ୍ୟାରିୟରରେ ପ୍ରଥମ ଥର ପାଇଁ ଏମିତି କାମ କରିବାକୁ ଯାଉଛନ୍ତି ଅଜୟ ଦେବଗନ୍‌: ଜାଣନ୍ତୁ…

ସିଂଘମ ଷ୍ଟାର୍‌ ଅଜୟ ଦେବଗନଙ୍କର ବଲିଉଡ୍‌ରେ ପାଦ ଦେବା ଇତିମଧ୍ୟରେ ୨୯ ବର୍ଷରୁ ଅଧିକ ହେଲାଣି। ଅଭିନୟ କ୍ୟାରିୟରରେ ସେ ଅନେକ ସୁପିରହିଟ୍‌ ଫିଲ୍ମରେ କାମ...

ଆୟୁଷ୍ମାନଙ୍କ ୭ମ ହିଟ୍‌ ଫିଲ୍ମ ‘ବାଲା’: ୪ ଦିନରେ ୫୦ କୋଟି କ୍ଲବରେ ହେଲା ସାମିଲ

ବମ୍ବେ: ଖିଲାଡ଼ି କିଙ୍ଗ୍‌ ଅକ୍ଷୟ କୁମାରଙ୍କ ପରେ ବଲିଉଡରେ ଗୋଟିଏ ପରେ ଗୋଟିଏ ହିଟ୍‌ ଦେଉଥିବା ଅଭିନେତା ପାଲଟିଛନ୍ତି ଆୟୁଷ୍ମାନ ଖୁରାନ୍ନା। ଶୁକ୍ରବାର ରିଲିଜ ହୋଇଥିବା...

ଭାଜପାରେ ଯୋଗଦେଲେ ଏହି ଅଭିନେତ୍ରୀ

ଚେନ୍ନାଇ,୧।୧୧: ରାଜନୀତିରେ ଧୀରେ ଧୀରେ ସିନେମା ଅଭିନେତା ଓ ଅଭିନେତ୍ରୀଙ୍କ ଚାହିଦା ବଢୁଛି। ପୁଣି ଜଣେ ଅଭିନେତ୍ରୀ ଭାଜପାରେ ଯୋଗଦେଇଛନ୍ତି। ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ...

ଯଦି ରାଜି ହୋଇଥାଆନ୍ତେ…

ବେଳେବେଳେ ପ୍ରଯୋଜକ ଯାହାଙ୍କୁ ଲିଡ୍‌ ରୋଲ୍‌ରେ ନେବାକୁ ଚାହିଁଥାଆନ୍ତି, ତାହା କେତେକ କାରଣରୁ ସମ୍ଭବ ହୋଇ ନ ଥାଏ। କିନ୍ତୁ ଏହା ବଦଳରେ ସେ ଯାହାକୁ...

ବିବାହକୁ ନେଇ ଦୁଃଖ ପ୍ରକାଶ କଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ଏବେ ୫୩ ବର୍ଷରେ ପଦାର୍ପଣ କଲେଣି। ହେଲେ ଏବେବି ସେ ବଲିଉଡ୍‌ର ମୋଷ୍ଟ ଓ୍ବାଣ୍ଟେଡ ବ୍ୟାଚେଲର। କିନ୍ତୁ ତାଙ୍କ ବିବାହକୁ ନେଇ...

ଚୀର ନିଦ୍ରାରେ ସୁଶାନ୍ତ

ମୁମ୍ବାଇ,୧୫।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷକୃତ୍ୟ ମୁମ୍ବାଇ ସ୍ଥିତ ଭିଲେ ପାର୍ଲେ ସ୍ଥିତ ଶ୍ମଶାନ ଘାଟରେ କରାଯାଇଛି। ସୁଶାନ୍ତଙ୍କୁ ବିଦାୟ ଦେବାକୁ ବଲିଉଡ୍‌...


Coronavirus Update

Archives

Model This Week

Why Dharitri