ସୁନିଲ ସେଟ୍ଟିଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ,୧୦।୧୨: ବଲିଉଡ୍‌ ଅଭିନେତା ସୁନିଲ ସେଟ୍ଟିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ନ୍ୟାଶନାଲ ଆଣ୍ଟି-ଡୋପିଂ ଏଜେନ୍ସି(ଏନ୍‌ଏଡିଏ)ର ବ୍ରାଣ୍ଡ ଆମ୍ବାସଡର ଭାବେ ମଙ୍ଗଳବାର ସୁନିଲଙ୍କୁ ନିଯୁକ୍ତ କରାଯାଇଛି। ନିକଟରେ ଏନ୍‌ଏଡିଏ ଓ ଅଲ୍‌ ଇଣ୍ଡିଆ ଫୁଟବଲ ଫେଡରେଶନ(ଏଆଇଏଫ୍‌ଏଫ୍‌) ମିଳିତ ଭାବେ ଏକ ଆଣ୍ଟି ଡୋପିଂ ଆଓ୍ବାରନେସ୍‌ ଓ୍ବାର୍କଶପ ମାଧ୍ୟମରେ ଫୁଟବଲରଙ୍କୁ ଏନେଇ ସଚେତନ କରାଇଥିଲେ। ଖେଳାଳିମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସୁନିଲଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବା କୁହାଯାଏ। କାରଣ ଆମ ଦେଶରେ ଫିଲ୍ମ ଅଭିନେତାଙ୍କୁ ଅନେକ ଲୋକ ଗ୍ରହଣ କରୁଥିବାର ଦେଖାଯାଏ। ତେବେ ଖେଳାଳିମାନେ ଡୋପ୍‌ ଟେଷ୍ଟରେ ପାସ୍‌ ନ କରିପାରିଲେ ଏହା ଉଭୟ ଦେଶ ପାଇଁ ଓ ଖେଳାଳିଙ୍କ ପାଇଁ ଏକ ନକରାତ୍ମକ ପ୍ରଭାବ ପକାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଲିଆଙ୍କ ଚପଲର ଦାମ୍‌ କେତେ ଜାଣନ୍ତି…

ଫିଲ୍ମ ବ୍ୟତୀତ ବଲିଉଡ୍‌ ଅଭିନେତ୍ରୀଙ୍କ ପୋଷାକ ପରିଚ୍ଛଦକୁ ନେଇ ମଧ୍ୟ ବେଳେବେଳେ ଚର୍ଚ୍ଚା ହୋଇଥାଏ। ଏହି ଚର୍ଚ୍ଚାରେ ଏବେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନାଁ ଯୋଡ଼ି...

ରାମ ମନ୍ଦିର ନିର୍ମାଣ ପାଇଁ ପ୍ରତି ପରିବାରରୁ ୧୧ଟଙ୍କା ମାଗିଲେ ଯୋଗୀ

ରାଞ୍ଚି,୧୪।୧୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନ ଏବେ ବିବାଦ ମଧ୍ୟକୁ ଚାଲିଯାଇଛି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ପାଇଁ ଯାଇଥିବା ଯୋଗୀ...

ଅକ୍ଟୋବର ୨୦ ପର୍ଯ୍ୟନ୍ତ ନ୍ୟାୟିକ ହାଜତରେ ରହିବେ ଭଉଣୀ ଭାଇ ରିଆ-ଶୌଓ୍ବିକ୍‌

ମୁମ୍ବାଇ, ୬।୧୦: ବବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ରିଆ ଚକ୍ରବର୍ତ୍ତୀ ଏବଂ ଶୌଓ୍ବିକ୍‌ ଚକ୍ରବର୍ତ୍ତୀଙ୍କୁ ପଚରା ଉଚରା ଜାରି ରହିଛି। ସେମାନଙ୍କର...

ବିଦ୍ୟା ବାଲାନ୍‌ଙ୍କ ସହ ରୋମାନ୍ସ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ, ଏକଦା ବିଗ୍‌ବସ୍‌ରେ କରିଥିଲେ ଅଶୋଭନୀୟ କାଣ୍ଡ

ବମ୍ବେ: ବୋଲ୍ଡନେସ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଶର୍ଲିନ୍‌ ଚୋପ୍ରା। ‘ଟାଇମ୍‌ ପାସ୍‌’, ‘ରେଡ୍‌ ସ୍ବସ୍ତିକ’ ଭଳି ଚଳଚ୍ଚିତ୍ରରେ କାମ କରିଥିବା ସର୍ଲିନ୍‌ ଅନେକ ଥର...

ପଚା ପରିବାରୁ ଉତ୍ପନ୍ନ ହେଉଛି ବିଜୁଳି

ହାଇଦ୍ରାବାଦ,୯ ।୨: ପଚିଯାଇଥିବା ପନିପରିବାକୁ ସାଧାରଣତଃ ଆମେ ଫିଙ୍ଗି ଦେଇଥାଉ କି ଗଛମୂଳେ ଦେଇ ଦେଇଥାଉ । ହେଲେ ହାଇଦ୍ରାବାଦରେ ଏମିତି ଏକ ପରିବା ମଣ୍ଡି...

ଟିକେଟ୍‌ ନ ପାଇବାରୁ କଂଗ୍ରେସ ନେତ୍ରୀ ହେଲେ ଲଣ୍ଡା

ଥିରୁଭାନନ୍ତପୁରମ,୧୪।୩: ବିଧାନସଭା ନିର୍ବାଚନରେ ଟିକେଟ ନ ପାଇବାରୁ କେରଳ ମହିଳା କଂଗ୍ରେସର ମୁଖ୍ୟ ଲତିକା ସୁଭାଷ ଲଣ୍ଡା ହୋଇଛନ୍ତି। ଥିରୁବନନ୍ତପୁରମରେ ଥିବା ପାର୍ଟି କାର୍ଯ୍ୟାଳୟ ସମ୍ମୁଖରେ...

ଦେଶର ସବୁଠୁ ଛୋଟ ଓକିଲ!

ଜଳନ୍ଧର,୮।୪: କଥାରେ ଅଛି ଯଦି ଦୃଢ ମନୋବଳ ଅଛି, ତେବେ ଦୁନିଆର କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ଏହି କଥା ସଦ୍ୟ ଉଦାହରଣ ହେଉଛନ୍ତି ହରଓ୍ବିନ୍ଦର...

ପଞ୍ଚାୟତିରାଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଟି.ଏସ୍‌ ସିଂ ଦେଓ

ରାୟପୁର,୧୭।୭: ଛତିଶଗଡ ମନ୍ତ୍ରୀ ଟି.ଏସ୍‌ ସିଂ ଦେଓ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଗତ କିଛି ଦିନ ହେବ...

Advertisement
Archives

Model This Week