Posted inଜାତୀୟ

ସହଯୋଗୀଙ୍କ ମୃତଦେହ କାନ୍ଧେଇଲେ ସ୍ମୃତି ଇରାନୀ

ଲକ୍ଷ୍ନୌ, ୨୬।୫: ଆମେଠିର ନର୍ବନିର୍ବାଚିତ ଭାଜପା ଏମ୍‌ପି ସ୍ମୃତି ଇରାନୀଙ୍କର ଘନିଷ୍ଠ ସହଯୋଗୀ ସୁରେନ୍ଦ୍ର ସିଂହଙ୍କୁ ହତ୍ୟା କରାଯାଇଛି। ଏହାକୁ ନେଇ ରାଜନୀତି ଜୋର ଧରିଥିବାବେଳେ ରବିବାର ତାଙ୍କ ପରିବାରକୁ ଭେଟିଛନ୍ତିି ସ୍ମୃତି ଇରାନୀ। ସେ ସୁରେନ୍ଦ୍ରଙ୍କ ମୃତଦେହକୁ କାନ୍ଧେଇ ଗାଁ ମଶାଣିକୁ ନେଇଛନ୍ତି। ନିର୍ବାଚନବେଳେ ସ୍ମୃତି ଇରାନୀଙ୍କ ପ୍ରଚାରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସୁରେନ୍ଦ୍ର ଶନିବାର ବିଳମ୍ବିତ ରାତିରେ ସୁରେନ୍ଦ୍ର ତାଙ୍କ ଘର ବାହାରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟା ଘଟଣାରେ କଂଗ୍ରେସ ନେତା ସମ୍ପୃକ୍ତ ଅଛନ୍ତି ବୋଲି ସୁରେନ୍ଦ୍ରଙ୍କ ପୁଅ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାରେ ୭ଜଣ ସଂଦିଗ୍ଧଙ୍କୁ ଧରି ପଚରାଉଚରା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗତବର୍ଷ ଅଧିକ ଶିଶୁ କନ୍ୟା ହୋଇଛନ୍ତି ପୋଷ୍ୟ: ସିଏଆରଏ

ନୂଆଦିଲ୍ଲୀ,୪।୬: ଗତ ୨୦୧-୧୯ ବର୍ଷରେ ଅଧିକ ଶିଶୁକନ୍ୟାଙ୍କୁ ଲୋକେ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏନେଇ ଚାଇଲ୍ଡ୍‌ ଆଡପଟେଶନ୍‌ ରିସୋର୍ସ ଅଥରିଟି(ସିଏଆରଏ) ପକ୍ଷରୁ ପ୍ରକାଶିତ ଏକ...

ଭାରତୀୟ ଯୁବକଙ୍କୁ ଫେରାଇଲା ଚାଇନା

ନୂଆଦିଲ୍ଲୀ,୨୭ା୧: ଚାଇନା ସେନା ଭାରତୀୟ ଯୁବକ ମିରାମ ଟାରୋନଙ୍କୁ ଭାରତକୁ ହସ୍ତାନ୍ତର କରିଛି। ଏନେଇ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ...

ଦୁଇ ଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ହେଉଥିବା ବିବାହରେ ୩୦ ଦିନିଆ ନୋଟିସ୍‌ ବାଧ୍ୟତାମୂଳକ ନୁହେଁ

ଆହ୍ଲାବାଦ୍‌,୧୪।୧: ଦୁଇ ଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ସ୍ପେଶାଲ ମ୍ୟାରେଜ୍‌ ଆକ୍ଟ ଅନୁସାରେ ହେଉଥିବା ବିବାହରେ ୩୦ ଦିନିଆ ନୋଟିସ୍‌ ବାଧ୍ୟତାମୂଳକ ନୁହେଁ। ଏନେଇ ଆହ୍ଲାବାଦ ହାଇକୋର୍ଟ...

୧୪ରେ ଦେଶବ୍ୟାପୀ ତୀବ୍ର ହେବ ଆନ୍ଦୋଳନ: କୃଷକ ସଙ୍ଗଠନ

ନୂଆଦିଲ୍ଲୀ,୯ା୧୨-କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଲିଥିବା ଆନ୍ଦୋଳନ ଭିନ୍ନ ମୋଡ଼ ନେଇଛି। ବିବାଦୀୟ କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରା ନ...

ଜିତେନ୍ଦ୍ର ଗୋଗିଙ୍କ ହତ୍ୟା ପରେ ତିହାର ସମେତ ଦିଲ୍ଲୀର ସମସ୍ତ ଜେଲ୍‌ରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୨୫ ।୯: ଦିଲ୍ଲୀର ରୋହିଣି କୋର୍ଟରେ ଶୁକ୍ରବାର ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗିଙ୍କ ହତ୍ୟା ପରେ ଗ୍ୟାଙ୍ଗୱାର ଆଶଙ୍କା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି...

ଡାକ୍ତର ଆନ୍ଦୋଳନରେ ସାମିଲ ହେଲେ ମମତାଙ୍କ ଭଣଜା

କୋଲକାତା: ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରମାନଙ୍କ ଆନ୍ଦୋଳନ ଯୋଗୁ ରୋଗୀ ସେବା ଗୁରୁତର ବ୍ୟାହତ ହୋଇଛି। ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିବା ଦେଖି ମୁଖ୍ୟମନ୍ତ୍ରୀ ମମତା...

ସରକାରୀ କମ୍ପାନୀକୁ ବିକିବା ଯୋଜନା କରୁଛନ୍ତି ମୋଦି

ନୂଆଦିଲ୍ଲୀ, ୮।୯: ଦେଶର ଅର୍ଥନୈତିକ ସ୍ଥିତିକୁ ନେଇ ବିରୋଧୀ ଦଳ ପକ୍ଷରୁ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଉଦ୍ୟମ ଜାରି ରହିଛି। ଏନେଇ...

କରୋନାର ସବୁଠାରୁ ଦ୍ରୁତତମ ମୃତ୍ୟୁହାର ଏବେ ଭାରତରେ: ପ୍ରତିଦିନ ୧୧ଶହ ଲୋକଙ୍କର ହେଉଛି ମୃତ୍ୟୁ

ନୂଆଦିଲ୍ଲୀ,୨ ।୧୦: ଦେଶରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ମୃତ୍ୟୁହାର ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପାଖାପାଖି ୧,୦୯୫ ଜଣଙ୍କ ମୃତ୍ୟୁ ହୋଇଥିବା କହିଛି...

Advertisement
Archives

Model This Week