ସହଜ ଉପାୟରେ ଘରେ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ କିଓ୍ବି ସ୍କିନ ଟୋନର: ଯାହା ତ୍ୱଚାକୁ କରିବ ଉଜ୍ଜ୍ୱଳ

କିଓ୍ବି ଚାଇନାର ଏକ ଫଳ। ଏହାକୁ ଚାଇନାର ଜାତୀୟ ଫଳ ଭାବେ ମାନ୍ୟତା ଦିଆଯାଇଛି। ଏହା ଅଙ୍ଗୁର ପରି ହୋଇଥିଲେ ମଧ୍ୟ ଆକାରରେ ବଡ଼। ତେବେ ଖାଲି ଖାଇବାକୁ ଏହା ସ୍ବାଦିଷ୍ଠ ଲାଗିଥାଏ ନ ଥାଏ, ବରଂ ତ୍ୱଚା ପାଇଁ ବରଦାନ ସଦୃଶ ହୋଇଥାଏ। ଖରାଦିନେ ତ୍ୱଚାକୁ ଉଜ୍ଜ୍ୱଳ ରଖିଥାଏ। ତେବେ ଜାଣନ୍ତୁ ଘରେ କିଓ୍ବି ଟୋନର ପ୍ରସ୍ତୁତ କରିବା ପ୍ରଣାଳୀ, ଯାହାର ବ୍ୟବହାର ଦ୍ୱାରା ତ୍ୱଚା ସୁନ୍ଦର ହେବା ସହିତ ଉଜ୍ଜ୍ୱଳ କରିଥାଏ।

ଆବଶ୍ୟକ ସାମଗ୍ରୀ:

-୧ କିଓ୍ବି
– ୪ ଚାମଚ ଗୋଲାପ ଜଳ
– ୧ ଚାମଚ ଲେମ୍ବୁରସ
– ୧ ଚାମଚ ମହୁ

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ କିଓ୍ବିରୁ ଚୋପା ଛଡ଼ାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ।
ସେଥିରେ ଲେମ୍ବୁରସ, ଗୋଲାପ ଜଳ, ମହୁ ମିଶାଇ ଦିଅନ୍ତୁ। ଏହାକୁ ଏକ ବୋତଲରେ ରଖି ପ୍ରତିଦିନ ରାତିରେ ମୁହଁରେ ଲଗାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦେଖି ପାରିବେନି କି ଶୁଣି ପାରିବେନି: କରୋନାର ନୂଆ ଲକ୍ଷଣ…

ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ସଂକ୍ରମଣର ନୂଆ ଷ୍ଟ୍ରେନ୍‌ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ତେବେ ନୂଆ ଷ୍ଟ୍ରେନ୍‌ ଯୋଗୁ ଏବେ ଦୃଷ୍ଟି ଶକ୍ତି ଏବଂ...

କହିବା ଆଗରୁ…

କହିବାର କଳା ତ ପ୍ରାୟ ସମସ୍ତେ ଜାଣନ୍ତି କିନ୍ତୁ ନ କହିବା ବି ଏକ ସୁନ୍ଦର କଳା ଏକଥାକୁ ହୁଏତ କେତେଜଣ ଜାଣନ୍ତି। ଆଉ ଥରେ...

ଡାଇବେଟିସ୍‌ ପାଇଁ କଞ୍ଚାଲଙ୍କା

କଞ୍ଚାଲଙ୍କାରେ ରହିଛି ପ୍ରଚୁର ପରିମାଣରେ ଭିଟାମିନ୍‌ ଏ ଓ ସି। ଯାହା ଆମର ଦୃଷ୍ଟିଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ଆଜିକାଲି ଅଧିକାଂଶ ଲୋକେ ଲାଲ ଲଙ୍କାକୁ...

ରିଲାକ୍ସ ଥେରାପି

ସୁସ୍ଥ ତଥା ନୀରୋଗ ଜୀବନ ଯାପନ ପଛରେ ବ୍ୟାୟାମର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଯଦି ଜଣେ ନିଜ ଦୈନନ୍ଦିତ ଜୀବନ ତାଲିକାରେ ଏହାକୁ ସାମିଲ କରେ...

ଶୀତଦିନେ ଶିଶୁର ଯତ୍ନ

ଯେଉଁ ଶିଶୁ ଜନ୍ମବେଳେ ଠିକ୍‌ ଓଜନର ହେବା ସହ ଭଲ ଭାବେ କାନ୍ଦିଥାଏ ଆମେ ତାକୁ ସୁସ୍ଥ ଶିଶୁ ବୋଲି କହିଥାଉ। ତଥାପି ଜନ୍ମପରେ ପରେ...

ଉପକାରୀ ପିଆଜ

ପିଆଜର ସଣ୍ଢା ହେଉ କି ପରିପକ୍ୱ ପିଆଜ, ଉଭୟ ଶରୀର ପାଇଁ ଉପକାରୀ। ପିଆଜ ସଣ୍ଢା କୋଲେଷ୍ଟରଲ ସ୍ତର କମାଏ। ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ ତତ୍ତ୍ୱ ଥାଏ।...

କରୋନା କାଳରେ ସକାଳୁ ଖାଲିପେଟରେ ପିଅନ୍ତୁ ତୁଳସୀ କାଢ଼ା: ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ଲୋକଙ୍କୁ କରୋନା ସଂକ୍ରମଣ ହେବାର ସମ୍ଭାବନା ଅଧିକ...

ବ୍ୟୁଟି ମାସ୍କ

ବ୍ୟୁଟି ଟ୍ରିଟ୍‌ମେଣ୍ଟ ବି ହେବ ଆଉ ସୋସିଆଲ ଡିଷ୍ଟାନ୍ସକୁ ପାଳନ କରିହେବ। ସେଥିପାଇଁ ତିଆରି କରାଯାଇଛି ଏକ ସ୍ବତନ୍ତ୍ର ପ୍ରକାରର ମାସ୍କ। ଗ୍ରହକମାନଙ୍କ ପାଇଁ ଏଭଳି...

Advertisement
Archives

Model This Week