ସରୋଜିନୀ ନାଇଡୁଙ୍କ ଭୂମିକାରେ ନଜର ଆସିବେ ରାମାୟଣର ସୀତା, ମିଳିଛି ବାୟୋପିକ୍‌ର ଅଫର୍‌

ବମ୍ବେ: ଭାରତର ବୁଲ୍‌ବୁଲ୍‌ ସରୋଜିନୀ ନାଇଡୁଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବ ବାୟୋପିକ୍‌। ଏଥିରେ ପ୍ରମୁଖ ଭୂମିକାରେ ନଜର ଆସିପାରନ୍ତି ରାମାୟଣର ସୀତା ଦୀପିକା ଚିଲଖିଆ। ନିକଟରେ ଏକ ସାକ୍ଷାତକାରରେ ଦୀପିକା ଏହା ସ୍ପଷ୍ଟ କରିଛନ୍ତି। ତାଙ୍କୁ ଫିଲ୍ମ ଅଫର ମିଳିଥିବା ବେଳେ ସେ ଏହାକୁ କରିବାକୁ ହଁ କହି ନ ଥିବା ପ୍ରକାଶ କରିଛନ୍ତି।

ଫିଲ୍ମଟିକୁ ଧୀରଜ ମିଶ୍ର ଲେଖିଥିବା ବେଳେ ସେ ହିଁ ଏହାକୁ ନିର୍ଦ୍ଦେଶନା ଦେବେ। ଏବେ ଲକ୍‌ଡାଉନ୍‌ ଜାରି ରହିଥିବାରୁ କାହାଣୀ ଶୁଣିପାରିନାହାନ୍ତି ଦୀପିକା। ଏହା ଶେଷ ହେବା ପରେ ସେ କାହାଣୀ ଶୁଣିବେ। ସବୁକିଛି ଠିକ୍‌ ରହିଲେ ସେ ଫିଲ୍ମ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ ପିନ୍ଧି ସାଇକେଲ ଚଲାଇଲେ ସଲମାନ୍‌ ଖାନ୍‌: ୟୁଜର୍ସ କହିଲେ ଏମିତି…

ବଲିଉଡ୍‌ର ସୁପରଷ୍ଟାର ସଲମାନ୍‌ ଖାନ୍‌ ନିଜର ଉଦାରତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କରୋନା ସମୟରେ ସେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଛନ୍ତି। ଅଭାବୀ...

କରୋନାକୁ ‘ଟିଚର ଅଫ୍‌ ଦ ଇୟର’ କହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ୨୦୨୦ ବିଶ୍ୱ ପାଇଁ ଐତିହାସିକ ବର୍ଷ ପାଲଟିଛି। ଏହି ବର୍ଷ କରୋନା ମହାମାରୀ ଲକ୍ଷଲକ୍ଷ ଲୋକଙ୍କ ଜୀବନ ନେଇଛି। ମାତ୍ର ବଲିଉଡ୍‌ର ଜଣେ ଆଗଧାଡ଼ିର...

ଗର୍ଭାବସ୍ଥାର ସପ୍ତମ ମାସରେ ବି କାମ କରୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ, ଭ୍ୟାନିଟି ଭ୍ୟାନରୁ ଆସିଲେ ନଜର

ପ୍ରଡ୍ୟୁସର ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଅନୁଷ୍କାଙ୍କ ୭ ମାସ ଚାଲିଥିବା ବେଳେ ସେ ଶୁଟିଂ ସେଟ୍‌କୁ ଫେରିଛନ୍ତି।...

ମା’ ହେବାର ୧୧ ଦିନ ପରେ ଏମିତି ଫଟୋଶୁଟ୍‌ କରି ଚର୍ଚ୍ଚାରେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ରୁ ହଲିଉଡ୍‌ ପର୍ଯ୍ୟନ୍ତ ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜି କୌଣସି ପରିଚୟ ପ୍ରତି ଆଗ୍ରହୀ ନୁହନ୍ତି। କାରଣ...

‘ଏଲଏସଡି ୨’ର ରିଲିଜ ଡେଟ ଘୋଷଣା କଲେ ଏକତା

ମୁମ୍ବାଇ: ଏକତା କପୁର ଫିଲ୍ମ ଲଭ ସେକ୍ସ ଓ ଧୋକା ୨ର ଆନାଉନ୍ସମେଣ୍ଟ କରି ଦେଇଛନ୍ତି। ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ଶେୟାର କରି ଏହାର...

ଏକଦା ପେଟ୍ରୋଲ ପମ୍ପରେ ଚାରିଜଣ ଗୁଣ୍ଡାଙ୍କ ସହ ଏକୁଟିଆ ମାର୍‌ପିଟ୍‌ କରିଥିଲେ ସନ୍ନି ଦେଓଲ; ଭାଇ ବବି କହିଲେ…

ବମ୍ବେ: ବଲିଉଡ୍‌ର ବେଷ୍ଟ ଆକ୍ସନ ହିରୋଙ୍କ ମଧ୍ୟରୁ ସନ୍ନି ଦେଓଲ ଜଣେ। ସେ କେବଳ କ୍ୟାମେରା ସାମ୍ନାରେ ଆକ୍ସନ କରନ୍ତି ତାହା ନୁହେଁ ବ୍ୟକ୍ତିଗତ ଜୀବନରେ...

କିରଣ ଜଣେ ଯୋଦ୍ଧା, ଖୁବ୍‌ଶୀଘ୍ର ଭଲ ହୋଇଯିବେ: ଅନୁପମ ଖେର

ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମ୍‌ପି କିରଣ ଖେର ବ୍ଲଡ କ୍ୟାନ୍‌ସରରେ ପୀଡିତ ହୋଇ ମୁମ୍ବାଇରେ ଚିକିତ୍ସିତ ହେଉଛନ୍ତି। ୬୮ ବର୍ଷିୟ କିରଣ ଖେର ଗତ...

ଆହତ ହେଲେ ଟାଇଗର

ମୁମ୍ବାଇ: ବଲିଉଡ୍‌ ନାୟକ ଟାଇଗର ଶ୍ରଫ ଆହତ ହୋଇଥିବା ସୂଚନା ମିଳିଛି। ସୋମବାର ସେ ତାଙ୍କ ପିଠିର ଏକ ଫଟୋ ଶେୟାର କରି ଏହି ସୂଚନା...

Advertisement
Archives

Model This Week