ସମର ଶପିଂ

ଖରାଦିନେ କପଡ଼ା ଚୟନ କରିବା କଷ୍ଟକର
ହୋଇଥାଏ। ଏପରି ଡ୍ରେସ ଚୟନ କରନ୍ତୁ ଯାହା ଆପଣଙ୍କୁ ଷ୍ଟାଇଲିଶ ଲୁକ୍‌ ଦେବା ସହ ଆରାମ ବି ଲାଗିବ। ଏମିତିରେ ଶପିଂ ସମୟରେ ସାବଧାନତା ହେବା ଜରୁରୀ। ଆଜି ଆପଣକୁ ଏଠାରେ ଖରାଦିନେ ଶପିଂ ସହିତ ଜଡ଼ିତ କେତୋଟି ଟିପ୍ସ ଦେଉଛୁ …
-ଆଜିକାଲି ଅଧିକାଂଶ କପଡ଼ାରେ ପଲିଷ୍ଟର ଥାଏ ଯାହାକୁ ପିନ୍ଧିବା ଦ୍ୱାରା ଶରୀରକୁ ପବନ ପ୍ରବେଶ କରିପାରେ ନାହିଁ। ଏହି କାରଣରୁ ଝାଳ ବୋହିଲେ କପଡ଼ା ଉପରେ ଅଲଗା ପ୍ରକାର ସ୍ପଟ୍‌ ଦେଖିବାକୁ ମିଳେ। ଏମିତି କପଡ଼ା ଚୟନ କରନ୍ତୁ, ଯାହା ଶରୀରକୁ କୁଲ୍‌ ରଖିବା ସହ ଝାଳ ଶୁଖିବା ରୋକିବାରେ ସାହାଯ୍ୟ କରିବ।
-ଖରାଦିନ ଓ ଶୀତଦିନେ ଫୁଟଓ୍ବେର ଚୟନ କରିବାର ଉପାୟ ଅଲଗା ଅଲଗା। ଖରାଦିନେ ଏପରି ସାଇଜର ଫୁଟ୍‌ଓ୍ବେର ଚୟନ କରନ୍ତୁ, ଯାହା ଆପଣଙ୍କ ପାଦଠୁ ବଡ଼ ହୋଇଥିବ। ଏହା ଏଥିପାଇଁ ଯେ ଖରାଦିନେ ପାଦରେ ଯନ୍ତ୍ରଣା ଅନୁଭୂତ ହୁଏ।
-ଖରାଦିନେ ଟାଇଟ କପଡ଼ା ପିନ୍ଧିବାଠୁ ଦୂରେଇ ରୁହନ୍ତୁ। ଝାଳ ଓ ଗରମ ଯୋଗୁ ସ୍କିନ୍‌ରେ ଲାଗି ଯାଉଥିବା କପଡ଼ା ଇରିଟେସନ ହୋଇଥାଏ। ଏହାଦ୍ୱାରା ରାଶେସ୍‌ ହେବା ଆଶଙ୍କା ରହିଛି।
-କପଡ଼ା ଷ୍ଟାଇଲିଶ୍‌ ଦେଖାଯିବାକୁ ମେଟାଲ ରିଙ୍ଗସ କିମ୍ବା ସେଥିରେ ଅନ୍ୟ ଡିଜାଇନ ବ୍ୟବହାର ହୋଇଥାଏ। ଏପରି ଡ୍ରେସ ପିନ୍ଧିବା ଦ୍ୱାରା ଅନ୍‌କମ୍ପଟେବଲ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଙ୍କ କୋଷ୍ଠକାଠିନ୍ୟର ଘରୋଇ ଉପାୟ

ସାଧାରଣତଃ ଡବା କ୍ଷୀର ଉପରେ ନିର୍ଭର କରୁଥିବା ଶିଶୁଙ୍କର କୋଷ୍ଠକାଠିନ୍ୟ ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ। ଆପଣଙ୍କ ଶିଶୁ ଯଦି ଏପରି ସମସ୍ୟାର ଶିକାର ହୋଇଥାଏ...

ଚିନ୍ତା ଦୂର କରିବାର ନୂଆ ଉପାୟ

ଆଜିକାଲିର ବ୍ୟସ୍ତମୟ ଜୀବନରେ ଚିନ୍ତାଗ୍ରସ୍ତ ହେବା ଏକ ସାଧାରଣ କଥା ପାଲଟିଗଲାଣି କହିଲେ ଆଦୌ ଭୁଲ୍‌ ହେବ ନାହିଁ। ହେଲେ ଏହାଠାରୁ ଦୂରେଇ ରହିବାର ଏକ...

ପ୍ରତିଦିନ ୬ ହଜାରରୁ ୯ ହଜାର ଷ୍ଟେପ୍‌ ଚାଲିଲେ ରହିବନି ହାର୍ଟ ଆଟାକ ଆଶଙ୍କା: ରିପୋର୍ଟ…

ଓ୍ବାଶିଂଟନ,୧୨।୧ : ପ୍ରତିଦିନ ଛଅରୁ ନଅ ହଜାର ଷ୍ଟେପ୍‌ ଚାଲିବା ଦ୍ୱାରା ହାର୍ଟ ଆଟାକ ଏବଂ ଷ୍ଟ୍ରୋକ ହେବାର ଆଶଙ୍କା କମିଯାଇଥାଏ। ସର୍କୁଲେଶନ ପତ୍ରିକାରେ ପ୍ରକାଶିତ...

ଜାଣନ୍ତି କି ସୌନ୍ଦର୍ଯ୍ୟ ବୃଦ୍ଧି କରେ ଅଦା

ଅଦା ସ୍ବାସ୍ଥ୍ୟ ଲାଗି ଲାଭ ଦାୟକ ହୋଇଥାଏ। ଏହାର ଅନେକ ପ୍ରକାର ଚମତ୍କାର ଗୁଣ ସମ୍ପର୍କରେ ଆପଣ ଆଗରୁ ଜାଣିଥିବେ ବା ନିଜେ ମଧ୍ୟ ଅନୁଭବ...

ସୁଖୀ ପରିବାର

କେତେ ମତ ପୁଣି କେତେ ବିଚାର। ସମସ୍ତଙ୍କ ପସନ୍ଦ ନାପସନ୍ଦ ବି ଅଲଗା। କିନ୍ତୁ ଏସବୁ ପରେ ବି ସେମାନେ ଏକ ସୂତ୍ରରେ ବନ୍ଧା। ଆଉ...

ପ୍ରେମର ବାସ୍ତବ ଅର୍ଥ ଯିଏ ବୁଝିଛି, ସେ ଭବବାନଙ୍କୁ ପାଇ ସାରିଛି: ଜାଣନ୍ତୁ କେଉଁ ମୂଲ୍ୟବୋଧ ବିଷୟରେ…

ଚାଣକ୍ୟ ନୀତିର ଶିକ୍ଷା ଜୀବନର ପ୍ରତିଟି ସୋପାନରେ କାମରେ ଆସିଥାଏ। ଏହାକୁ ଅଧ୍ୟୟନ କରିବା ଦ୍ୱାରା ବ୍ୟକ୍ତିକୁ କେବେ ବି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ି...

ଚର୍ମ ରୋଗର ଆୟୁର୍ବେଦୀୟ ଉପଚାର

”ଅତ୍ୟଧିକ ଆମିଷ ଦ୍ରବ୍ୟ ସେବନ, ଅପରିଷ୍କାର ରହିଲେ ବା ପ୍ରତ୍ୟହ ସଫା ଲୁଗାପଟା ନ ପିନ୍ଧିଲେ, ଗାଁ ଗହଳିରେ ଥିବା ଅପରିଷ୍କାର ଦଳ ଭର୍ତ୍ତି ଗାଡ଼ିଆ...

ଜାଣନ୍ତି ଭୋଜିଭାତ ପରେ ମିଠା କାହିଁକି ଖାଇବାକୁ ଦିଆଯାଏ

ସାଧାରଣତଃ ଭୋଜିଭାତ ଶେଷରେ ମିଠା ଖାଇବାକୁ ଦିଆଯାଏ। କୁହାଯାଏ, କିଛି ଖାଇବା ପରେ ପାଟି ମିଠା କରିବା ଦରକାର। କିନ୍ତୁ କ’ଣ ପାଇଁ ଖାଇବା ଶେଷରେ...

Advertisement
Archives

Model This Week