ସମର ଶପିଂ

ଖରାଦିନେ କପଡ଼ା ଚୟନ କରିବା କଷ୍ଟକର
ହୋଇଥାଏ। ଏପରି ଡ୍ରେସ ଚୟନ କରନ୍ତୁ ଯାହା ଆପଣଙ୍କୁ ଷ୍ଟାଇଲିଶ ଲୁକ୍‌ ଦେବା ସହ ଆରାମ ବି ଲାଗିବ। ଏମିତିରେ ଶପିଂ ସମୟରେ ସାବଧାନତା ହେବା ଜରୁରୀ। ଆଜି ଆପଣକୁ ଏଠାରେ ଖରାଦିନେ ଶପିଂ ସହିତ ଜଡ଼ିତ କେତୋଟି ଟିପ୍ସ ଦେଉଛୁ …
-ଆଜିକାଲି ଅଧିକାଂଶ କପଡ଼ାରେ ପଲିଷ୍ଟର ଥାଏ ଯାହାକୁ ପିନ୍ଧିବା ଦ୍ୱାରା ଶରୀରକୁ ପବନ ପ୍ରବେଶ କରିପାରେ ନାହିଁ। ଏହି କାରଣରୁ ଝାଳ ବୋହିଲେ କପଡ଼ା ଉପରେ ଅଲଗା ପ୍ରକାର ସ୍ପଟ୍‌ ଦେଖିବାକୁ ମିଳେ। ଏମିତି କପଡ଼ା ଚୟନ କରନ୍ତୁ, ଯାହା ଶରୀରକୁ କୁଲ୍‌ ରଖିବା ସହ ଝାଳ ଶୁଖିବା ରୋକିବାରେ ସାହାଯ୍ୟ କରିବ।
-ଖରାଦିନ ଓ ଶୀତଦିନେ ଫୁଟଓ୍ବେର ଚୟନ କରିବାର ଉପାୟ ଅଲଗା ଅଲଗା। ଖରାଦିନେ ଏପରି ସାଇଜର ଫୁଟ୍‌ଓ୍ବେର ଚୟନ କରନ୍ତୁ, ଯାହା ଆପଣଙ୍କ ପାଦଠୁ ବଡ଼ ହୋଇଥିବ। ଏହା ଏଥିପାଇଁ ଯେ ଖରାଦିନେ ପାଦରେ ଯନ୍ତ୍ରଣା ଅନୁଭୂତ ହୁଏ।
-ଖରାଦିନେ ଟାଇଟ କପଡ଼ା ପିନ୍ଧିବାଠୁ ଦୂରେଇ ରୁହନ୍ତୁ। ଝାଳ ଓ ଗରମ ଯୋଗୁ ସ୍କିନ୍‌ରେ ଲାଗି ଯାଉଥିବା କପଡ଼ା ଇରିଟେସନ ହୋଇଥାଏ। ଏହାଦ୍ୱାରା ରାଶେସ୍‌ ହେବା ଆଶଙ୍କା ରହିଛି।
-କପଡ଼ା ଷ୍ଟାଇଲିଶ୍‌ ଦେଖାଯିବାକୁ ମେଟାଲ ରିଙ୍ଗସ କିମ୍ବା ସେଥିରେ ଅନ୍ୟ ଡିଜାଇନ ବ୍ୟବହାର ହୋଇଥାଏ। ଏପରି ଡ୍ରେସ ପିନ୍ଧିବା ଦ୍ୱାରା ଅନ୍‌କମ୍ପଟେବଲ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଉପକାରୀ ଅପରାଜିତା ଫୁଲ ଚା’

ସାରାଦିନର କାର୍ଯ୍ୟବ୍ୟସ୍ତ ମଧ୍ୟରେ ଯଦି ଥକ୍କା ଅନୁଭବ କରୁଛନ୍ତି, ତେବେ ଅପରାଜିତା ଫୁଲ ଚା’ର ସେବନ କରନ୍ତୁ। ଫୁଲଟି ଦେଖିବାକୁ ଯେତିକି ସୁନ୍ଦର ଏହାର ଔଷଧୀୟ...

ବିବାହ ବିଳମ୍ବ ହେଉଛି କି, ଆପଣାନ୍ତୁ ଏହି ଉପାୟ

ହିନ୍ଦୁ ଧର୍ମର ମୁଖ୍ୟ ୧୬ଟି ସଂସ୍କାର ମଧ୍ୟରୁ ବିବାହ ହେଉଛି ଅନ୍ୟତମ। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଭାବରେ ବିବେଚନା କରାଯାଏ। ଏହି ବିବାହ ସମାରୋହ...

ଆପଣଙ୍କର ଏଭଳି କୁଅଭ୍ୟାସ ଅଛି କି? ବିଗିଡ଼ିଯିବ ସବୁ କାମ; କେଉଁଠି ବି ମିଳିବନାହିଁ ଖୁସି…

ଜୀବନର ମୂଲ୍ୟକୁ ନେଇ ଆଚାର୍ଯ୍ୟ ଚାଣକ୍ୟ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ସେ ନିଜର ନୀତିଶାସ୍ତ୍ର ଅର୍ଥାତ ଚାଣକ୍ୟନୀତିର ୧୩ତମ ଅଧ୍ୟାୟରେ ଲେଖିଥିବା ଏକ...

ପାଠପଢ଼ା ଆଗ୍ରହକୁ ସକ୍ରିୟକରେ ବ୍ୟାୟାମ

ବ୍ୟାୟାମ ଆମ ଶରୀର ପାଇଁ କେତେ ଉପକାରୀ ତାହା କହିବା ସହଜ ନୁହେଁ। ଆଜିକାଲି ଅନେକେ ଏହାକୁ ନିଜର ଦୈନନ୍ଦିନ ଜୀବନଶୈଳୀରେ ସାମିଲ କରିଥିବା ଦେଖିବାକୁ...

ଶୀତଦିନେ ଶିଶୁର ଯତ୍ନ

ଶୀତଦିନେ ଶିଶୁଙ୍କୁ ଥଣ୍ଡା, କାଶ, ଜ୍ୱର ଏବେ ଇନ୍‌ଫେକ୍‌ଶନ ଆଦିରୁ ରକ୍ଷାକରିବା ନିମନ୍ତେ ସଚେତନ ରହିବା ଜରୁରୀ। ଏଥିପାଇଁ କ’ଣ ସବୁ କରିବେ ଜାଣି ରଖନ୍ତୁ...

ନିଜ ପାଇଁ କିଛି କଥା

ଦୈନନ୍ଦିନ ଜୀବନରେ ଆମେ ଜାଣତରେ ହେଉ ଅବା ଅଜାଣତରେ କିଛି ନା କିଛି ଭୁଲ୍‌ କରିଥାଉ; ଯାହା ଭବିଷ୍ୟତରେ ଆମ ପାଇଁ ବିପଦର କାରଣ ସାଜିଥାଏ।...

କ୍ଷୀର ଉତୁରିଲେ ଦେଇଥାଏ ଏସବୁ ଅଶୁଭ ସଙ୍କେତ

ହିନ୍ଦୁଧର୍ମରେ କ୍ଷୀରକୁ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଏ। ଏହା ସହିତ କ୍ଷୀର ଉତୁରିପଡ଼ିଲେ ଘରକୁ କେହି ବନ୍ଧୁ ଆସିବାର ସଙ୍କେତ ଦେଇଥାଏ। କିନ୍ତୁ କ୍ଷୀର ଉତୁରିବା...

ଅଧିକ ସମୟ ସୋସିଆଲ ମିଡିଆ ବ୍ୟବହାର ହାନିକାରକ, ବେଳ ଥାଉଥାଉ ହୋଇଯାଆନ୍ତୁ ସତର୍କ

ଆଜିକାଲିର ଜୀବନଶୈଳୀର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି ସୋସିଆଲ ମିଡିଆ। ଆବାଳବୃଦ୍ଧବନିତା ଏହାର ପ୍ରେମରେ। ହେଲେ ଯଦି ଆପଣ ଆବଶ୍ୟକତାଠାରୁ ଅଧିକ ସମୟ ଏହାର ବ୍ୟବହାର କରୁଥାଆନ୍ତି,...

Advertisement


Archives

Model This Week