ସକାଳୁ ଖାଲି ପେଟରେ ପିଅନ୍ତୁ ପଇଡ଼ ପାଣି..ମିଳିବ ଅନେକ ଫାଇଦା

ଶରୀର ପାଇଁ ବେଶ୍‌ ଲାଭଦାୟକ ପଇଡ଼ ପାଣି। ସକାଳେ ଖାଲି ପେଟରେ ପଇଡ ପାଣି ପିଇଲେ ଅଧିକ ଫଳପ୍ରଦ ହୋଇଥାଏ। ପଇଡ଼ ପାଣିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ-ସି, ଏନ୍‌ଜାଇମ, ବି-କମ୍ପ୍ଲେକ୍ସ ସହିତ ଅନ୍ୟ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ। କେବଳ ଖରାଦିନ ନୁହେଁ, ଯେ କୌଣସି ଋତୁରେ ଆପଣ ଏହାକୁ ପିଇପାରିବେ। ଏଥିରେ ରୋଗ ପ୍ରତିରୋଧକ ଶକ୍ତି ରହିଛି। ଏହାସହ ଅନେକ ରୋଗ ସହ ଲଢିବାରେ ପଇଡପାଣି ଶକ୍ତି ଦେଇଥାଏ। ଯେଉଁ ଲୋକ ଓଜନ କମ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଏହି ପାଣିକୁ ପ୍ରତିଦିନ ପିଇବା ଆବଶ୍ୟକ। ଏଥିରେ ମେଦବହୁଳତା କମିବାରେ ବହୁତ ସାହାଯ୍ୟକାରୀ ହୋଇଥାଏ। ପଇଡପାଣି ପିଇବା ଦ୍ବାରା ହାଇପରଟେନସନର ଚିନ୍ତା ଦୂର ହୋଇଥାଏ, ଯଦ୍ଦ୍ବାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଟାଙ୍କି ଉପରୁ ଡେଇଁପଡ଼ି ଛାତ୍ରୀଙ୍କ ଆତ୍ମହତ୍ୟାା

ଭୋପାଳ,୨୫।୯: ମଧ୍ୟପ୍ରଦେଶ ଶିବପୁରୀ ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଛାତ୍ରୀ ପାଣି ଟାଙ୍କି ଉପରୁ ଡେଇଁପଡ଼ି ଆତ୍ମହତ୍ୟା କରିଛନ୍ତି। ପୋଲିସ...

୩୧ରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୧୬ା୧(ପି.ଟି.): ଜାନୁୟାରୀ ୩୧ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ଏପ୍ରିଲ ୩ ପର୍ଯ୍ୟନ୍ତ ଚାଲିବ। ୩୧ ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ରାମନାଥ...

ଆଖୁ ଚାଷୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ସରକାର

ନୂଆଦିଲ୍ଲୀ,୨୧।୯: କୃଷକ ଓ ଶ୍ରମିକଙ୍କ ସମସ୍ୟାକୁ ନେଇ ଉତ୍ତରପ୍ରଦେଶ ସହରାନପୁରରୁ ଦିଲ୍ଲୀକୁ ପଦଯାତ୍ରାରେ ଆସିଥିବା କୃଷକଙ୍କ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି। ଭାରତୀୟ କୃଷକ ସଙ୍ଗଠନର ୧୫ଟା...

ଠିଆ ହୋଇ ପାଣି ପିଉଛନ୍ତି କି

ପାଣି ଶରୀର ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ସମସ୍ତେ ଜାଣିଛନ୍ତି। ଶରୀରକୁ ସୁସ୍ଥ ରଖିବାରେ ଜଳର ଭୂମିକା ଗୁରୁତ୍ୱପୂର୍ଣ୍ଣ। ମଣିଷ ଶରୀରରେ ପ୍ରାୟ ୬୦ରୁ ୭୦ ଭାଗ...

୨୭ ମେସିନ୍‌ ଜଳାଇଲେ ମାଓବାଦୀ

ମୁମ୍ବାଇ,୧।୫: ମହାରାଷ୍ଟ୍ର ଗାଡଚିରୋଲି ଜିଲାରେ ମାଓବାଦୀମାନେ ବୁଧବାର ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ୨୭ଟି ମେସିନ୍‌ରେ ନିଆଁ ଲଗାଇ ଜଳାଇ ଦେଇଛନ୍ତି। ସ୍ଥାନୀୟ କୁରୁଖେଦାରେ ଘଟିଛି...

୨୦ରେ ଚନ୍ଦ୍ରକକ୍ଷରେ ପହଞ୍ଚତ୍ବ ଚନ୍ଦ୍ରୟାନ-୨

ଅହମଦାବାଦ: ଭାରତର ଦ୍ୱିତୀୟ ମୁନ୍‌ ମିଶନ୍‌ ‘ଚନ୍ଦ୍ରୟାନ-୨’ ଅଗଷ୍ଟ ୨୦ରେ ଚନ୍ଦ୍ର କକ୍ଷରେ ପହଞ୍ଚତ୍ବା ଆଶା କରାଯାଉଛି। ଏହା ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ...

ଜୟ ଶ୍ରୀରାମ’ ନ କହିବାରୁ ମୁସ୍‌ଲିମ ଡ୍ରାଇଭରଙ୍କୁ ମାଡ଼

ଠାଣେ,୨୮।୬: ମହାରାଷ୍ଟ୍ରରେ ଜଣେ ମୁସଲ୍‌ମାନ ଗାଡ଼ିଚାଳକଙ୍କୁ ‘ଜୟ ଶ୍ରୀରାମ’ ଉଚ୍ଚାରଣ କରିବାକୁ କହି ସ୍ଥାନୀୟ ଯୁବକମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ...

ଏହି ଗାଁର ୮୦ ପ୍ରତିଶତ କୃଷକ କୋଟିପତି

ମହାରାଷ୍ଟ୍ର ଯଦିଓ ଶୁଖିଲା ପ୍ରଭାବିତ ରାଜ୍ୟ ଭାବେ ପରିଚିତ, ତଥାପି ଏଠାରେ ଏଭଳି ଏକ ଗାଁ ରହିଛି। ଯେଉଁଠାରେ କୃଷକମାନେ ନିଜ ଭାଗ୍ୟ ନିଜେ ପରିବର୍ତ୍ତନ...


Coronavirus Update

Archives

Model This Week

Why Dharitri