Advertisement

‘ଶୁଭ ମଙ୍ଗଲ୍‌ ଜ୍ୟାଦା ସାବଧାନ୍‌’ ଟ୍ରେଲର ରିଲିଜ୍‌ ପରେ ଆୟୁଷ୍ମାନ୍‌ଙ୍କ ମାତାପିତା କହିଲେ ଆମେ ଗର୍ବିତ

ଅଭିନେତା ଆୟୁଷ୍ମାନ ଖୁରାନା ବର୍ତ୍ତମାନ ବଲିଉଡ୍‌ର ଟପ୍‌ ଲିଷ୍ଟ୍‌ରେ ଅଛନ୍ତି। ଯେ କି ଲଗାତର ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଚାଲିଛନ୍ତି। ଇତିମଧ୍ୟରେ ଆୟୁଷ୍ମାନଙ୍କ ଆଗାମୀ ଫିଲ୍ମ ‘ଶୁଭ ମଙ୍ଗଲ୍‌ ଜ୍ୟାଦା ସାବଧାନ୍‌’ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଦର୍ଶକେ ଏହାକୁ ବହୁ ପସନ୍ଦ ମଧ୍ୟ କରିଛନ୍ତି। ଖୋଦ୍‌ ଆୟୁଷ୍ମାନଙ୍କ ପରିବାର ଲୋକେ ଟ୍ରେଲରଟିକୁ ଖୁବ୍‌ ପସନ୍ଦ କରିଛନ୍ତି। ପୁଅର ଅଭିନୟ ଦେଖି ପିତା ପି. ଖୁରାନା, ମା’ ପୁନମ୍‌ ଖୁସିରେ ଆତ୍ମହରା ହୋଇଉଠିଛନ୍ତି। ଫିଲ୍ମର ଟ୍ରେଲରଟିକୁ ଥରେ ନୁହେଁ ବହୁବାର ଦେଖିସାରିଲେଣି।

ଆୟୁଷ୍ମାନ୍‌ କୁହନ୍ତି, ଯେତେବେଳେ ମୋ’ ପରିବାର ଲୋକେ ଫିଲ୍ମର ଟ୍ରେଲରଟିକୁ ଉପଭୋଗ କରୁଥିଲେ ମୋ’ ଅଭିନୟ ସଫଳ ହେବା ସହ ପୂରା ଟିମ୍‌ର ପରିଶ୍ରମ ସାର୍ଥକ ହେଲା ବୋଲି ଅନୁଭବ କଲି। ସେହିପରି ତାଙ୍କ ମାତା ପିତା ମଧ୍ୟ ପୁଅର ଅଭିନୟ ଦେଖି ନିଜକୁ ଗର୍ବିତ ମନେ କରିଛନ୍ତି। ଅଭିନୟ ମାଧ୍ୟମରେ ଆୟୁଷ୍ମାନ ସମାଜ ସହିତ ଯୋଡ଼ା ବାର୍ତ୍ତା ଦର୍ଶକଙ୍କ ନିକଟରେ ପହଞ୍ଚାଇ ପାରୁଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ଏହି ଫିଲ୍ମଟି ଫେବୃୟାରୀ ୨୧ରେ ରିଲିଜ୍‌ ହେବ। ଏଥିରେ ଆୟୁଷ୍ମାନ ପୁରୁଷ ସମଲିଙ୍ଗୀ ଭୂମିକାରେ ଅଭିନୟ କରୁଥିବା ବେଳେ ଜିତେନ୍ଦ୍ର କୁମାର, ନୀନା ଗୁପ୍ତା ଏବଂ ଗଜରାଜ ମଧ୍ୟ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ କାମ ମାଗିଲେ ଏହି ପ୍ରସିଦ୍ଧ ଅଭିନେତାଙ୍କ ପୁଅ

ବଲିଉଡ୍‌ ଅଭିନେତା ଅନୁପମ ଖେରଙ୍କ ପୁଅ ତଥା ଅଭିନେତା ସିକନ୍ଦର ଖେର ସୋସିଆଲ ମିଡିଆ ମାଧ୍ୟମରେ କାମ ମାଗୁଛନ୍ତି। ସିକନ୍ଦର ସୋସିଆଲ ମିଡିଆରେ ନିଜର ଏକ...

ଜାହ୍ନବୀଙ୍କ ପାଇଁ ପ୍ରଶଂସାର ପୋଷ୍ଟ ଲେଖିଲେ ଅର୍ଜୁନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ ‘ମିଲି’ ଫ୍ରାଇଡେରେ ରିଲିଜ୍ ହୋଇସାରିଛି । ଆରମ୍ଭରୁ ଫିଲ୍ମକୁ ଭଲ ରେସପନ୍ସ ମିଳୁଛି । ପ୍ରଡ୍ୟୁସର...

ବିବାହିତ ସତ୍ତ୍ୱେ ପ୍ରେମରେ ପଡିଥିଲେ ଏହି ଅଭିନେତ୍ରୀ

ବି-ଟାଉନର ସବୁଠୁ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରେ ଅଭିନେତା ଅନୁପମ ଖେର ଏବଂ କିରନ ଖେର ଅନ୍ୟତମ। ଉଭୟ ପ୍ରେମ କାହାଣୀ ବେଶ୍‌ କୌତୁହଳପୂର୍ଣ୍ଣ। ୨୬ ଅଗଷ୍ଟ...

ଅଭିଷେକ ନୁହନ୍ତି, ଏହି ବ୍ୟକ୍ତିଙ୍କୁ ନିଜ ବାପା ଭାବିଥିଲେ ଆରାଧ୍ୟା

ଅମିତାଭ ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ବଚ୍ଚନ ଇତିମଧ୍ୟରେ ୯ ବର୍ଷର ହୋଇଯାଇଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଏହି ଅଲିଅଳି କନ୍ୟା ୧୬...

ବଲିଉଡ୍‌ ଅଭିନେତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବଲିଉଡ୍‌ ତଥା ଟିଭି ଅଭିନେତ୍ରୀ ମାଲଭି ମଲହୋତ୍ରାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...

ସାଉଥ୍‌ ସୁପରଷ୍ଟାର ମା’ଙ୍କ ମୃତ୍ୟୁ ପରେ ବାପାଙ୍କୁ ହୃଦ୍‌ଘାତ

ମୁମ୍ବାଇ: ତେଲଗୁ ସୁପରଷ୍ଟାର ମହେଶ ବାବୁ ଏବେ ଭାବପ୍ରବଣ ମୁହୂର୍ତ୍ତ ଦେଇ ଗତି କରୁଛନ୍ତି। ନିକଟରେ ମହେଶ ବାବୁଙ୍କ ମା’ଙ୍କ ଦେହାନ୍ତ ହୋଇଥିବା ବେଳେ ଏବେ...

ଜଣେ ଗର୍ଭବତୀ ମହିଳା ପାଇଁ ଏହା ସବୁଠାରୁ ରୋମାଞ୍ଚକ ଖେଳ: କାହିଁକି ଏପରି କହିଲେ ଅନୁଷ୍କା

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବିଆର)ର ବିଜୟକୁ ନେଇ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ବହୁତ ଖୁସି ଅଛନ୍ତି।...

ଲକ୍‌ଡାଉନରେ ପୁଅର ଚୁଟି କାଟୁଛନ୍ତି ଶୈଫ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ପାଇଁ ଦେଶରେ ଚାଲିଛି ଲକ୍‌ଡାଉନ୍‌। ଏହି ସମୟରେ ସମସ୍ତେ ନିଜ ନିଜ ପରିବାର ସହ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଛନ୍ତି।...

Advertisement
Archives

Model This Week