ଶୀତଦିନେ ନିହାତି ଖାଆନ୍ତୁ ଗ୍ରୀନ୍‌ ମଟର

ସାଧାରଣତଃ ଶୀତଦିନେ ଗ୍ରୀନ୍‌ ମଟର ହୋଇଥାଏ। ଛୋଟରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି। ଏହା ସମସ୍ତ ପ୍ରକାରର ତରକାରିରେ ବ୍ୟବହାର କରିହୁଏ। ଅନେକେ ଏହାକୁ କଞ୍ଚା ଖାଇବାକୁ ମଧ୍ୟ ପସନ୍ଦ କରିଥାନ୍ତି। ତେବେ ଏହା କେବଳ ପାଟିକୁ ସୁଆଦିଆ ନୁହେଁ, ଏଥିରେ ଅନେକ ଭିଟାମିନ ସହିତ ଔଷଧୀୟ ଗୁଣ ଭରି ରହିଛି, ଯାହା ଶରୀର ପାଇଁ ଅତ୍ୟନ୍ତ ଭଲ।
* ଶୀତଦିନେ ଖାଦ୍ୟ ଠିକ୍‌ ଭାବେ ହଜମ ହୁଏନାହିଁ। ଏହି ସମସ୍ୟାକୁ ଠିକ କରିବାରେ ମଟର ସାହାଯ୍ୟ କରିଥାଏ। କାରଣ ମଟରରେ ଅଧିକ ପରିମାଣରେ ଫାଇବର୍‌ ଓ ପ୍ରୋଟିନ୍‌ ରହିଛି। ଫଳରେ ଏହା ପାଚନ କ୍ରିୟାକୁ ଠିକ୍‌ ରଖିଥାଏ। ଏଣୁ କୋଷ୍ଠକାଠିନ୍ୟ ସମସ୍ୟା ରୁହେନାହିଁ।
* ମଟରରେ ମ୍ୟାଗ୍ନେସିୟମ, ପୋଟାସିୟମ ଓ କ୍ୟାଲସିୟମ ରହିଛି। ଏସବୁ ତତ୍ତ୍ୱ ଉଚ୍ଚ ରକ୍ତଚାପ ଓ କୋଲେଷ୍ଟ୍ରଲ୍‌କୁ ନିୟନ୍ତ୍ରଣରେ ରଖିଥାଏ। ଫଳରେ ହୃଦ୍‌ଘାତର ଆଶଙ୍କା କମ୍‌ ହୋଇଥାଏ। ମଟର ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଭଲ।
* ସେହିପରି ଏଥିରେ ଫୋଲିକ୍‌ ଏସିଡ୍‌ ମଧ୍ୟ ରହିଛି, ଯାହା ଗର୍ଭବତୀଙ୍କୁ ପୋଷଣ ଦେବାରେ ସହାୟକ ହୋଇଥାଏ।
*ଏଥିରେ ଥିବା ଭିଟାମିନ୍‌ ଓ ମିନେରାଲ୍ସ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଓଜନ କମାଇବାକୁ ଚାହୁଁଥିଲେ ପ୍ରତିଦିନ ଏଥିରୁ ୪ କପ୍‌ ପିଇବା ଉଚିତ୍‌

ୟୁନିଭର୍‌ସିଟି ଇଲିନୋଇସ୍‌ର ବୈଜ୍ଞାନିକମାନେ ଏକ ଗବେଷଣା କରି କହିଛନ୍ତି, କଫିର ଯେତିକି ଓଜନ କମାଇବା କ୍ଷମତା ରହିଛି ଅନ୍ୟ କୌଣସି ପାନୀୟରେ ନାହିଁ। କଫି ଶରୀରରେ...

ଖରାଦିନେ ଶରୀରରୁ ଜଳୀୟଅଂଶ କମିଯାଉଥିଲେ ଖାଆନ୍ତୁ ଏହି ପରିବା, ଅଂଶୁଘାତରୁ ପାଇବେ ରକ୍ଷା

କିଛି ଲୋକ ଖରାଦିନେ ମଧ୍ୟ କମ୍‌ ପାଣି ପିଇଥାନ୍ତି। ଫଳରେ ଶରୀରରୁ ଜଳୀୟଅଂଶ କମି ଯାଇଥାଏ। ଟିକେ ଟାଣଖରାରେ ବାହାରକୁ ଗଲେ ହାଲିଆ ଲାଗେ। ଏମିତିକି...

ଆର୍ଥିକ ଅସୁବିଧା ଦେଇ ଗତି କରୁଛନ୍ତି କି? ଆପଣାନ୍ତୁ ଚାଣକ୍ୟଙ୍କ ଏସବୁ ଉପାୟ

ଜୀବନର ଛୋଟବଡ଼ ଆବଶ୍ୟକତାକୁ ପୂରଣ କରିବାକୁ ଧନର ଆବଶ୍ୟକତା ପଡ଼ିଥାଏ। ଏଥିନେଇ ସମସ୍ତେ ଅଧିକରୁ ଅଧିକ ଧନ ରୋଜଗାର କରିବାକୁ ଚାହିଁଥାନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ...

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଗଜାମୁଗ

ଗଜାମୁଗରେ ଅନେକ ପୁଷ୍ଟିକର ଗୁଣ ଭରି ରହିଛି। ଏଥିରେ ମ୍ୟାଗ୍ନେସିୟମ୍‌, ଫସ୍‌ଫରସ୍‌ ଏବଂ ଭିଟାମିନ୍‌-କେ, ବି, ସି, ଭିଟାମିନ୍‌ ବି-୬, କପର, ଫାଇବର ପ୍ରଚୁର ମାତ୍ରାରେ...

ଅନେକ ପୁରୁଷ ପ୍ରେମିକାଙ୍କୁ କହିଥାନ୍ତି ଏହି ୬ ମିଛ, ଜାଣିଲେ…

ସମ୍ପର୍କରେ ଅନେକ ପୁରୁଷ ମିଛ କହିଥାନ୍ତି , ତେବେ ଏହି ମିଛ କହିବାର ଅନେକ ଗୁଡ଼ଏ କାରଣ ମଧ୍ୟ ରହିଛି। କେତେବେଳେ ପ୍ରେମିକ ତାଙ୍କ ପ୍ରେମିକାକୁ...

ସ୍ତ୍ରୀଙ୍କୁ ରାଣୀ ପରି ରଖିଥାନ୍ତି ଏହି ୪ ରାଶିରେ ଜନ୍ମିତ ପୁଅ, ଭାଗ୍ୟରେ ଥିଲେ ମିଳନ୍ତି…

ବିବାହକୁ ନେଇ ସମସ୍ତଙ୍କ ମନରେ ଭିନ୍ନ ଭିନ୍ନ ସ୍ବପ୍ନ ଥାଏ। ସବୁ ଝିଅ ଚାହାନ୍ତି ତାଙ୍କୁ ସବୁଠାରୁ ଅଧିକ ଭଲପାଉଥିବା ସ୍ବାମୀ ମିଳୁ। ତାଙ୍କ କଥାକୁ...

ଆଙ୍ଗୁଠି ଫୁଟାଉଛନ୍ତି କି, ହୋଇଯାଆନ୍ତୁ ସାବଧାନ…

କାର୍ଲିଫର୍ନିଆ : କେତେକ ନିଜର ଆଙ୍ଗୁଠି ଫୁଟାଇଥାନ୍ତି। ଏହା ଦ୍ୱାରା ଆଙ୍ଗୁଠି ଜଏଣ୍ଟ ଆରାମ ଲାଗିଥାଏ। ତେବେ ବାରମ୍ବାର ଏପରି କରିବା ଦ୍ୱାରା ଆର୍ଥରାଇଟିସ୍‌ ସମସ୍ୟା...

ଅପେକ୍ଷା କରିଛି ମଙ୍ଗଳ

”ଏ ଯାଏ ୮ଟି ମହାକାଶଯାନ ମଙ୍ଗଳକୁ ପରିକ୍ରମା କରିସାରିଛନ୍ତି। ସେଗୁଡ଼ିକ ଭିତରେ ଭାରତର ‘ମଙ୍ଗଳଯାନ’ ଅନ୍ୟତମ, ଯାହାକୁ ୫ା୧୧ା୨୦୧୩ ତାରିଖରେ ଇସ୍ରୋ ପଠେଇଥିଲା ଓ ତାହା...

Advertisement
Archives

Model This Week