ଶହେ ବର୍ଷର କଇଁଛ: ପାଲଟିଲାଣି ୮ ଶହ ଛୁଆଙ୍କ ଜନକ

କାଲିଫର୍ନିଆ,୧୩।୧: ଆମେରିକା କାଲିଫର୍ନିଆରେ ରହିଛି ଏକ କଇଁଛ। ଏହାକୁ ଏବେ ଶହେ ବର୍ଷରୁ ଅଧିକ ବୟସ। ଇତିମଧ୍ୟରେ ସେ ୮ଶହ ଛୁଆଙ୍କ ଜନକ ପାଲଟିସାରିଛି। ଡିଏଗୋ ନାମକ ଏହି କଇଁଛର ଓଜନ ୮୦ କିଲୋଗ୍ରାମ୍‌। ଏହା ସ୍ଥାନୀୟ ଗାଲାପୋଗାସ୍‌ ଆଇଲାଣ୍ଡରେ ରହିଛି। ଚେଲୋନୋଏଡ଼ିସ୍‌ ହୁଡ଼େନସିସ୍‌ ପ୍ରଜାତିର ଏହି କଇଁଛକୁ ୧୯୭୬ରେ ଦକ୍ଷିଣ କାଲିଫର୍ନିଆର ସାନ୍ତା କ୍ରୁଜ୍‌ ଆଇଲାଣ୍ଡ୍‌ର ଚିଡ଼ିଆଖାନାରୁ ଏଠାକୁ ଅଣାଯାଇଥିଲା । ଫଳରେ ଗାଲାପୋଗାସ୍‌ ଆଇଲାଣ୍ଡରେ କଇଁଛ ସଂଖ୍ୟା ୨ ହଜାରରୁ ଅଧିକ ହୋଇଥିଲା। ଗାଲାପୋଗାସ୍‌ ଆଇଲାଣ୍ଡରେ କଇଁଛ ସଂଖ୍ୟା କମୁଥିବାରୁ ୧୯୬୫ରେ ଏଠାରେ କଇଁଛ ପ୍ରଜନନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାଇଜେରିଆରେ ଅବୈଧ ଅଏଲ ରିଫାଇନାରୀରେ ବିସ୍ଫୋରଣ ୧୨ ମୃତ

ଅବୁଜା,୪ ।୩: ନାଇଜେରିଆର ନାଇଜର ଡେଲଟା ଅଞ୍ଚଳରେ ଏକ ଅବୈଧ ରିଫାଇନାରୀରେ ବିସ୍ଫୋରଣ ପରେ ନିଆଁ ଲାଗିଯିବାରୁ ଅତିକମରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି...

ଧକ୍କା ଖାଇ ଗୋଟିଏ ପରେ ଗୋଟିଏ ପେଙ୍ଗୁଇନ୍‌ ପାଣିରେ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ପୋଲାଣ୍ଡର ଦାବିକୁ ପ୍ରତ୍ୟାଖାନ କଲା ବେଲାଋଷ, କହିଲା ସେନାକୁ ପ୍ରଶିକ୍ଷଣ ପାଇଁ ଆସିଛନ୍ତି ଓ୍ବାଗନର୍‌ ଗ୍ରୁପ୍‌

ମିନସ୍କି,୨।୮: ବେଲାଋଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋ ପୋଲାଣ୍ଡର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, ୱାଗନର୍‌ ଗ୍ରୁପ ବେଲାଋଷର ସେନାକୁ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ ପାଇଁ ବ୍ରେଷ୍ଟ...

ଦେଶରେ ମୁସଲମାନଙ୍କ ସ୍ଥିତିକୁ ନେଇ ବିଶ୍ୱକୁ ଆଇନା ଦେଖାଇଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୧।୪: ଆମେରିକାର ଓ୍ବାଶିଂଟନ ଡିସିରେ ସ୍ଥିତ ଆମେରିକି ଥିଙ୍କ ଟେକ ପିଟରସନ ଇନଷ୍ଟିଚ୍ୟୁଟ ଫର ଇଣ୍ଟରନ୍ୟାଶନାଲ ଇକୋନମିକ୍ସ(ପିଆଇଆଇଇ)ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତର ନକରାତ୍ମକ...

ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସହର ହୋସ୍ପେଟ୍‌, ସାଇତି ରଖିଛି ପ୍ରାଚୀନ ଯୁଗର ସ୍ମାରକୀ

କର୍ନାଟକର ବେଲ୍ଲାରି ଜିଲା ଅନ୍ତର୍ଗତ ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ହେଉଛି ହୋସ୍ପେଟ୍‌, ଯାହା ନିଜର ଐତିହାସିକ ତଥା ପ୍ରାକୃତିକ ମହତ୍ତ୍ୱ ପାଇଁ ବେଶ୍‌ ପ୍ରସିଦ୍ଧ। ତୁଙ୍ଗଭଦ୍ରା...

ବର୍ଷରେ ୫ ମାସ ଖୋଲା ରହେ ଏହି ବ୍ୟାଙ୍କ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଉତ୍ତରାଖଣ୍ଡର ପିଥୋରାଗଡ଼ରେ ଚାଇନା ସୀମାକୁ ଲାଗି ଗୁଞ୍ଜିରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏକ ଶାଖା ରହିଛି। ପାଣିପାଗ କାରଣରୁ ବର୍ଷରେ ଏହି ଶାଖା କେବଳ...

କୁକୁର ସୁଙ୍ଘିଲେ ଜାଣିପାରୁଛି କିଏ କରୋନା ପଜିଟିଭ

ୱାଶିଂଟନ,୧୩ ।୧: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ସାରିଲାଣି । କରୋନା ଟେଷ୍ଟ କରିବାକୁ ହେଲେ ବି ଏବେ ପର୍ଯ୍ୟନ୍ତ କେତେକ...

‘ଭାରତ ଏକ ଜୀବନ୍ତ ଲୋକତନ୍ତ୍ର ଦିଲ୍ଲୀ ଯାଆନ୍ତୁ ଆଉ ନିଜେ ଦେଖନ୍ତୁ’,ମୋଦିଙ୍କ ଗସ୍ତ ପୂର୍ବରୁ କହିଲା ଆମେରିକା

ଓ୍ବାଶିଂଟନ,୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ ଗଣତନ୍ତ୍ରର ଅବସ୍ଥା ସମ୍ବନ୍ଧୀୟ ଚିନ୍ତାକୁ ଆମେରିକା ଖାରଜ କରିଦେଇଛି। ଆମେରିକା ସରକାର ସୋମବାର କହିଛନ୍ତି ଯେ ଭାରତ...

Advertisement
Archives

Model This Week