ଶହେ ବର୍ଷର କଇଁଛ: ପାଲଟିଲାଣି ୮ ଶହ ଛୁଆଙ୍କ ଜନକ

କାଲିଫର୍ନିଆ,୧୩।୧: ଆମେରିକା କାଲିଫର୍ନିଆରେ ରହିଛି ଏକ କଇଁଛ। ଏହାକୁ ଏବେ ଶହେ ବର୍ଷରୁ ଅଧିକ ବୟସ। ଇତିମଧ୍ୟରେ ସେ ୮ଶହ ଛୁଆଙ୍କ ଜନକ ପାଲଟିସାରିଛି। ଡିଏଗୋ ନାମକ ଏହି କଇଁଛର ଓଜନ ୮୦ କିଲୋଗ୍ରାମ୍‌। ଏହା ସ୍ଥାନୀୟ ଗାଲାପୋଗାସ୍‌ ଆଇଲାଣ୍ଡରେ ରହିଛି। ଚେଲୋନୋଏଡ଼ିସ୍‌ ହୁଡ଼େନସିସ୍‌ ପ୍ରଜାତିର ଏହି କଇଁଛକୁ ୧୯୭୬ରେ ଦକ୍ଷିଣ କାଲିଫର୍ନିଆର ସାନ୍ତା କ୍ରୁଜ୍‌ ଆଇଲାଣ୍ଡ୍‌ର ଚିଡ଼ିଆଖାନାରୁ ଏଠାକୁ ଅଣାଯାଇଥିଲା । ଫଳରେ ଗାଲାପୋଗାସ୍‌ ଆଇଲାଣ୍ଡରେ କଇଁଛ ସଂଖ୍ୟା ୨ ହଜାରରୁ ଅଧିକ ହୋଇଥିଲା। ଗାଲାପୋଗାସ୍‌ ଆଇଲାଣ୍ଡରେ କଇଁଛ ସଂଖ୍ୟା କମୁଥିବାରୁ ୧୯୬୫ରେ ଏଠାରେ କଇଁଛ ପ୍ରଜନନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପ୍ରାଇଭେଟ୍‌ ପାର୍ଟ ହେଉଥିଲା ଦରଜ, ଅପରେଶନ ପରେ ଯାହା ବାହାରିଲା; ଜାଣିଲେ…

ଦୁନିଆରେ ଏପରି ଅନେକ ଅଦ୍ଭୁତ ଘଟଣା ଘଟୁଛି, ଯାହା ବିଷୟରେ ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏବେ ସେମିତି ଏକ ଘଟଣା ଗୋଟିଏ ଚର୍ଚ୍ଚାରେ ରହିଛି।...

ସାଇକେଲ ଚାଳକଙ୍କ ସହ ରେସ୍‌ ଲଗାଇଲା ଓଟପକ୍ଷୀ, ଭିଡିଓ ଦେଖିଲେ…

ଓଟପକ୍ଷୀ ବିଷୟରେ ଆପଣ ନିଶ୍ଚିତ ଅନେକ କଥା ଶୁଣିଥିବେ। ଏହି ଯେମିତି ଏହା ଦୁନିଆର ସବୁଠୁ ବଡ଼ ପକ୍ଷୀ, ଏହା ଦୌଡ଼ିପାର। ଦ୍ରୁତ ଗତିରେ ଚାଲିପାରେ...

ହିଟଲର-ଟ୍ରମ୍ପ୍‌ ବାବା: ପହଞ୍ଚିଲେ ପ୍ରୟାଗରାଜ ମାଘମେଳାରେ

ପ୍ରୟାଗରାଜ, ୨୬।୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମାଘମେଳାରେ ହିଟଲର ଏବଂ ଟ୍ରମ୍‌ ବାବା ପହଞ୍ଚିଛନ୍ତି। ସେମାନଙ୍କୁ ନେଇ ମେଳାରେ ଚର୍ଚ୍ଚା ଆରମ୍ଭ ହୋଇଛି। ମହନ୍ତ...

୮୧ବର୍ଷରେ ସ୍ବପ୍ନ ସାକାର

ମୁମ୍ବାଇ: ନିଜ ସ୍ବପ୍ନ ପୂରଣ କରିବାକୁ ଅନେକେ ଅକ୍ଳାନ୍ତ ପ୍ରଚେଷ୍ଟା କରନ୍ତି। କୁହାଯାଏ, ସ୍ବପ୍ନ ପଛରେ ଦୌଡ଼ିବାର କିଛି ବୟସ ନ ଥାଏ। କିନ୍ତୁ ବହୁତ...

ସପ୍ତାହରେ ୪ ଦିନ କାମ…

ବ୍ରୁସେଲ୍ସ୍‌,୧୭।୨ : ବେଲଜିୟମରେ ଏବେ କର୍ମଚାରୀମାନେ ସପ୍ତାହରେ ଚାରି ଦିନ କାମ କରିବେ। ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡାର୍‌ ଡି କ୍ରୁ ଶ୍ରମ ଆଇନରେ ଏଭଳି ଏକ ପ୍ରମୁଖ...

ବୈଜ୍ଞାନିକ ତିଆରି କଲେ ନିଆରା ମେଶିନ: ଏକ ସପ୍ତାହ ପର୍ଯ୍ୟନ୍ତ ବାହାରେ ଜୀବନ୍ତ ରହିପାରିବ ଲିଭର

ଲଣ୍ଡନ,୧୪।୧: ମଣିଷର କୌଣସି ଅଙ୍ଗକୁ ଡୋନରଙ୍କ ଶରୀରରୁ ବାହାର କରିବା ପରେ ୬ରୁ ୧୨ ଘଣ୍ଟା ମଧ୍ୟରେ ଟ୍ରାନ୍ସପ୍ଲାଣ୍ଟ କରିଦିଆଯାଇଥିବା କୁହାଯାଏ। ବିଶେଷଜ୍ଞଙ୍କ ମତରେ ଲିଭର...

ଲାଇଭ୍‌ ଶୋ’ରେ ନ୍ୟୁଜ୍‌ ଆଙ୍କରଙ୍କୁ ପ୍ରପୋଜ କଲେ ବୟଫ୍ରେଣ୍ଡ୍‌, ଆଉ ତା’ ପରେ…

ଏକ କଥା ନିଶ୍ଚିତ ଜାଣିଥିବେ, ଯଦି ପ୍ରେମ କରିବ ଡରିବନି, ଯଦି ଡରିବ ପ୍ରେମ କରିବନି। ଦୁନିଆରେ ବହୁତ କମ୍‌ ଲୋକ ଅଛନ୍ତି, ଯେଉଁମାନେ ସମସ୍ତଙ୍କ...

ଜାଣନ୍ତୁ ମା’ ଦୁର୍ଗାଙ୍କୁ କେଉଁ ଦେବତା କେଉଁ ଅସ୍ତ୍ର ପ୍ରଦାନ କରିଥିଲେ

ଚଳିତବର୍ଷ କରୋନା କଟକଣା ପାଇଁ ଦଶହରା ଫିକା ପଡ଼ିଛି। ମାତ୍ର ରୀତିନୀତି ଅନୁଯାୟୀ ମା’ଙ୍କ ପୂଜା ଆରମ୍ଭ ହୋଇଛି। ଆଶ୍ୱୀନ ମାସ ଶୁକ୍ଳପକ୍ଷ ୬ଷ୍ଠୀ ତିଥିରୁ...

Advertisement
Archives

Model This Week