Posted inଜାତୀୟ

ଶପଥ ନେଲେ ବିହାର ସମ୍ପ୍ରସାରିତ ମନ୍ତ୍ରୀମଣ୍ଡଳର ସଦସ୍ୟ

ପାଟନା,୨।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ରବିବାର କରାଯାଇଛି। ଏଥିରେ ୮ ଜେଡିୟୁ ନେତା ସାମିଲ ହେବା ସହ ରାଜଭବନରେ ଶପଥ ନେଇଛନ୍ତି। ସୂଚନାଯୋଗ୍ୟ, ଏଥର କେବଳ ଜେଡିୟୁ କୋଟା ଥିବାରୁ ଏଥିରେ କୌଣସି ଭାଜପା ନେତାଙ୍କୁ ସାମିଲ କରାଯାଇ ନାହିଁ। ସୂଚନାଯୋଗ୍ୟ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଶନିବାର ନୀତୀଶ ରାଜ୍ୟପାଳଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାୟିତ୍ୱକୁ ନେଇ ବିବାଦ: କୋର୍ଟ ଅଫ୍‌ ଇନକ୍ୱାରୀ ନିର୍ଦ୍ଦେଶ ଦେଲେ ସେନାଧ୍ୟକ୍ଷ

ନୂଆଦିଲ୍ଲୀ, ୨।୨: ଭାରତୀୟ ସେନାର ଦୁଇ ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ଦାୟିତ୍ୱକୁ ନେଇ ସୃଷ୍ଟି ହୋଇଥିବା ମାମଲାରେ ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରାଓ୍ବଣେ କୋର୍ଟ ଅଫ୍‌...

୯ରାଜ୍ୟର ୫୦ପ୍ରତିଶତ ଜନସଂଖ୍ୟା ନେଇଛନ୍ତି ଭ୍ୟାକ୍ସିନର ସିଙ୍ଗଲ ଡୋଜ୍‌

ନୂଆଦିଲ୍ଲୀ,୧୩।୮: ଦେଶରେ ଏବେ ବି କରୋନା ପ୍ରକୋପ ଜାରି ରହିଛି। କରୋନା ଲଢ଼େଇରେ ମୁଖ୍ୟ ଅସ୍ତ୍ର କୁହାଯାଉଥିବା ଟିକାକରଣ ଅଭିଯାନକୁ ତ୍ୱରାନ୍ବିତ କରାଯାଇଛି। ଭାରତରେ ବର୍ତ୍ତମାନ...

ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ: ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୬।୮: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ। ଏହି ଅବସରରେ ନୂଆଦିଲ୍ଲୀରେ ଥିବା ତାଙ୍କ ସ୍ମୃତିସ୍ଥଳ ‘ସଦା ଅଟଳ’ରେ...

ସୋନିଆ, ପ୍ରିୟଙ୍କାଙ୍କୁ ଭେଟିଲେ ସିଦ୍ଧୁ

ନୂଆଦିଲ୍ଳୀ,୨୭।୨: କଂଗ୍ରେସ ନେତା ତଥା ପଞ୍ଜାବର ବିଧାୟକ ନଭଜୋତ୍‌ ସିଂହ ସିଦ୍ଧୁ ବୁଧବାର କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ...

ଗାନ୍ଧୀ ନଗର ଲୋକ ସଭା ଆସନରେ ଶାହ ବିଜୟୀ, ମିଳିପାରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୩ା୫: ନିର୍ବାଚନ ରଣନୀତି ଓ ପ୍ରଚାରର ମଙ୍ଗ ଧରିଥିବା ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କ ଭୂମିକା ଏଥର ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। ୨୦୧୪ରେ ସେ ୟୁପି...

ଇଭିଏମ୍‌ରେ ତ୍ରୁଟି, ଅଖିଳେଶ କହିଲେ ଭାଜପା ପାଇଁ ହେଉଛି ଭୋଟ

ଲକ୍ଷ୍ନୌ,୨୨।୩: ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଅନେକ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଦେଖାଦେଇଛି। ବିଶେଷ କରି ଉତ୍ତର ପ୍ରଦେଶରେ ପାଖାପାଖି...

ସୁସ୍ଥ ହେବାର ମାସେ ପରେ ପୁଣି କରୋନା ସଂକ୍ରମଣ

ବେଙ୍ଗାଲୁରୁ, ୭।୯: ସୁସ୍ଥ ହେଉଥିବା କରୋନା ଆକ୍ରାନ୍ତଙ୍କୁ ପୁଣି ଥରେ ସଂକ୍ରମଣର ଭୟ ରହିଛି। ଏହାର ସଦ୍ୟତମ ଘଟଣା ବେଙ୍ଗାଲୁରୁରେ ଘଟିଛି। ସ୍ଥାନୀୟ ଫୋର୍ଟିସ୍‌ ହସ୍ପିଟାଲରେ...

୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଖୋଲିବନି ସ୍କୁଲ

ଲକ୍ଷ୍ନୌ, ୨୧।୯: ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ କୌଣସି ସ୍କୁଲ କଲେଜ ଖୋଲିବନି। ଏନେଇ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଡ. ଦିନେଶ ଶର୍ମା ସୂଚନା ଦେଇଛନ୍ତି। ରାଜ୍ୟରେ...

Advertisement


Archives

Model This Week