Posted inଜାତୀୟ

ଲୋକ ସଭାରେ ମିଳିଲା ମାତ୍ର ୫ ଖଣ୍ଡ ଭୋଟ: ପ୍ରାର୍ଥୀ କାନ୍ଦିକି କହିଲେ, ପରିବାରର ସଦସ୍ୟ ସଂଖ୍ୟା ୯

ଜଳନ୍ଧର, ୨୪।୫: ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ସରିଛି। କେଉଁଠି ପ୍ରାର୍ଥୀଙ୍କୁ ବିପୁଳ ଭୋଟ ମିଳିଥିବାବେଳେ, ଆଉ କେଉଁଠି ପ୍ରାର୍ଥୀଙ୍କୁ ଅଳ୍ପ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଛି। ପଞ୍ଜାବର ଜଳନ୍ଧର ଲୋକ ସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ନିତୁ ଶଟର୍ନଓ୍ବାଲାଙ୍କୁ ମାତ୍ର ୫ଖଣ୍ଡ ଭୋଟ ମିଳିଛି। ତାଙ୍କ ପରିବାରର ସଦସ୍ୟ ସଂଖ୍ୟା ମୋଟ ୯ ହୋଇଥିବାବେଳେ ତାଙ୍କୁ ୫ ଖଣ୍ଡ ଭୋଟ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଫଳଫଳ ଘୋଷଣା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନିତୁ କହିଥିଲେ, ମୋ ପରିବାର ଲୋକେ ବି ମୋ ସହ ବିଶ୍ୱାସଘାତକତା କରିଛନ୍ତି। ଏହିସମୟରେ ନିତୁ କାନ୍ଦି ପକାଇଥିଲେ। ଏହାସହ ସେ ନିଜ ପରାଜୟ ପାଇଁ ଇଭିଏମ ମେଶିନକୁ ମଧ୍ୟ ଦୋଷ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟର ହରଭଜନ ସିଂ ଏଏପିର ରାଜ୍ୟ ସଭା ପ୍ରାର୍ଥୀ

ଚଣ୍ଡିଗଡ,୧୭।୩: ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କୁ ଆମ ଆଦମୀ ପାର୍ଟିରୁ ରାଜ୍ୟ ସଭା ପ୍ରାର୍ଥୀ କରାଯାଇଛି। ଭଗଓ୍ବନ୍ତ ମାନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ...

କେଜ୍‌ରିଓ୍ବାଲ୍‌ଙ୍କ ଘର ଆଗରେ ବିରୋଧ କରୁଥିବାବେଳେ ଭାଜପା ନେତା ଆହତ

ନୂଆଦିଲ୍ଲୀ,୧୨।୧୦: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କ ଘର ବାହାରେ ଛଠ୍‌ ପୂଜାକୁ ନେଇ ବିରୋଧ କରୁଥିବାବେଳେ ଭାଜପା ଏମ୍‌ପି ମନୋଜ ତିୱାରୀ ଆହତ ହୋଇଛନ୍ତି। ତାଙ୍କ...

ଶିବସେନା-ଏନ୍‌ସିପି ମଧ୍ୟରେ ମେସେଜ୍‌ ପଲିଟିକ୍ସ

ମୁମ୍ବାଇ,୩।୧୧: ମହାରାଷ୍ଟ୍ର ରାଜନୀତି ଏବେ ରୋଚକ ହେବାରେ ଲାଗିଛି। ସରକାର ଗଠନକୁ ନେଇ ଭାଜପା-ଶିବସେନା ମଧ୍ୟରେ ଗଣିତ ଛିଡି ପାରୁ ନ ଥିବା ବେଳେ ଏବେ...

ରାହୁଲଙ୍କ ଫୋନକୁ ଟ୍ୟାପ କଲେ କ’ଣ ମିଳିବ

ନୂଆଦିଲ୍ଲୀ,୨୮।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଫୋନକୁ ଟ୍ୟାପ କରିବାର କୌଣସି ଆବଶ୍ୟକତା ନାହିଁ। ପେଗାସସ୍‌ ଉପରେ କେନ୍ଦ୍ର ସରକାରକୁ ଟାର୍ଗେଟ କରୁଥିବା ବରିଷ୍ଠ କଂଗ୍ରେସ...

୨୯ ନଭେମ୍ବର ପୂର୍ବରୁ ଶେଷ ହେବ ବିହାର ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ,୪।୯: କରୋନା ମହାମାରୀ ପରେ ବି ନିର୍ବାଚନ କମିଶନ ବିହାର ବିଧାନସଭା ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ ବୋଲି ଶୁକ୍ରବାର ପ୍ରକାଶ କରିଛନ୍ତି। ଏହାସହ ଆଉ...

ଜଷ୍ଟିସ୍‌ ନାନାବତୀଙ୍କ ବିୟୋଗ

ନୂଆଦିଲ୍ଲୀ, ୧୯।୧୨: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଗିରୀଶ ଠାକୋରଲାଲ୍‌ ନାନାବତୀଙ୍କର ଶନିବାର ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ବହୁ...

ଏନ୍‌ପିଆରରେ ଜନ୍ମ, ମୃତ୍ୟୁ ଓ ପ୍ରବାସର ଅପଡେଟ ଜରୁରୀ

ନୂଆଦିଲ୍ଲୀ,୨୮ ।୪: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ୨୦୨୦-୨୧ ବର୍ଷର ରିପୋର୍ଟ ଅନୁଯାୟୀ, ଜନ୍ମ, ମୃତ୍ୟୁ ଓ ପ୍ରବାସ କାରଣରୁ ହେଉଥିବା ପରିବର୍ତ୍ତନକୁ ସାମିଲ କରିବା ପାଇଁ ରାଷ୍ଟ୍ରୀୟ...

ଅନିଶ୍ଚିତକାଳ ପାଇଁ ମଣିପୁରରେ କର୍ଫ୍ୟୁ

ଇମ୍ଫାଲ,୨୪।୩: ମଣିପୁରରେ ଜଣେ ମହିଳା କରୋନା ଭାଇରସ୍‌ରେ ସଂକ୍ରମିତ ହେବା ପରେ ମଙ୍ଗଳବାର ସେଠାରେ ଅନିଶ୍ଚିତକାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି। ରାଜ୍ୟ ସରକାର କରୋନା...

Advertisement
Archives

Model This Week