Posted inଜାତୀୟ

ଲୋକସଭା ଓ ରାଜ୍ୟ ବିଧାନସଭାରେ ଏସ୍‌ସି/ଏସ୍‌ଟି ସଂରକ୍ଷଣ: ବଢ଼ିଲା ୧୦ ବର୍ଷ

ନୂଆଦିଲ୍ଲୀ,୪।୧୨: ଲୋକସଭା ଓ ରାଜ୍ୟ ବିଧାନସଭାରେ ଏସ୍‌ସି/ଏସ୍‌ଟି ସଂରକ୍ଷଣକୁ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ବଢ଼ାଇବା ପ୍ରସ୍ତାବକୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି। ୧୯୬୦ଠାରୁ ଏହି ପ୍ରସ୍ତାବକୁ ପ୍ରତି ୧୦ ବର୍ଷ ବଢ଼ାଯାଉଛି। ପୂର୍ବରୁ ୨୦୦୯ରେ ଏହାର ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା। ଏହାର ସମୟସୀମା ୨୦୨୦ ଜାନୁୟାରୀ ୨୫ରେ ଶେଷ ହେଉଥିଲା। ତେବେ ନୂଆ ମଞ୍ଜୁରୀ ପରେ ଏହା ଏଣିକି ୨୦୩୦ ଜାନୁୟାରୀ ୨୫ରେ ଶେଷ ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ସମ୍ବିଧାନର ଧାରା ୩୩୪ ଅନ୍ତର୍ଗତ ଏହି ସଂରକ୍ଷଣ ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୧ ଜନଗଣନା ପରେ ସାରା ଦେଶରେ ଲାଗୁ ହେବ ଏନ୍‌ଆର୍‌ସି

ନୂଆଦିଲ୍ଲୀ,୨।୧୧: ରାଷ୍ଟ୍ରୀୟ ସ୍ତରରେ ୨୦୨୧ରେ ଜନ ଗଣନା ସରିବା ପରେ ସାରା ଦେଶରେ ଆସାମ ଭଳି ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(ଏନ୍‌ଆର୍‌ସି) ଲାଗୁ କରାଯିବ ବୋଲି ଜଣାପଡିଛି।...

ଗ୍ଲୋବାଲ ଲିଡରଶିପ ସମ୍ମାନରେ ସମ୍ମାନୀତ ହେବେ ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ,୭।୧ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡଙ୍କୁ ଗ୍ଲୋବାଲ ଲିଡରଶିପ ସମ୍ମାନରେ ସମ୍ମାନିତ କରାଯିବ। ଦେଶବ୍ୟାପୀ ତଥା ବିଶ୍ୱସ୍ତରରେ ଆଇନ ବୃତ୍ତିରେ ଆଜୀବନ ସେବା...

ମୋଦିଙ୍କ ଜନ୍ମଦିନରେ ଭାଜପାର ମେଗା ପ୍ଲାନ

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଭାଡନଗରରେ ୧୭ ସେପ୍ଟେମ୍ବର ୧୯୫୦ରେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ୭୧ ତମ ଜନ୍ମଦିନ...

ସଂକଳ୍ପ ଯାତ୍ରାର ଶୁଭାରମ୍ଭ କଲେ ଶାହ: ସ୍ବଚ୍ଛତାକୁ ଜନଆନ୍ଦୋଳନର ରୂପ ଦେଇଛନ୍ତି ମୋଦି

ନୂଆଦିଲ୍ଲୀ,୨।୧୦: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଦେଶବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସଂକଳ୍ପ ଯାତ୍ରାର...

ଶ୍ରୀନଗରରୁ କୁଖ୍ୟାତ ଆତଙ୍କବାଦୀ ଗିରଫ

ଶ୍ରୀନଗର,୪।୧: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଓ ଶ୍ରୀନଗର ପୋଲିସକୁ ବଡ଼ ସଫଳତା ମିଳିଛି। ଶନିବାର ସୁରକ୍ଷାକର୍ମୀ ଓ ଶ୍ରୀନଗର ପୋଲିସର ମିଳିତ ଅଭିଯାନରେ ଜଣେ କୁଖ୍ୟାତ ଆତଙ୍କବାଦୀଙ୍କୁ...

ଚାକିରି ନ ଥିବାରୁ ଯୁବକଙ୍କୁ ମିଳୁନି କନ୍ୟା:ପାଓ୍ବାର

ମୁମ୍ବାଇ,୫।୧: ବେରୋଜଗାରକୁ ନେଇ ଏନସିପି ମୁଖ୍ୟ ଶରଦ ପାୱାର କେନ୍ଦ୍ର ଏବଂ ମହାରାଷ୍ଟ୍ରର ଭାଜପା ସରକାରଙ୍କ ଉପରେ ବର୍ଷିଛନ୍ତି। ପୁଣେରେ ‘ଜନ ଜାଗରଣ ଯାତ୍ରା’ରେ ସେ...

ଗୁଜରାଟରେ ଦେଖାଦେଲାଣି ମର୍ଚରି ଭ୍ୟାନର ଅଭାବ

ଅହମ୍ମଦାବାଦ, ୧୩ା୪- କୋଭିଡ୍‌ର ଦ୍ୱିତୀୟ ଲହର ଯୋଗୁ ବିଭିନ୍ନ ରାଜ୍ୟର ସରକାରୀ ମେଡିକାଲରେ ଦେଖିବାକୁ ମିଳୁଛି ଗଦା ଗଦା ମୃତଦେହ। କେଉଁଠାରେ ମର୍ଚରିରେ ଯାଗା ନାହିଁ...

ହିଂସା ପରେ ନୁହରେ ବେଆଇନ ବସ୍ତି ଉଚ୍ଛେଦ

ଗୁରୁଗ୍ରାମ,୫ା୮: ହରିୟାଣାର ନୁହ ଜିଲାରେ ସାମ୍ପ୍ରଦାୟିକ ଦଙ୍ଗା ପରେ ଶୁକ୍ରବାର ଜିଲା କର୍ତ୍ତୃପକ୍ଷ ତାଉରୁ ସହରରେ ସରକାରୀ ଜମିରେ ବେଆଇନ ଭାବେ ନିର୍ମାଣ ହୋଇଥିବା ୨୫୦ ଝୁମ୍ପୁଡ଼ିକୁ...

Advertisement
Archives

Model This Week