ଲୁଚିଲୁଚି ବାହା ହୋଇଥିଲେ ଏହି ଯୋଡ଼ି

ବଲିଉଡ୍‌ର ଅନେକ ଯୋଡ଼ି ଲୁଚି ଲୁଚି ବାହା ହୋଇଛନ୍ତି। ଏମିତି ଏକ ଯୋଡ଼ି ହେଉଛନ୍ତି ଊର୍ମିଳା ମାତେଣ୍ଡକର ଏବଂ ମହସିନ୍‌ ଅଖତର୍‌। ୨୦୧୬ରେ ଊର୍ମିଳା ତାଙ୍କ କଶ୍ମୀର ବୟଫ୍ରେଣ୍ଡ ମହସିନ୍‌ଙ୍କୁ ଲୁଚି ଲୁଚି ବାହା ହୋଇଯାଇଥିଲେ। ବିବାହ ଫଟୋ ସାମ୍ନାକୁ ଆସିବା ପରେ ଫ୍ୟାନମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସେହିପରି ମନୋଜ ବାଜପେୟୀ ଏବଂ ଅଭିନେତ୍ରୀ ନେହାଙ୍କ ବିବାହ ମଧ୍ୟ ଗୁପ୍ତରେ ହୋଇଥିଲା। ଦୁଇଜଣଙ୍କ ମଧ୍ୟରେ ଦୀର୍ଘଦିନ ଲୁଚାଛପା ରିଲେସନଶିପ୍‌ ଚାଲିବା ପରେ ୨୦୦୬ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷରେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇସାରିଥିଲେ ସିଦ୍ଧାର୍ଥ; ଆଗକୁ ହାତରେ ଥିଲା…

ବମ୍ବେ: ବୟସ ବା କେତେ। ମାତ୍ର ୪୦ ବର୍ଷ। ସେ କ୍ୟାରିୟରର ଏଭଳି ସମୟରେ ଥିଲେ ତାଙ୍କୁ ବିଭିନ୍ନ କାମ ପାଇଁ ଅଫର୍‌ ମିଳୁଥିଲା। ଏପରିକି...

କରୋନା ଆକ୍ରାନ୍ତ ହେଲେ କାଜଲ

ମୁମ୍ବାଇ: କରୋନା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଫଳରେ ପ୍ରତ୍ୟେକ କ୍ଷେତ୍ରରେ ସାଧାରଣ ଜୀବନକୁ ଏହା ବିଚଳିତ କରିଛି। ଏଥିରୁ ବି ବାଦ୍‌ ପଡ଼ିବାହାନ୍ତି...

‘ଭାରତ’ ଫିଲ୍ମକୁ ନେଇ କ୍ୟାଟ୍ରିନାଙ୍କ ସଫେଇ

‘ଭାରତ’ ଫିଲ୍ମରେ ସଲମାନ ଏବଂ କ୍ୟାଟ୍ରିନା ନଜରକୁ ଆସିବେ। ଏହି ଫିଲ୍ମ ପାଇଁ ପ୍ରଥମେ ପ୍ରିୟଙ୍କାଙ୍କୁ ବଛାଯାଇଥିଲା। ପରେ କ୍ୟାଟି୍ରିନାଙ୍କୁ ନିଆଯାଇଛି। ଯେତେବେଳେ ଏକ ସାକ୍ଷାତକାରରେ...

ଏହି ଅଭିନେତାଙ୍କୁ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ କହିଲେ ଉର୍ବଶୀ, ଦର୍ଶକେ ଆଶ୍ଚର୍ଯ୍ୟ

ମୁମ୍ବାଇ: ବଲିଉଡର ଆଗଧାଡିର ନାୟିକା ଉର୍ବଶୀ ରୌତେଲା ନିଜ ବୟାନ ଓ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। କେତେଥର ସେ ଏହାକୁ...

ମୀରାଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହେଲେ ଶାହିଦ, ଲେଖିଲେ ଏମିତି…

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଶାହିଦ କପୁର ତାଙ୍କ ସ୍ତ୍ରୀ ମୀରା ରାଜପୁତଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ନିଜର ପ୍ରେମ ପରିପ୍ରକାଶ କରିଛନ୍ତି। ବୁଧବାର ମୀରା...

‘ବାଗି ୩’ ରିଲିଜ୍‌ ହେବା ପରେ ବୋହୂ ବେଶରେ ନଜର ଆସିଲେ ଅଙ୍କିତା

ମୁମ୍ବାଇ: ଟେଲିଭିଜନ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଙ୍କିତା ଲୋଖଣ୍ଡେ ଏବେ ବଲିଉଡ୍‌ ଦୁନିଆରେ ଦର୍ଶକଙ୍କ ଦୃଷ୍ଟ ଆକର୍ଷଣ କରିଛନ୍ତି। ‘ମଣିକର୍ନିକା’ରେ...

ଏହି ଲୋକପ୍ରିୟ ଗୀତ ପାଇଁ ୩୦ ଥର ପୋଷାକ ବଦଳାଇଥିଲେ କରିସ୍ମା

ବଲିଉଡର ଲୋଲୋ ଅର୍ଥାତ୍‌ କରିସ୍ମା କପୁର ଏବେ ଫିଲ୍ମର ପରଦାରେ ଯଦିଓ ନଜର ଆସୁନାହାନ୍ତି, କିନ୍ତୁ ଆଜି ମଧ୍ୟ ତାଙ୍କ ଚଳଚ୍ଚିତ୍ର ସହ ଜଡିତ କାହାଣୀ...

୩ ଥର ବିବାହ କରିଛନ୍ତି ଏସବୁ ଅଭିନେତା

ବିବାହ ବନ୍ଧନରେ ଆବଦ୍ଧ ଏବଂ ବ୍ରେକ୍‌ କରିବା ବଲିଉଡ ଦୁନିଆରେ ବଡ କଥା ନୁହେଁ। ଇଣ୍ଡଷ୍ଟ୍ରିରେ ପ୍ରତିଦିନ ଏପରି ଖବର ଶୁଣିବାକୁ ମିଳେ। କିନ୍ତୁ ବଲିଉଡ୍‌ରେ...

Advertisement
Archives

Model This Week