ଲାଭଦାୟକ ପିଆଜ ଚୋପା: ଅନେକ ରୋଗରୁ ଦେଇଥାଏ ମୁକ୍ତି

ପିଆଜ ଆମ ଶରୀର ପାଇଁ ଲାଭଦାୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି। ଏହାକୁ ଖାଇବା ଦ୍ୱାରା ତ୍ୱଚା ସୁନ୍ଦର ହେବା ସାଙ୍ଗକୁ କେଶ ଲମ୍ବା ଏବଂ ଘନ ହୋଇଥାଏ। ତେଣୁ ପିଆଜ ସ୍ବାସ୍ଥ୍ୟ ପାଇଁ ହିତକର ବୋଲି କୁହାଯାଏ। ତେବେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ପିଆଜ ଚୋପା ଅନେକ ରୋଗରୁ ମୁକ୍ତି ଦେଇଥାଏ। ଜାଣିବା ସେ ବିଷୟରେ।
ବେକ ଦରଜ: ବେକ ଦରଜ ହେଲେ ମେଡିସିନ ପରିବର୍ତ୍ତେ ପିଆଜ ଚୋପାକୁ ବ୍ୟବହାର କରାଯାଇପାରିବ। ପିଆଜ ଚୋପାକୁ ପାଣିରେ ଫୁଟାଇ ଛାଣି ଦିଅନ୍ତୁ। ଏହି ପାଣିକୁ ଦିନରେ ଦୁଇ ଥର ପିଇବା ଦ୍ୱାରା ତଣ୍ଟି ଦରଜ ଭଲ ହୋଇଥାଏ।
ମୁହଁର ଦାଗ ଦୂର କରେ: ମୁହଁରୁ ଦାଗ ଦୂର ପାଇଁ ପିଆଜ ଚୋପା ଲାଭଦାୟକ। ପ୍ରତିଦିନ ପିଆଜ ଚୋପାର ପେଷ୍ଟ ମୁହଁରେ ଲଗାଇବା ଦ୍ୱାରା ସମସ୍ତ ଦାଗ ଦୂର ହୋଇଥାଏ। ଏଥିରେ ଚିନି ଏବଂ ହଳଦୀ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ଲଗାଇବେ।
ବ୍ଲଡ କୋଲେଷ୍ଟରଲ କମ୍‌ କରିଥାଏ: ପିଆଜ ଚୋପା ଖାଇବା ଦ୍ୱାରା ଶରୀରରେ ବ୍ଲଡ କୋଲେଷ୍ଟରଲର ମାତ୍ରା କମ୍‌ ହୋଇଥାଏ।
ଆଲର୍ଜି ଦୂର କରେ: ଶରୀରରେ ଆଲର୍ଜି ହେଲେ କୁଣ୍ଡାଇ ହୋଇଥାଏ। ଏଥିପାଇଁ ପିଆଜ ଚୋପା ବ୍ୟବହାର କରିପାରିବେ। ପିଆଜ ଚୋପା ପାଣିକୁ ଶରୀରରେ ଲଗାଇ କିଛି ସମୟ ପରେ ଧୋଇ ଦିଅନ୍ତୁ। ଏହା ଦ୍ୱାରା କୁଣ୍ଡିଆ ଭଲ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ପରେ ମହିଳାଙ୍କୁ ଖୁଆନ୍ତୁ ଏହି ୫ଟି ଜିନିଷ : ମା’ ପିଲା ଉଭୟ ରହିବେ ସୁସ୍ଥ

ଗର୍ଭାବସ୍ଥାରେ ଉଭୟ ମା’ ଓ ଶିଶୁଙ୍କୁ ସୁସ୍ଥ ରହିବା ଜରୁରୀ। ତେଣୁ ଗର୍ଭାବସ୍ଥାରେ ମହିଳାଙ୍କ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ। ତେବେ ଆପଣ କ’ଣ...

ସ୍ମରଣୀୟ କାରଲ ଲ୍ୟାଣ୍ଡଷ୍ଟେନର

୧୯୦୧ ମସିହାରେ ରକ୍ତ ବିଜ୍ଞାନରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ଡା. କାରଲ ଲ୍ୟାଣ୍ଡଷ୍ଟେନର ନିଜ ଶରୀରରୁ ଓ ନିଜ ଅଧୀନରେ ଗବେଷଣା କରୁଥିବା ଗବେଷକଙ୍କ...

ମୁଖ ଦୁର୍ଗନ୍ଧ ଦୂର କରିବ ଅଦା ଚା’

ଅଦା ଚା’ ଥଣ୍ଡା କିମ୍ବା ବର୍ଷା ଦିନେ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ଏହି ଚା’ ସେବନ ଦ୍ୱାରା ଚିଡଚିଡାପଣ ଦୂରେଇଯାଏ। ଏବେ ଏକ ଗବେଷଣାରୁ...

ଓଜନ କମାଇବ ବ୍ୟକ୍ତିତ୍ୱ

ଓଜନ ବଢ଼ିବା ଆଜିକାଲି ଏକ ସାଧାରଣ କଥା ପାଲଟିଗଲାଣି। କେତୋଟି ବିଷୟ ପ୍ରତି ସଚେତନ ନ ହେଲେ ଓଜନ ବୃଦ୍ଧି ପରୋକ୍ଷରେ ଆଉ କେତେକ ରୋଗକୁ...

ରାନୀ ପାଲକ

ପର୍ଯ୍ୟଟନ ସହର ପୁରୀର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟରେ ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ ହେଉଛି। କିନ୍ତୁ ଯେଉଁଠି ସୁସ୍ବାଦୁ ଖାଦ୍ୟ ସେଇଠି ଗ୍ରାହକଙ୍କ ଭିଡ଼।...

ପ୍ରଥମ ଦେଖାରେ ପୁଅଙ୍କ କ’ଣ ପ୍ରଭାବିତ କରିଥାଏ ଝିଅଙ୍କୁ

ପହିଲି ପ୍ରେମ ପରି ପ୍ରଥମ ଦେଖା। ପ୍ରେମିକାପ୍ରେମିକାଙ୍କ ମନରେ ଏହା ଏକ ଅଭୁଲା ସ୍ମୃତି ହୋଇ ରହିଥାଏ। କାରଣ ପ୍ରଥମ ଦେଖାରେ ମନକୁ ଯେଉଁ ଭାବନା...

ବାସ୍ତୁଶାସ୍ତ୍ର: ଘରେ ସୌଭାଗ୍ୟ ଆଣେ ହାତୀଙ୍କ ମୂର୍ତ୍ତି

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ହାତୀଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିଲେ କ’ଣ ସବୁ ଉପକାର ହୋଇଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ… *ଶୟନକକ୍ଷରେ ଯୋଡ଼ା ହାତୀଙ୍କ...

ଉପକାରୀ ପାଚିଲା କଦଳୀ

କେବଳ କଞ୍ଚା ନୁହେଁ, ପାଚିଲା କଦଳୀରେ ମଧ୍ୟ ସ୍ବାସ୍ଥ୍ୟୋପକାରୀଗୁଣ ଭରି ରହିଛି। ସେ ସମ୍ପର୍କରେ ଟିପ୍ସ.. ପ୍ରମୁଖ ଉତ୍ସ ହେଉଛି ପାଚିଲା କଦଳୀ। ଆପଣଙ୍କର ଭୋକଜନିତ...

Advertisement


Archives

Model This Week

Why Dharitri