ଲକ୍‌ଡାଉନରେ ଏମ୍‌ଜିଏନ୍‌ଆର୍‌ଇଜିଏରୁ ରୋଜଗାର

ନୂଆଦିଲ୍ଲୀ,୪। ୫: ଲକ୍‌ଡାଉନ ସମୟରେ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ଗତି ଏବଂ ଲୋକଙ୍କୁ ରୋଜଗାର ପ୍ରଦାନ କରିବା ଲାଗି ମହାତ୍ମା ଗାନ୍ଧୀ ନ୍ୟାଶନାଲ ରୁରାଲ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି(ଏମ୍‌ଜିଏନ୍‌ଆର୍‌ଇଜିଏ)ଦ୍ୱାରା ସରକାର ପଦକ୍ଷେପ ନେବେ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମ ଅଧୀନ ଛୋଟଛୋଟ ନଦୀଗୁଡିକୁ ପୁନର୍ଜୀବନ କାର୍ଯ୍ୟକୁ ଆଗକୁ ବଢାଇବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି କାର୍ଯ୍ୟକୁ ଗଙ୍ଗା ନଦୀରୁ ଆରମ୍ଭ କରାଯାଇଛି। ପର୍ଯ୍ୟାୟ ଭିତ୍ତିରେ ଏହାକୁ ଉପକୂଳବର୍ତ୍ତୀ ରାଜ୍ୟ ଏବଂ ଅନ୍ୟ ଜିଲାକୁ ସମ୍ପ୍ରସାରଣ କରାଯିବ। ନଦୀଗୁଡିକ ଏବେ ପୋତି ହୋଇ ଯାଉଥିବାରୁ ଜଳ ନିଷ୍କାସନରେ ସମସ୍ୟା ଏବଂ ପ୍ରଦୂଷଣ ଭଳି ପ୍ରମୁଖ ସମସ୍ୟା ଦେଖାଯାଉଛି। ଲୋକଙ୍କୁ ଏ କ୍ଷେତ୍ରଗୁଡିକରେ କାମ କରିବାକୁ ସରକାର ସୁଯୋଗ ପ୍ରଦାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଶୋଧିତ ତୈଳ ଦର ୨୮ବର୍ଷରେ ସର୍ବବୃହତ ବୃଦ୍ଧି;୭ ଟଙ୍କା ପର୍ଯ୍ୟନ୍ତ ବଢ଼ିବ ପେଟ୍ରୋଲ, ଡିଜେଲ

ନୂଆଦିଲ୍ଲୀ,୧୭-୯: ବିଶ୍ୱର ସର୍ବବୃହତ ତୈଳ ଉତ୍ପାଦକ କମ୍ପାନୀ ସୌଦି ଆରାମ୍‌କୋରେ ଡ୍ରୋନ ଆକ୍ରମଣ ଯୋଗୁ ଅନ୍ତର୍ଜାତୀୟ ତୈଳ ବଜାରରେ ତେଲ ଦରରେ ନିଆଁ ଲାଗିଛି। ସୋମବାର...

ଇନଫୋସିସ୍‌ର ବ୍ରାଣ୍ଡ ଆମ୍ବାସାଡର ହେଲେ ଟେନିସ ଷ୍ଟାର୍‌ ରାଫେଲ ନାଡାଲ

ନୂଆଦିଲ୍ଲୀ,୨୪।୮: ବିଶ୍ୱର କିମ୍ବଦନ୍ତୀ ଟେନିସ ତାରକା ରାଫେଲ ନାଡାଲଙ୍କୁ ଆଇଟି କମ୍ପାନୀ ଇନଫୋସିସ୍‌ର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। ଷ୍ଟକ ଏକ୍ସଚେଞ୍ଜ ସହିତ ଜଡିତ ଏକ ନିୟାମକପତ୍ରରେ...

ଦକ୍ଷିଣ-ପୂର୍ବ ଏସିଆରେ କର୍ମଚାରୀଙ୍କ କାର୍ଯ୍ୟ ସମୟ ଅଧିକ, ଆମେରିକା-ୟୁରୋପରେ ସ୍ଥିତିରେ ସୁଧାର: ଆଇଏଲଓ ରିପୋର୍ଟ…

ଜେନେଭା,୮।୧ : ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ସପ୍ତାହରେ ହାରାହାରି କାର୍ଯ୍ୟ ସମୟ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଏବଂ...

ପ୍ଲେ ଷ୍ଟୋରରୁ ହଟିବା ପରେ ପୁଣି ଫେରିଲା ପେଟିଏମ୍‌ ଆପ୍‌

ନୂଆଦିଲ୍ଲୀ,୧୯।୯: ପେମେଣ୍ଟ ଏବଂ ଫାଇନାନ୍ସ ସେବା ଯୋଗାଉଥିବା ଆପ୍ଲିକେଶନ ପେଟିଏମ୍‌କୁ ଗୁଗଲ ଏହାର ପ୍ଲେ ଷ୍ଟୋରରୁ ଶୁକ୍ରବାର ହଟାଇଦେଇଥିଲା। ଏହାର ଘଣ୍ଟାଏ ପରେ ଉକ୍ତ ଆପ୍‌...

ଅଧସ୍ତନଙ୍କ ୩୮ କୋଟି ହଡପ;ଗୋଲ୍ଡମ୍ୟାନ ସାକ୍ସର ଭିପି ଗିରଫ

ବେଙ୍ଗାଲୁରୁ,୧୧-୯: ଅନ୍‌ଲାଇନ ପୋକର୍‌ ଗେମ୍‌ ଖେଳି ବିଶ୍ୱ ନିବେଶକାରୀ କମ୍ପାନୀ ଗୋଲ୍ଡମ୍ୟାନ ସ୍ୟାକ୍ସର ବେଙ୍ଗାଲୁରୁ ଅଫିସର ଭାଇସ୍‌ ପ୍ରେସିଡେଣ୍ଟ(ଭିପି) ଅଶ୍ୱିନୀ ଝୁନ୍‌ଝୁନ୍‌ଓ୍ବାଲା ବହୁ କୋଟି ଟଙ୍କା...

ଅପରିବର୍ତ୍ତିତ ରହିପାରେ ମୁଦ୍ରାନୀତି

ମୁମ୍ବାଇ, ୬।୧୨(ପି.ଟି.)  କରୋନା ଭାଇରସ୍‌ର ନୂତନ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ବିଶ୍ୱ ଏବେ ଭୟାବହତା ଦେଇ ଗତି କରୁଛି। ଏପରି କି ଆମ ଦେଶର ବିଭିନ୍ନ ରାଜ୍ୟରେ...

ପୁଣି ରେକର୍ଡ ଭାଙ୍ଗିଲା ସେନସେକ୍ସ

ନୂଆଦିଲ୍ଲୀ,୨୪।୯:ଭାରତୀୟ ଷ୍ଟକ ମାର୍କେଟ କ୍ରମାଗତ ରେକର୍ଡ ଭାଙ୍ଗିବାରେ ଲାଗିଛି। ପ୍ରଥମ ଥର ପାଇଁ ସେନସେକ୍ସ ୬୦ ହଜାର ଅତିକ୍ରମ କରିଛି। ଶୁକ୍ରବାର ପ୍ରାରମ୍ଭିକ ଅଧିବେଶନରେ ସେନସେକ୍ସ...

ସାମ୍‌ସଙ୍ଗ୍‌ର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୬।୧: ସାମ୍‌ସଙ୍ଗ୍‌ର ନୂତନ ଉତ୍ପାଦ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ସିଇଏସ୍‌ ୨୦୨୩ ପୂର୍ବରୁ ଏହାର ନୂଆ ନିଓ କ୍ୟୁଏଲ୍‌ଇଡି, ମାଇକ୍ରୋ ଏଲ୍‌ଇଡି ଓ...

Advertisement
Archives

Model This Week