Advertisement

ଲକ୍ଷ୍ମୀକାନ୍ତଙ୍କ ପାଇଁ ଜୋର୍‌ରେ କାନ୍ଦିଥିଲେ ସଲମାନ

ମୁମ୍ବାଇ: ବଲିଉଡ୍‌ର କମେଡ଼ିଆନ୍‌ ଲକ୍ଷ୍ମୀକାନ୍ତ ବର୍ଡେଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକୀ ସୋମବାର ପାଳିତ ହେଉଛି। କିଡ଼ନୀ ଆକାମୀ ହେବା ଯୋଗୁ ତାଙ୍କର ମୃତ୍ୟୁ ୨୦୦୪ ଡିସେମ୍ବର ୧୬ରେ ହୋଇଥିଲା। ତାଙ୍କ ମୃତ୍ୟୁରେ ସଲମାନ ଖାଁ ଜୋର୍‌ରେ କାନ୍ଦିଥିଲେ। ତାଙ୍କୁ ଚୁପ୍‌ କରିବା ପାଇଁ ପ୍ରାୟ ଅଧାଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଲକ୍ଷ୍ମୀକାନ୍ତ ସଲମାନଙ୍କର ଜଣେ ଭଲ ବନ୍ଧୁ ଥିଲେ। ସେମାନେ ଏକାଠି ବହୁ ଫିଲ୍ମରେ କାମ କରିଥିଲେ। ଲକ୍ଷ୍ମୀକାନ୍ତ-ସଲମାନଙ୍କ ଯୋଡ଼ି ବଲିଉଡ୍‌ରେ ସଫଳ ରହିଥିଲା। ୧୯୫୪ ଅକ୍ଟୋବର ୨୬ରେ ଲକ୍ଷ୍ମୀକାନ୍ତ ଜନ୍ମଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟରୁ ଧନ୍ୟବାଦ ହେଲେ ଅକ୍ଷୟ

ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ଦେଶ ଲଢୁଥିବା ବେଳେ ବଲିଉଡ୍‌ ମଧ୍ୟ ଏ ଦିଗରେ ସହଯୋଗର ହାତ ବଢାଇଛି। ଦେଶ ଲକ୍‌ଡାଉନ୍‌ ଥିବା ସମୟରେ...

ବିବାହ ବାର୍ଷିକୀରେ ରୋମାଣ୍ଟିକ ହେଲେ ବଲିଉଡ୍‌ ବାଦଶାହ

ମୁମ୍ବାଇ: ବେଶ୍‌ କିଛି ଦଶନ୍ଧି ଧରି ବଲିଉଡ୍‌ ଓ କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ କରି ଆସୁଛନ୍ତି ବଲିଉଡ୍‌ ବାଦଶାହ ଶାହରୁଖ ଖାନ। ଶାହରୁଖ...

ବର୍ଲିନ ମହୋତ୍ସବରେ ଓଡ଼ିଆ ଫିଲ୍ମ

ଭୁବନେଶ୍ୱର,୨୮।୯: ଜର୍ମାନୀର ବର୍ଲିନଠାରେ ଅନୁଷ୍ଠିତ ହେଉଥିବା ଇଣ୍ଡୋ ଜର୍ମାନ ଫିଲ୍ମ ମହୋତ୍ସବରେ ପ୍ରଦର୍ଶିତ ହୋଇଛି ଓଡ଼ିଶାର କ୍ରୀଡ଼ା ଡକ୍ୟୁମେଣ୍ଟ ଭିତ୍ତିକ ଫିଲ୍ମ ‘ଦ ମାଉଣ୍ଟେନ୍‌ ହକି’।...

ଇଣ୍ଡଷ୍ଟ୍ରିରେ ୨୭ ବର୍ଷ ପୂରଣ ପରେ ଶାହରୁଖ୍‌ କହିଲେ ଏମିତି କଥା

ଦୀର୍ଘ ୨୭ ବର୍ଷ ଧରି ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶାହରୁଖ ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। ‘ଜିରୋ’ ଫ୍ଲପ ହେବା ପରେ ସେ ଆଉ କୌଣସି ଫିଲ୍ମରେ...

ପ୍ରେମିକାଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହେଲେ ଅର୍ଜୁନ: ଖାସ୍‌ ବାର୍ତ୍ତା ଦେଇ କହିଲେ ‘ତୁମେ କେବଳ ମୋର ହୋଇ ରୁହ’

ବମ୍ବେ: ଜନ୍ମଦିନରେ ଅଭିନେତ୍ରୀଙ୍କ ଲାଗି ରୋମାଣ୍ଟିକ୍‌ ହେଲେ ପ୍ରେମିକ ତଥା ଅଭିନେତା ଅର୍ଜୁନ କପୁର। ରବିବାର ତାଙ୍କ ପ୍ରେମିକା ମଲାଇକା ଅରୋରାଙ୍କ ହାପି ବର୍ଥ ଡେ।...

‘ଦ କଶ୍ମୀର ଫାଇଲ୍‌’ର ନିର୍ଦ୍ଦେଶକଙ୍କୁ ମିଳିଲା ଓ୍ବାଇ ସୁରକ୍ଷା

ମୁମ୍ବାଇ,୧୮।୩: ବଲିଉଡ୍‌ ଫିଲ୍ମ ‘ଦ କଶ୍ମୀର ଫାଇଲ’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ବକ୍ସ ଅଫିସ୍‌ରେ ଧମାଲ୍‌ କରିଥିବା ଏହି ଫିଲ୍ମ ୬ଦିନରେ ପ୍ରାୟ ୮୦କୋଟି ଟଙ୍କା...

ସୁଶାନ୍ତ ସିଂ ରାଜପୁତ, ବିକାଶ ଦୁବେଙ୍କ ଉପରେ ନିର୍ମାଣ କରାଯାଉଥିବା ଫିଲ୍ମର ନାଁ ରେଜିଷ୍ଟ୍ରେଶନ ଆରମ୍ଭ

ମୁମ୍ବାଇ,୧୩ ।୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁ୍‌ତ ମୃତ୍ୟୁ ମାମଲାର ଯାଞ୍ଚ ଏବେ ୩ଟି ଏଜେନ୍ସି କରୁଛନ୍ତି । ଆଉ ଏହି ମାମଲାରେ ତାଙ୍କର...

ପ୍ରଥମେ ନା, ପରେ ହଁ

କଥାରେ ଅଛି, ‘ଆରେ ଢାମଣା, ବୁଲି ବୁଲି ପୁଣି ସେଇ ଅଗଣା।’ ଦେଖୁନାହାନ୍ତି, ଫିଲ୍ମଟିର କାହାଣୀ ବିଷୟରେ ଶୁଣିବା ପରେ ସେ ଏଥିରେ ଅଭିନୟ କରିବେ...

Advertisement
Archives

Model This Week