Posted inଜାତୀୟ

ରେଲଓ୍ବେ ଷ୍ଟେଶନ୍‌ରେ ପ୍ରସବ କଲେ ଗର୍ଭବତୀ

ମୁମ୍ବାଇ,୨୭।୪: ମହାରାଷ୍ଟ୍ରର ଥାନେ ରେଲଓ୍ବେ ଷ୍ଟେଶନ୍‌ରେ ଜଣେ ଗର୍ଭବତୀ ଶନିବାର ପ୍ରସବ କରିଛନ୍ତି। ପୂଜା ଚୌହ୍ବାନ ନାମ୍ନୀ ମହିଳା ଯାତ୍ରୀ ଟ୍ରେନ୍‌କୁ ଅପେକ୍ଷା କରିଥିବାବେଳେ ହଠାତ୍‌ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସୂଚନା ପାଇ ରେଲଓ୍ବେ ସୁରକ୍ଷାବଳ ତାଙ୍କୁ ପ୍ଲାଟର୍ଫମରେ ଥିବା ସ୍ଥାନୀୟ ଟଙ୍କିକିଆ କ୍ଲିନିକ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ପୂଜା ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ମା’ ଓ ଶିଶୁ ଉଭୟେ ସୁସ୍ଥ ଥିବା ଟଙ୍କିକିଆ କ୍ଲିନିକ୍‌ର ଡାକ୍ତର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁପି ଭୋଟର ତାଲିକାରେ ବଡ଼ ପରିବର୍ତ୍ତନ: କଟିଗଲା ୨.୮୯ କୋଟି ଜଣଙ୍କ ନାମ

ଲକ୍ଷ୍ନୌ,୬।୧: ଉତ୍ତରପ୍ରଦେଶରେ କଟିଗଲା ୨.୮୯ କୋଟି ଭୋଟରଙ୍କ ନାମ। ନିର୍ବାଚନ କମିଶନରଙ୍କ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟା ପରେ ଏସବୁ...

ଏହି ଗୋଟିଏ କାମ କରି ନଥିଲେ ଆଉ ବୁକ୍‌ କରିପାରିବେନି ଟ୍ରେନ ଟିକେଟ୍‌, ଜାନୁଆରୀ ୧୨ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ,୬।୧: ଟିକେଟ ବୁକିଂ ଠକେଇକୁ ରୋକିବା ପାଇଁ IRCTC କଡ଼ା ପଦକ୍ଷେପ ନେଇଛି। ଏହା ଅଧୀନରେ, IRCTC ଉପଭୋକ୍ତାମାନଙ୍କୁ ସେମାନଙ୍କର ଆଧାର କାର୍ଡ ଲିଙ୍କ କରିବାକୁ...

ପୁଣି ବିଗିଡ଼ିଲା ସୋନିଆ ଗାନ୍ଧିଙ୍କ ସ୍ୱାସ୍ଥ୍ୟାବସ୍ଥା, ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୬।୧: ସୋମବାର ସନ୍ଧ୍ୟାରେ ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ ସୂତ୍ର ଅନୁଯାୟୀ ସୋନିଆ ଗାନ୍ଧିଙ୍କ...

‘ଶେଖ ହାସିନାଙ୍କୁ ଭାରତ ଶରଣ ଦେବା ଦ୍ୱାରା ହିନ୍ଦୁମାନଙ୍କ ଉପରେ ହୋଉଛି ଆକ୍ରମଣ’, ଶଙ୍କରାଚାର୍ଯ୍ୟଙ୍କ ବଡ଼ ବୟାନ ପରେ…

ନୂଆଦିଲ୍ଲୀ,୬।୧: ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ସେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର...

ଭାରତ ଉପରେ ୫୦% ଟାରିଫ୍‌ ଲଗାଇ ଏତେ ରୋଜଗାର କରୁଛି ଆମେରିକା, ବଡ଼ ଖୁଲାସା କଲେ ଟ୍ରମ୍ପ, ଜାଣିଲେ ଚକିତ ହେବେ…

ଓ୍ବାଶିଂଟନ୍‌,୬।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ରୁଷୀୟ ତୈଳ ପ୍ରସଙ୍ଗ ଉଠାଇ ଭାରତ ଉପରେ ନୂତନ ଟାରିଫ୍‌ ଲଗାଇବା ପାଇଁ ଇଙ୍ଗିତ ଦେଇଛନ୍ତି।...

ଘରେ ଶୋଇଥିବା ଅବସ୍ଥାରେ ଲାଗିଗଲା ନିଆଁ, ଗୋଟିଏ ପରିବାରର ୩ଜଣ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ୬।୧: ଦିଲ୍ଲୀର ଆଦର୍ଶ ନଗର ଅଞ୍ଚଳରେ ଥିବା ଦିଲ୍ଲୀ ମେଟ୍ରୋ ଷ୍ଟାଫ୍ କ୍ୱାର୍ଟର୍ସରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ସ୍ୱାମୀ, ସ୍ତ୍ରୀ...

ଅଷ୍ଟମ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ, ଜାଣନ୍ତୁ କେବେ ଖୋଲିବ

ପ୍ରୟାଗରାଜ,୬।୧: ପ୍ରୟାଗରାଜରେ ବଢୁଥିବା ଥଣ୍ଡା, ଶୀତ ଲହରୀ ଏବଂ ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି, ଜିଲାର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକ ଜାନୁଆରୀ ୧୫ ପର୍ଯ୍ୟନ୍ତ...

AIMIM ମୁଖ୍ୟ ଓଓ୍ବାଇସିଙ୍କ କେତେ ସନ୍ତାନ, ଜାଣନ୍ତୁ କେତେ ପୁଅ କେତେ ଝିଅ

ନୂଆଦିଲ୍ଲୀ,୬।୧: ମହାରାଷ୍ଟ୍ରରେ ଭାଜପା ନେତା ନବନୀତ ରାଣା ହିନ୍ଦୁମାନଙ୍କୁ ଚାରିଟି ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରିଥିଲେ। ସେବେଠାରୁ ରାଜନୀତି ଜୋର ଧରିଛି। AIMIM ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri