Posted inଫୁରସତ

ରୁଟି କମ୍ବଳ: ଶିଶୁକୁ ଦେବ କ୍ୟୁଟ୍‌ ଲୁକ୍‌

ଶିଶୁଙ୍କୁ ମା’ବାପା ବିଭିନ୍ନ ରୂପରେ ସଜେଇବାକୁ ଭଲ ପାଇଥାଆନ୍ତି। ତେଣୁ ବିଭିନ୍ନ ଡିଜାଇନ୍‌ର ପୋଷାକ, ଆସେସରିଜ୍‌ ପିନ୍ଧାନ୍ତି। ଏବେ ଶୋଇବା ସମୟରେ ବି ପିଲାଙ୍କୁ ଦେଇ ହେବ ଭିନ୍ନ ଏକ ଲୁକ୍‌, ଯେଉଁଥିରେ ଶିଶୁ ଆରାମ ଅନୁଭବ ବି କରିବ। ତା’ ସହ ପାଇବ ଏକ କ୍ୟୁଟ୍‌ ଲୁକ୍‌। ଆଉ ସେହି ଲୁକ୍‌ଟି ହେଉଛି ‘ବରିଟୋ ବ୍ଲାଙ୍କେଟ୍‌ ’ଲୁକ୍‌। ବରିଟୋ ହେଉଛି ଏକ ମେକ୍ସିକୀୟ ଖାଦ୍ୟ, ଯାହା କି ଦେଖିବାକୁ ଫାଷ୍ଟଫୁଡ୍‌ ‘ରୋଲ୍‌’ ପରି। ଏଥିରେ ମଇଦାର ଏକ ରୁଟି ଥାଏ, ଯାହା କି ତିଆରି ହୋଇଥିବା ମସଲାକୁ ଗୁଡେଇ ଧରିଥାଏ। ଏହି ବ୍ଲାଙ୍କେଟ୍‌କୁ ସମ୍ପୂର୍ଣ୍ଣଭାବେ ସେହି ରୁଟି ପରି ତିଆରି କରାଯାଇଛି। ଫଳରେ ଶିଶୁକୁ ସେଥିରେ ଗୁଡେଇ ରଖିଲେ ସେ ଲାଗେ ସେହି ସ୍ବାଦିଷ୍ଟ ଖାଦ୍ୟ ପରି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ବଡ ଲୋକଙ୍କ ପାଇଁ ମଧ୍ୟ ଏହିଭଳି ବ୍ଲାଙ୍କେଟ୍‌ ତିଆରି କରାଯାଇଛି। ଯାହା ଭିତରେ ଦୁଇଜଣ ଆରାମରେ ଶୋଇପାରିବେ। ଉକ୍ତ ଚାଦର ଦେଖିବାକୁ ବାସ୍ତବ ପରି ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ମାତ୍ର ୨୧ ଦିନ ଏକତ୍ର ରହିଥିଲେ ବିରାଟ-ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି କୌଣସି ନା କୌଣସି ଖବରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିବାହ...

୫୩ ବର୍ଷ ପରେ ମିଳିଲା ହଜିଲା ପର୍ସ

ଓ୍ବାଶିଂଟନ, ୭।୨: ଆଣ୍ଟ୍ରାକ୍ଟିକାରେ ୫୩ ବର୍ଷ ତଳେ ହଜିଥିବା ଏକ ପର୍ସ ଏବେ ଆମେରିକାରୁ ମିଳିଛି। ପର୍ସର ମାଲିକ ୯୧ ବର୍ଷ ବୟସ୍କ ପୋଲ ଗ୍ରିଶାମ୍‌...

ଜଳବାୟୁ ପରିବର୍ତ୍ତନ ବଢାଉଛି ସଙ୍କଟ

ପୃଥିବୀରେ ଜଳବାୟୁ ପରିବର୍ତ୍ତନ ଯୋଗୁ ସଙ୍କଟ ଘନେଇ ଆସୁଛି। ଏ କ୍ଷେତ୍ରରେ ବିଶ୍ୱତାପନକୁ ମୁଖ୍ୟ କାରଣ ଭାବେ ଉଭା ହୋଇଛି। ଦୈନନ୍ଦିନ ଜୀବନରେ ମଣିଷ ବ୍ୟବହାର...

ନିଆରା ପ୍ରତିଯୋଗିତା: ବିବାହ ପୋଷାକରେ ଦୌଡ଼ିଲେ ୩୦୦ ପ୍ରତିଯୋଗୀ, ଜାଣନ୍ତୁ କେତେ ଥିଲା ଓ୍ବେଡିଙ୍ଗ୍‌ ପ୍ୟାକେଜ୍‌

ଆଜିକାଲି ସମୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଉଛି। ସେଥିମଧ୍ୟରୁ କେତେକ ପ୍ରତିଯୋଗିତା ସ୍ମରଣୀୟ ରଖିବାକୁ ନିଆରା ଢଙ୍ଗରେ ଆୟୋଜନ କରାଯାଇଥାଏ। ଏହିପରି ଏକ ଅଜବ ପ୍ରତିଯୋଗିତା...

ଜୀବନକୁ ବାଜି ଲଗାଇ ସାଇକେଲ ଚଳାଉଛନ୍ତି ଯୁବକ: ଭିଡିଓ ଦେଖିଲେ ଉଡିଯିବ ହୋସ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ଯୁବକ ଦୁଃସାହସିକ ଭାବେ ସାଇକେଲ ଚଲାଉ ଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ...

ଏହା ବିଶ୍ୱର ସବୁଠାରୁ ବଡ଼ ସାପ: ଲମ୍ବ ୪୨ ଫୁଟ, କୁମ୍ଭୀରକୁ ଖାଇ ସହଜରେ ହଜମ କରିଦିଏ

ଦୁନିଆରେ ଅନେକ ପ୍ରକାରର ପଶୁ ରହିଛନ୍ତି। ସେଥିମଧ୍ୟରୁ ଆମେ କେତେକଙ୍କ ବିଷୟରେ ଜାଣିଥିବା ବେଳେ ଆଉ କେତେକକୁ ବହିରେ ପଢ଼ିଛୁ। ଅନେକ ପ୍ରଜାତିର ପଶୁଙ୍କ ଉପରେ...

ଆଧାର କାର୍ଡ ବିନା ଏହି ମନ୍ଦିରରେ ହୁଏ ନାହିଁ ବିବାହ

ଉତ୍ତରାଖଣ୍ଡର ଅଲମୋଡାରେ ଥିବା ପ୍ରସିଦ୍ଧ ଗୋଲୁ ଦେବତାଙ୍କ ମନ୍ଦିରରେ ଆଧାର କାର୍ଡ ବିନା ବିବାହ ସମ୍ଭବ ନୁହେଁ। ମନ୍ଦିରର ପୂଜାରୀ ତଥା କୋଷାଧ୍ୟକ୍ଷ ହରି ବିନୋଦଙ୍କ...

ବିଶ୍ୱର ଏପରି ୫ ଚମତ୍କାର ସ୍ଥାନ: ଦେଖିଲେ ହେବେ ଆଶ୍ଚର୍ଯ୍ୟ

ବିଶ୍ୱର ଅନେକ ଚମତ୍କାର ସ୍ଥାନ ବିଷୟରେ ଜାଣିଥିବେ ଏବଂ ଅନେକ ଚମତ୍କାର ସ୍ଥାନ ଦେଖିଥିବେ। ମାତ୍ର ଏହା ବ୍ୟତୀତ ଏପରି ଅନେକ ସ୍ଥାନ ଅଛି, ଯାହା...

Advertisement


Archives

Model This Week