Posted inଖେଳ

ରିଚାର୍ଡସନଙ୍କ କାନ୍ଧରେ ଅସ୍ତ୍ରୋପଚାର

ସିଡ୍‌ନୀ,୮ା୫ (ପି.ଟି.)-ଅଷ୍ଟ୍ରେଲିଆ ପେସ୍‌ ବୋଲର ଝେ ରିଚାର୍ଡସନଙ୍କ ଡାହାଣ କାନ୍ଧରେ ଅସ୍ତ୍ରୋପଚାର ହୋଇଛି। ଗତବର୍ଷ ମାର୍ଚ୍ଚ ମାସରେ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆରେ ତାଙ୍କ ହାତର ଖଞ୍ଜା ଖସିଯାଇଥିଲା। କୋଭିଡ୍‌-୧୯ ମହାମାରୀ ପରେ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ ଲାଗି ସେ ଆଶା ରଖିଛନ୍ତି। ୨୩ ବର୍ଷୀୟ ଏହି କ୍ରିକେଟର ୬ ମାସ ହେଲା ଖେଳରୁ ଦୂରେ ରହିଥିଲେ। ସେ ବିଶ୍ୱ କପ୍‌ ଓ ଆଶେସ ଟୁର୍‌ରେ ସାମିଲ ହୋଇ ପାରି ନ ଥିଲେ। ମାର୍ଚ୍ଚରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟରେ କାନ୍ଧରେ ଯନ୍ତ୍ରଣା ଅନୁଭବ କରିଥିଲେ। କରୋନାଭାଇରସ୍‌ ଯୋଗୁ ବର୍ତ୍ତମାନ ସ୍ଥିତିରେ ସମସ୍ତ ପ୍ରକାର କ୍ରିକେଟ କାର୍ଯ୍ୟକଳାପ ବନ୍ଦ ଅବା ବାତିଲ କରାଯାଇଛି। ଏହି ସମୟର ସେ ଅସ୍ତ୍ରୋପଚାର ଦ୍ୱାରା ସମ୍ପୂର୍ଣ୍ଣ ଭାବେ ଫିଟ୍‌ ହୋଇଯିବା ଲାଗି ପ୍ରୟାସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫ୍ରେଞ୍ଚ ଓପନ ଟେନିସ: ଓଷ୍ଟାପେଙ୍କୋ, କ୍ୱିଟୋଭା ତୃତୀୟ ରାଉଣ୍ଡରେ

ପ୍ୟାରିସ, ୨।୧୦(ଏପି): ପୂର୍ବତନ ଚାମ୍ପିୟନ ଲାଟିଭିଆର ଜେଲେନା ଓଷ୍ଟାପେଙ୍କୋ ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗୁରୁବାର...

ଇଂଲଣ୍ଡ ୨୮୪ରେ ଅଲ୍‌ଆଉଟ୍‌: ଭାରତ ୧୩୨ ରନ୍‌ରେ ଆଗୁଆ

ଲଣ୍ଡନ,୩।୭: ବର୍ମିଂହାମ୍‌ର ଏଜବାଷ୍ଟନ ଗ୍ରାଉଣ୍ଡରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ପୁନଃନିର୍ଦ୍ଧାରିତ ପଞ୍ଚମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ତୃତୀୟ ଦିନର ଖେଳ ଆଜି ଜାରି...

କ୍ୱାଲିଫାଇଂ ପୂର୍ବରୁ ମହିଳା ଟେନିସ ଖେଳାଳି ପଜିଟିଭ୍‌

ପ୍ୟାରିସ, ୨୩ା୯ (ଏପି)- ଫ୍ରେଞ୍ଚ୍‌ ଓପନ୍‌ କ୍ୱାଲିଫାଇଂ ପୂର୍ବରୁ ଜଣେ ମହିଳା ଟେନିସ ଖେଳାଳି କରୋନା ପଜିଟିଭ୍‌ ଜଣାପଡ଼ିବାରୁ ତାଙ୍କୁ ମ୍ୟାଚ ଖେଳିବାରୁ ବାରଣ କରାଯାଇଛି।...

ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ-ଭଉଣୀଙ୍କ ମଧ୍ୟରେ କଥା କଟାକଟି

ଅହମଦାବାଦ,୧୦।୯:ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭା ଏବଂ ଭଉଣୀ ନୟନା ମୁହାଁମୁହିଁ ହୋଇଛନ୍ତି। ରିଭା ଗତ ସପ୍ତାହରେ ଜନ୍ମଦିନ ପାଳନ...

ଆଇପିଏଲ୍‌ରେ କରୋନା: ସିଏସ୍‌କେର ୧୩ ପଜିଟିଭ୍‌, ରାଇନାଙ୍କ ଘରବାହୁଡ଼ା

ନୂଆଦିଲ୍ଲୀ/ଦୁବାଇ, ୩୦ା୮ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଫ୍ରାଞ୍ଚାଇଜ୍‌ରେ ବିଭ୍ରାଟ ଦେଖା ଦେଇଛି। ଦୁଇଜଣ କ୍ରିକେଟରଙ୍କ ସମେତ...

ଷ୍ଟିଭେନ ଡିଆସ ଓଡ଼ିଶା ଏଫସିର ସହକାରୀ କୋଚ୍‌

ଭୁବନେଶ୍ୱର, ୧୩।୮(କ୍ରୀଡ଼ା ପ୍ରତିନିଧି)- ଭାରତର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଷ୍ଟିଭେନ ଡିଆସ ଓଡ଼ିଶା ଏଫସିର ସହକାରୀ କୋଚ୍‌ ନିଯୁକ୍ତ ହୋଇଛନ୍ତି। ୩୬ ବର୍ଷୀୟ ଏହି ମିଡ୍‌ଫିଲ୍ଡର...

ଗୋଟିଏ ପଟରେ ଆରସିବିର ଦୁଇ ବ୍ୟାଟ୍ସମ୍ୟାନ୍‌, ତଥାପି ହେଲେନି ରନ୍‌ଆଉଟ୍‌: ଦେଖନ୍ତୁ ଚମତ୍କାର ଭିଡିଓ

ମୁମ୍ବାଇ,୩୧।୩: କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା।...

‘ଲର୍ଡ ଶାର୍ଦ୍ଦୁଲ’ ନାମରେ ସୁପରହିଟ୍‌ ହେଲେ ଏହି ଭାରତୀୟ ଅଲରାଉଣ୍ଡର; କିଛି ଏଭଳି ପ୍ରତିକ୍ରିୟା ରଖିଲେ ସେ

ନୂଆଦିଲ୍ଲୀ,୭।୯: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ନେଇ ପ୍ରଶଂସିତ ହେଉଛନ୍ତି। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ଉଭୟ ଇନିଂସରେ...

Advertisement
Archives

Model This Week