ରାହୁଲ ଗାନ୍ଧୀଙ୍କ ପାଇଁ ବ୍ରତ ରଖୁଥିବା ଅଭିନେତ୍ରୀ ମୋଦିଙ୍କୁ ନେଇ ଏମିତି କହିଲେ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ବ୍ରତ ରଖୁଥିବା ଟିଭି ଅଭିନେତ୍ରୀ ତଥା ମଡେଲ ମାହିକା ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ବଡ କଥା କହିଛନ୍ତି। ସାଧାରଣ ନିର୍ବାଚନରେ ମୋଦିଙ୍କ ଜବରଦସ୍ତ ବିଜୟ ପରେ ମାହିକା କହିଛନ୍ତି, ଭାରତୀୟଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛି। ଆଶା କରୁଛି ମୋଦି ଭାରତକୁ ବଳାତ୍କାର ଏବଂ ଆତଙ୍କବାଦ ମୁକ୍ତ ଦେଶ ଭାବେ ଗଢି ତୋଳନ୍ତୁ। ରାହୁଲଙ୍କ ପରାଜୟକୁ ନେଇ ସେ କହିଛନ୍ତି, ମୁଁ ବହୁତ ଦୁଃଖିତ, ଆଜି ବି ସେ ମୋ ହୃଦୟରେ ରାଜ୍‌ କରୁଛନ୍ତି। ଆଶା ଅଛି ଆଗାମୀ ୫ ବର୍ଷ ଭିତରେ ରାହୁଲଙ୍କ ବିବାହ ହୋଇଯିବ। ଉକ୍ତ ମହିଳା ହଁି ତାଙ୍କ ପାଇଁ ଲେଡି ଲକ୍‌ ସାବ୍ୟସ୍ତ ହେବ ବୋଲି ମାହିକା କହିଛନ୍ତି। ସୂଚନାଯୋଗ୍ୟ, ମାହିକା ନିଜ ବିବାଦୀୟ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି। କିଛିଦିନ ତଳେ ରାହୁଲଙ୍କ ପାଇଁ ବ୍ରତ ରଖୁଥିବା କଥା ମାହିକା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୩୦୦କୋଟିର ସମ୍ପତ୍ତି, ୯୦କୋଟିର ବିଳାସମୟ ଘର: ଏଭଳି ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି ଏହି ସାଉଥ ସୁପରଷ୍ଟାର

ମୁମ୍ବାଇ: ସାଉଥ ସୁପରଷ୍ଟାର ତଥା ଅଭିନେତା ଚିରଞ୍ଜୀବଙ୍କ ପୁଅ ରାମ ଚରଣ ତେଜା ବେଶ୍‌ ଷ୍ଟାଇଲିଷ୍ଟ ହେବା ସହ ବିଳାସପୂର୍ଣ୍ଣ ଜୀବନ ଯାପନ କରିଥାନ୍ତି। ରାମ...

ହାର୍ଦ୍ଦିକଙ୍କ ଜୀବନରେ ନୂଆ ପ୍ରେମିକା

ମୁମ୍ବାଇ: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ। ବିଗତ ଦିନରେ ବଲିଉଡ୍‌ ଅଭିନେତ୍ରୀ ଈଶା ଗୁପ୍ତା, ଉର୍ବଶୀ ରୌତେଲା ଏବଂ...

ଆସନ୍ତା ଜାନୁୟାରୀରେ ବିବାହ କରିବେ ଆଥିଆ-ରାହୁଲ

ବଲିଉଡର ବହୁ ପ୍ରତୀକ୍ଷିତ ବିବାହ ମଧ୍ୟରୁ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ.ଏଲ ରାହୁଲଙ୍କ ବିବାହ ରହିଛି। ଦୁହେଁ କେବେ ବିବାହ କରୁଛନ୍ତି ତାହାକୁ...

ଦୁର୍ଘଟଣାରେ ଚାଲିଗଲା ପଞ୍ଜାବୀ ଗାୟକ ନିର୍ଭୟର ସିଂଙ୍କ ଜୀବନ

ନୂଆଦିଲ୍ଲୀ,୧।୯ : ଅଷ୍ଟ୍ରେଲିଆର ମେଲବୋର୍ନରେ ଏକ ସଡ଼କ ଦୁର୍ଘଟଣାରେ ପଞ୍ଜାବୀ ଗାୟକ ନିର୍ଭୟର ସିଂଙ୍କ ମୃତ୍ୟୁ ଘଟିଛି। କିଆ କାର୍‌ ଚଳାଉଥିବା ଜଣେ ୨୩ ବର୍ଷୀୟ...

ସ୍ବାମୀଙ୍କ ଫଟୋ ଶେୟାର କଲେ ଦୀପିକା: ରଣଭୀର କହିଲେ, ବେବି ଏ କ’ଣ କରୁଛ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ସ୍ବାମୀ ରଣଭୀର ସିଂ ଇଣ୍ଡଷ୍ଟ୍ରିର ପ୍ରମୁଖ ସେଲିବ୍ରିଟି ଭାବରେ ଜଣାଶୁଣା। ଉଭୟ ଏତେ ବ୍ୟସ୍ତ ଅଛନ୍ତି ଯେ, ଦୁହେଁ...

ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବାରୁ ଖୁସି ଲାଗେ

ଡ୍ୟାନ୍ସରରୁ ଇଞ୍ଜିନିୟର। ଇଞ୍ଜିନିୟରରୁ ବ୍ଲଗର୍‌। ଆଉ ବ୍ଲଗର୍‌ରୁ ଆକ୍ଟର। ଏକାଧାରାରେ ଏତେ ପ୍ରତିଭାର ଅଧିକାରୀ ମେଘା ରାୟ ଏବେ ଜି ଟିଭିରେ ପ୍ରସାରିତ ହେଉଥିବା ଟେଲିଭିଜନ...

ଫିଲ୍ମ, ରାଜନୀତି ଜଗତକୁ ଅଲବିଦା କହିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଦକ୍ଷିଣ ଅଭିନେତ୍ରୀ ତଥା ଭାରତୀୟ ଜାତୀୟ କଂଗ୍ରେସ ପୂର୍ବତନ ଏମ୍‌ପି ଥିବା ରମ୍ୟା ଉଭୟ ଚଳଚ୍ଚିତ୍ର ଏବଂ ରାଜନୀତିକୁ ଅଲବିଦା କହିଛନ୍ତି। ତାଙ୍କୁ ରାହୁଲ ଗାନ୍ଧୀଙ୍କ...

କଙ୍ଗନାଙ୍କ ରାଗ ଦେଖି କରଣ ଛାନିଆ

ମୁମ୍ବାଇ: ବଲିଉଡ୍‌ କ୍ୱିନ୍‌ କଙ୍ଗନା ରାଣାଓ୍ବତ୍‌ ସବୁବେଳେ ନିଜ ଢଙ୍ଗରେ ଜବାବ ଦେବା ନେଇ ବେଶ୍‌ ଜଣାଶୁଣା। ପ୍ରତ୍ୟେକ ପ୍ରସଙ୍ଗରେ ସେ କିଛି ନା କିଛି...

Advertisement
Archives

Model This Week