Posted inଜାତୀୟ

ରାସନ କାର୍ଡଧାରୀଙ୍କୁ ମିଳିପାରେ ଆଉ ୧ କିଲୋ ଅଧିକ ଗହମ, ଚିନି, ଚାଉଳ

ନୂଆଦିଲ୍ଲୀ,୩।୬: ଖୁବ୍‌ଶୀଘ୍ର ରାସନ କାର୍ଡଧାରୀଙ୍କୁ ଅଧିକ ୧ କିଲୋ ଚାଉଳ, ଚିନି ଓ ଗହମ କେନ୍ଦ୍ର ସରକାର ଦେଇପାରନ୍ତି ବୋଲି କୁହାଯାଉଛି। ଏହାମଧ୍ୟ ସବ୍‌ସିଡି ଦରରେ ମିଳିବ। ଯଦି ଏହା ଲାଗୁ କରାଗଲା ତେବେ ଏହାଦ୍ୱାରା ୧୬.୩ କୋଟି ଲୋକ ଉପକୃତ ହେବେ ବୋଲି କୁହାଯାଉଛି। ଏବେ ୨.୫ କୋଟି ପରିବାରଙ୍କୁ ଏହି ସବୁିଧା ମିଳୁଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୯ ଦିନର ଝିଅକୁ ଧରି ସିଏଏ ବିରୋଧୀ ହିଂସାରେ ସାମିଲ ହେଲେ ମହିଳା

ନୂଆଦିଲ୍ଲୀ, ୧।୧: ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ)କୁ ନେଇ ଦିଲ୍ଲୀ ଶାହିନ୍‌ ବାଗ୍‌ ଅଞ୍ଚଳରେ ଲଗାତର ବିରୋଧ ପ୍ରଦର୍ଶନ ଜାରି ରହିଛି। ହଜାର ହଜାର ଆନ୍ଦୋଳନକାରୀ ପ୍ରତିଦିନ...

ମଦ, ଦୁଇଟି ଅଣ୍ଡାରେ ଦୂରେଇ ଯିବ କରୋନା, କହିଲେ ଏହି କଂଗ୍ରେସ ନେତା

ବେଙ୍ଗାଲୁରୁ,୧୯ା୭: ବିଶ୍ୱରୁ ମହାମାରୀ କରୋନା ଭୂତାଣୁ ଥମିବାର ନାଁ ନେଉନି। ଏହି ସମୟରେ ଜଣେ କଂଗ୍ରେସ ନେତା ଏପରି ବିବୃତ୍ତି ଦେଇଛନ୍ତି, ଯାହା ଶୁଣି ଲୋକେ...

ଚନ୍ଦ୍ରୟାନ-୧କୁ ପୁରିଲା ୧୧ ବର୍ଷ

ନୂଆଦିଲ୍ଲୀ,୨୨।୧୦: ଅକ୍ଟୋବର ୨୨ ଠିକ୍‌ ଆଜିର ଦିନରେ ହିଁ ଚନ୍ଦ୍ରୟାନ-୧କୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଚନ୍ଦ୍ରକୁ ପ୍ରେରଣ କରିଥିଲା। ୨୦୦୮ରେ ଏହା ପ୍ରେରଣ କରାଯାଇଥିବା...

୧୬୭ ବର୍ଷରେ ପ୍ରଥମ ଥର ଭାଙ୍ଗିଲା ପରମ୍ପରା: ପ୍ରତିଷ୍ଠା ଦିବସରେ ଗଡିଲାନି ଯାତ୍ରୀବାହୀ ଟ୍ରେନ୍‌

ନୂଆଦିଲ୍ଲୀ,୧୭।୪: କରୋନା ଭାଇରସ ଏବେ‘ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଏହି ମହାମାରୀର ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିଯୋଗୁ ଗାଡିମୋଟର...

ଖୁସି ଖବର: ପୁଣି ଆସୁଛି ପବ୍‌ଜୀ

ନୂଆଦିଲ୍ଲୀ,୭।୫: ଭାରତରେ ପବ୍‌ଜୀ ଗେମ୍‌ ବହୁ ଲୋକପ୍ରିୟ। ମାତ୍ର ସୁରକ୍ଷା ଦୃଷ୍ଟିରୁ ଏହାକୁ ଗତବର୍ଷ ବ୍ୟାନ୍‌ କରାଯାଇଥିଲା। ଫଳରେ ଏହାର ପ୍ରଶଂସକମାନେ ନିରାଶ ହୋଇଥିଲେ। ବର୍ତ୍ତମାନ...

୪୦୦ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ଲୋକାର୍ପଣ କଲେ ଯୋଗୀ ସରକାର

ନଏଡା,୮।୮: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପାଇଁ ହୋଇଥିବା ଭୂମିପୂଜନରେ ସାମିଲ ହୋଇ ଫେରିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ମହାମାରୀ କରୋନା ଯୁଦ୍ଧରେ...

ଅକ୍ଷୟ ତୃତୀୟାରେ ଆରତୀ କରିବେନି ରାଜ୍‌ ଠାକ୍‌ରେ

ମୁମ୍ବାଇ,୨।୫: ଅକ୍ଷୟ ତୃତୀୟା ଅବସରରେ ମହାଆରତୀ କରିବେନି ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ଅଧ୍ୟକ୍ଷ ରାଜ୍‌ ଠାକ୍‌ରେ। ମୁସଲମାନମାନେ ମଙ୍ଗଳବାର ନିର୍ବିଘ୍ନରେ ରମଜାନ ଇଦ୍‌ ପାଳନ...

ଇମ୍ରାନ୍‌ ସରକାରଙ୍କ ପାଇଁ କଣ୍ଟା ପାଲଟିଛନ୍ତି ଦାଉଦ୍‌: ଚାହୁଁଛନ୍ତି କରିବାକୁ ହତ୍ୟା !

ନୂଆଦିଲ୍ଲୀ/ଇସଲାମାବାଦ୍‌, ୨୭।୮: ଅଣ୍ଡର ଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସରକାରଙ୍କ ପାଇଁ କଣ୍ଟା ପାଲଟିଛନ୍ତି। ଦାଉଦ୍‌ଙ୍କୁ ପାକିସ୍ତାନ ସୈନ୍ୟ...

Advertisement
Archives

Model This Week