Posted inଫୁରସତ

ରବିବାର ଆପଣାନ୍ତୁ ଏହି ଉପାୟ, ରହିବନି ଧନର ଅଭାବ

ସୁଖଶାନ୍ତିରେ ରହିବା ପାଇଁ ଆମେ କଠିନ ପରିଶ୍ରମ କରି ଅର୍ଥ ରୋଜଗାର କରିଥାଉ। ଏହା ସତ୍ତ୍ୱେ ହାତରେ ଟଙ୍କାଟିଏ ରହେ ନାହିଁ। ତେବେ ରବିବାର ଏମିତି କିଛି ଉପାୟ ଆପଣାନ୍ତୁ ଯାହାଦ୍ୱାରା ଧନର ଅଭାବ ରହିବ ନାହିଁ। ସୂର୍ଯ୍ୟଦେବତାଙ୍କୁ ଯଶ ଏବଂ ବୈଭବ ଦେବତା ବୋଲି ବିଶ୍ୱାସ ରହିଛି। ରବିବାର ହେଉଛି ସୂର୍ଯ୍ୟଙ୍କ ବାର। ଏହିଦିନ ସୂର୍ଯ୍ୟଦେବଙ୍କୁ ପୂଜା କଲେ ଘରେ ସୁଖଶାନ୍ତି ବଜାୟ ରହିବା ସହ ଧନର ଅଭାବ ରହେ ନାହିଁ।
ଏହିଦିନ କ’ଣ କରିବେ ଜାଣନ୍ତୁ :
ରାତିରେ ଶୋଇବା ସମୟରେ ଗୋଟିଏ ଗ୍ଲାସ କ୍ଷୀର ମୁଣ୍ଡ ପାଖରେ ରଖିଦିଅନ୍ତୁ। ଯେମିତି କ୍ଷୀର ଗ୍ଲାସ ପଡ଼ି ନ ଯାଏ। ତା’ ପରଦିନ ସ୍ନାନ କରି ଏହି କ୍ଷୀର ଗ୍ଲାସକୁ ନେଇ କୌଣସି ଏକ କଣ୍ଟାଗଛ ମୂଳେ ଢାଳି ଦିଅନ୍ତୁ। ପ୍ରତ୍ୟେକ ରବିବାର ଏହି ଉପାୟ ଅବଲମ୍ବନ କରି ଚମତ୍କାରିତା ଦେଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସଫଳତା ପଛରେ.. ଗୁରୁଙ୍କ ହାତ

ପ୍ରତ୍ୟେକଙ୍କ ଜୀବନରେ ଗୁରୁ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥାଆନ୍ତି। ସେମାନଙ୍କର ପ୍ରେରଣା ଆମକୁ ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହେବାକୁ ଯଥେଷ୍ଟ ସାହାଯ୍ୟ କରିଥାଏ। ସେହିପରି...

ଦାମୀ ପିଜା: ଦାମ୍‌ ଏତେ ଯେ ତାକୁ କିଣି ଖାଇବା ଅସମ୍ଭବ ମନେ ହେବ

ଆଜିକାର ଫାଷ୍ଟ ଫୁଡ୍‌ ଭିତରେ ପିଜାର ଚାହିଦା ବହୁତ। ଯୁବପିଢିଙ୍କ ମଧ୍ୟରେ ଏହା ପାଇଁ କ୍ରେଜ୍‌ ଦେଖିବାକୁ ମିଳେ। ତେବେ ଅନେକେ ହୁଏତ ଜାଣି ନ...

ହଠାତ୍‌ ୧୧ ବାଘଙ୍କ ସାମ୍ନାକୁ ଡେଇଁ ପଡ଼ିଲେ ଜଣେ ପର୍ଯ୍ୟଟକ, ଆଉ ତା’ ପରେ…

ଚାଇନାର ରାଜଧାନୀ ବେଜିଂର ଏକ ଚିଡ଼ିଆଖାନାରେ ଜଣେ ବ୍ୟକ୍ତି ଏମିତି କିଛି କାରନାମା କରିଥିଲେ ଯାହା ଦେଖି ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଚିଡ଼ିଆଖାନା ବୁଲିବାକୁ...

ଚିକ୍କଣ କୁହା

ଗାରିମାଦେବୀ ଗଲା ଗୁରୁବାର ଦିନ ନିର୍ଲୋଭରେ ଯେମିତି ପ୍ରଚଣ୍ଡ ଭକ୍ତିରେ ଦାନ ଧର୍ମ କଲେ, ସେଥିରୁ ସେ ମହାଦାନୀ ବୋଲି ପରୀକ୍ଷା ହୋଇଗଲା । ଅବଶ୍ୟ...

ଓଡ଼ିଶାର ଲୋକ ବାଦ୍ୟ: ନାମକରଣ ପଛରେ ଯୋଡ଼ିହୋଇଛି ଲୋକକାହାଣୀ, କିମ୍ବଦନ୍ତୀ

ଅନେକ ଲୋକବାଦ୍ୟ ନଟଦେବତା ଶିବଙ୍କଠାରୁ ସୃଷ୍ଟି ହୋଇଥିବାର ବିଭିନ୍ନ କାହାଣୀ ଓ କିମ୍ବଦନ୍ତୀ ରହିଛି। ମାତ୍ର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳୁଥିବା ପାରମ୍ପରିକ ଲୋକବାଦ୍ୟର ସ୍ବତନ୍ତ୍ରତା...

ପିଲା ମନନେଇ ଲେଖେ

ତାଙ୍କର ପାଠ ପଢିବାର ଝୁଙ୍କ୍‌ ଥିଲା ବହୁତ। ଅର୍ଥାଭାବ ପାଇଁ ସେ ପଢ଼ା ଖର୍ଚ୍ଚ ଉଠେଇବାକୁ ଖବରକାଗଜର ଏଜେନ୍ସି ନେଇ ହକର ସାଜିିଲେ । ପରେ...

କେତେଟା ଫୋନ୍‌ ବ୍ୟବହାର କରନ୍ତି ଗୁଗଲ୍‌ ସିଇଓ ସୁନ୍ଦର ପିଚାଇ

ଓ୍ବାଶିଂଟନ,୧୪।୭: ଗୁଗୁଲ ଏବଂ ଆଲଫାବେଟ ସିଇଓ ସୁନ୍ଦର ପିଚାଇ ତାଙ୍କର କିଛି ବୈଷୟିକ ଅଭ୍ୟାସ ବିଷୟରେ ସୂଚନା ଦେଇଛନ୍ତି। ପାସୱାର୍ଡ କେବେ ଏବଂ କେତେ ଶୀଘ୍ର...

୩ ସିଂହଙ୍କ ଉପରେ ଭାରି ପଡିଲା କୁମ୍ଭୀର

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ କୁମ୍ଭୀର ସହ ୩ଟି ସିଂହ ଲଢୁଥିବା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି।...

Advertisement
Archives

Model This Week