ରଣବୀରଙ୍କ ମା’ଙ୍କ ଭୂମିକାରେ ନଜର ଆସିପାରନ୍ତି ରତ୍ନା

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂଙ୍କ ଷ୍ଟାର କାଷ୍ଟରେ ନିର୍ମାଣ ହେବାକୁ ଯାଉଛି ବଲିଉଡ୍‌ ମୁଭି ‘ଜୟେଶଭାଇ ଜୋରଦାର’। ଏଥିରେ ତାଙ୍କ ମାତାପିତାଙ୍କ ଭୂମିକାରେ ନଜର ଆସିବାକୁ ଥିବା କଳାକାଳରଙ୍କ ନାଁ ଏକ ପ୍ରକାର ଚୁଡାନ୍ତ ହୋଇଯାଇଛି ବୋଲି କୁହାଯାଉଛି। ଏହି ଫିଲ୍ମରେ ରଣବୀରଙ୍କ ପିତା ଭୂମିକାରେ ବୋମନ ଇରାନିଙ୍କ ନାଁ ଫାଇନାଲ ହୋଇଥିବା ବେଳେ ଏବେ ତାଙ୍କ ମା’ଙ୍କ ଭୂମିକାରେ ରତ୍ନା ପାଠକ ଅଭିନୟ କରିବେ ବୋଲି ଶୁଣିବାକୁ ମିଳିଛି। ଆହୁରି ମଧ୍ୟ ଶୁଣିବାକୁ ମିଳିଛି ଏହି ଫିଲ୍ମ ମାଧ୍ୟମରେ ନିର୍ଦ୍ଦେଶନାରେ ଡେବ୍ୟୁ କରୁଥିବା ଦିବ୍ୟାଙ୍ଗ ଠାକୁର ରତ୍ନା ପାଠକଙ୍କୁ ତାଙ୍କ ଫିଲ୍ମରେ ନେବାକୁ ବେଶ୍‌ ଉତ୍ସାହିତ ଥିଲେ। ଥିଏଟର କରିବା ସମୟରୁ ସେ ରତ୍ନାଙ୍କ ଅଭିନୟକୁ ବେଶ୍‌ ପସନ୍ଦ କରନ୍ତି ବୋଲି ନିଜେ ରତ୍ନା ଏହା କହିଛନ୍ତି। ପ୍ରଥମେ ରତ୍ନା ଫିଲ୍ମର ସ୍କ୍ରିପ୍ଟ ଦେଖିବା ପରେ ଏଥିରେ ଅଭିନୟ କରିବାକୁ ରାଜି ହୋଇଯାଇଥିଲେ ବୋଲି କହିଛନ୍ତି। କେବଳ ରତ୍ନା ନୁହେଁ ରଣବୀର ମଧ୍ୟ ଏକାଥରେ ସ୍କ୍ରିପ୍ଟ ପଢି ହଁ କହିବାକୁ ବାଧ୍ୟ ହୋଇଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ଲକ୍ଷ ଟଙ୍କା ନେଇ ବିଗ୍‌ବସ୍‌ ଛାଡ଼ିଦେଲେ ଏହି ପ୍ରତିଯୋଗୀ !

ବମ୍ବେ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବିଗ୍‌ ବସ୍‌-୧୪। ଚଳିତ ସପ୍ତାହ ଶେଷ ସପ୍ତାହ ହୋଇଥିବା ବେଳେ ପ୍ରତିଯୋଗୀମାନେ ଫାଇନାଲରେ ପହଞ୍ଚିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି।...

ଅଭିନେତ୍ରୀଙ୍କ ବିବାହକୁ ନେଇ ହେବ ଶୋ’: ଓଟିଟିରେ ପ୍ଲାର୍ଟଫର୍ମରେ ହେବ ଉପଲବ୍ଧ

ମୁମ୍ବାଇ: ଦକ୍ଷିଣରୁ ବଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ହଂସିକା ମୋଟଓ୍ବାନି ନିକଟରେ ତାଙ୍କର ଦୀର୍ଘ ଦିନର ପ୍ରେମିକାଙ୍କୁ ବିବାହ କରିଛନ୍ତି।...

ଟାଇଗରଙ୍କ କୁନି ପ୍ରଶଂସକ

ବମ୍ବେ: ଜଣେ କୁନି ପ୍ରଶଂସକଙ୍କୁ ନେଇ ଚର୍ଚ୍ଚାରେ ହିରୋପନ୍ତିର ଅଭିନେତା ଟାଇଗର ଶ୍ରଫ୍‌। ପ୍ରଶଂସକ ହେଉଛନ୍ତି ଆମେରିକାରେ ରହୁଥିବା ହିବା। ବୟସ ଏବେ ତାଙ୍କୁ ପାଞ୍ଚ...

ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପୁଅ

ମୁମ୍ବାଇ: ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀଙ୍କ ପୁଅ ପ୍ରିୟାଙ୍କ ଶର୍ମା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରିୟାଙ୍କ ଫିଲ୍ମ ନିର୍ମାତା କରୀମ ମୋରାନୀଙ୍କ ସାନ ଝିଅ ଶାଜା...

ଏତିକି କୋଟିର ମାଲିକାଣୀ ମୌନି ରୟ

ମୁମ୍ବାଇ: ଅଭିନେତ୍ରୀ ମୌନି ରୟ ଆଜିର ଦିନରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ପରିଗଣିତ ହୁଅନ୍ତି। ଖୁବ୍‌ କମ୍‌ ସମୟ ମଧ୍ୟରେ ଅଭିନେତ୍ରୀ ଖ୍ୟାତି ଅର୍ଜନ କରିଛନ୍ତି।...

ବଲିଉଡ୍‌ର ଏସବୁ ଅଭିନେତ୍ରୀ ପହଞ୍ଚିଥିଲେ ସଫଳତାର ଶୀର୍ଷରେ, ବିବାହ ପରେ ଦୂରେଇ ଗଲେ ଇଣ୍ଡଷ୍ଟ୍ରିରୁ

ବଲିଉଡ୍‌ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ କ୍ୟାରିୟରର ଶିର୍ଷରେ ପହଞ୍ଚିବା ପରେ ବିବାହ କରିଥିଲେ। ପରେ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ। ଅନେକ ବର୍ଷ ପରେ...

ଅଭିନେତା ସବ୍ୟସାଚୀ ମିଶ୍ର ପ୍ରଥମ ରୋଜଗାରରେ କ’ଣ କରିଥିଲେ ଜାଣନ୍ତୁ

ଅଭିନେତା ସବ୍ୟସାଚୀ ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ସମ୍ବଲପୁରର ବୁର୍ଲାଠାରେ ମୋ ଜନ୍ମ। ହେଲେ ଚାକିରି କ୍ଷେତ୍ରରେ ବାପାଙ୍କ ବଦଳି ଯୋଗୁ...

କରୋନା ନିୟମ ଭାଙ୍ଗି ଲୋକଙ୍କ ଆକ୍ରୋଶର ଶିକାର ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ରେ କେତୋଟି ଫିଲ୍ମକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ସେଥିମଧ୍ୟରୁ କିଛି ଫିଲ୍ମର ଶୁଟିଂ ଚାଲିଥିବା ବେଳେ ଆଉ କିଛିର ରିଲିଜ୍‌ ତାରିଖ ଘୋଷଣା...

Advertisement
Archives

Model This Week