Posted inଜାତୀୟ

ଯବାନଙ୍କ ପାଖରେ ୫୧ ଡିଗ୍ରୀ

ଜୟପୁର,୪।୧୧: ଜମ୍ମୁ-କଶ୍ମୀର, ଆସାମ, ପଞ୍ଜାବ ଆଦି ସୀମାରେ ମୁତୟନ ହୋଇଥିବା ଜଣେ ଭାରତୀୟ ଯବାନଙ୍କ ପାଠପଢ଼ିବା ପ୍ରତି ଥିବା ଆଗ୍ରହ ଏବେ ଲୋକଲୋଚନକୁ ଆସିଛି। ରାଜସ୍ଥାନର ଦଶରଥ ସିଂ ସେନାରେ ନିଯୁକ୍ତି ହୋଇ ମଧ୍ୟ ପାଠ ପଢ଼ାରେ ୫୧ ଡିଗ୍ରୀ ହାସଲ କରି ପାରିଛନ୍ତି। ଏବେ ଅଧିକ ପାଠପଢ଼ିଥିବା ବ୍ୟକ୍ତି ଭାବେ ତାଙ୍କର ନାମ ଇଣ୍ଟରନ୍ୟାସନାଲ୍‌ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛି। ତାଙ୍କୁ ‘ମୋଷ୍ଟ ଏଜୁକେସନାଲୀ କ୍ୱାଲିଫାଏଡ୍‌ ପର୍ସନ ଅଫ୍‌ ଦି ଓ୍ବାଲର୍‌ଡ’ ଭାବେ ନାମିତ କରାଯାଇଛି। ଏଥିରେ ତାଙ୍କର ୩୬ ପାଠପଢ଼ା ଡ଼ିଗ୍ରୀକୁ ସାମିଲ୍‌ କରାଯାଇଛି। ଏବେ ଦଶରଥ ଗିନିଜ୍‌ ବୁକ୍‌ରେ ନାମ ସ୍ଥାନୀତ କରିବା ଳାଗି ଆବେଦନ କରିଛନ୍ତି। ସେ ଝୁନଝୁନ୍‌ ଜିଲାର ନବଲଗଡ଼ ତହସିଲ୍‌ର ଖିରୋଡ଼ସର ଗାଁର ବାସିନ୍ଦା।


Enter your email to get our daily news in your inbox.

All Right Reserved By Dharitri.Com

ତିନି ମାସ ପରେ ଆସିବ କରୋନାର ତୃତୀୟ ଲହର!

ନୂଆଦିଲ୍ଲୀ,୧୪ ।୯: କରୋନା ମହାମାରୀ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଏବେ ତା’ର ତୃତୀୟ ଲହରକୁ ନେଇ ଚିନ୍ତା ବଢିବାରେ ଲାଗିଛି...

ଅନୁଚ୍ଛେଦ ୩୭୦: ବଡ଼ ଖଣ୍ଡପୀଠରେ ହେବନି ଶୁଣାଣି

ନୂଆଦିଲ୍ଲୀ,୨।୩: ଅନୁଚ୍ଛେଦ ୩୭୦ର ଶୁଣାଣି ୭ ଜଣିଆ ବଡ଼ ଖଣ୍ଡପୀଠରେ ହେବନି। ଏହାର ବିଚାର ୫ ଜଣିଆ ଖଣ୍ଡପୀଠରେ କରାଯିବ ବୋଲି ସୋମବାର ସୁପ୍ରିମ୍‌କୋର୍ଟ ପ୍ରକାଶ...

ସିଏଏ ଦେଶରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିପାରେ: ମାୟାବତୀ

ଲକ୍ଷ୍ନୌ,୧୭।୧୨: ସିଟିଜେନଶିପ ଆମେଣ୍ଡମେଣ୍ଟ ଆକ୍ଟ(ସିଏଏ) ବା ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏହାକୁ ନେଇ ବହୁଜନ ସମାଜ...

କରୋନା ପ୍ରକୋପ: ଭାରତରେ ଗଡିଲା ୫ମୁଣ୍ଡ

ଜୟପୁର,୨୦।୩: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ...

ଯବାନଙ୍କ ବଦାନ୍ୟତା

ବିଜାପୁର,୩୧।୫: ଛତିଶଗଡ଼ ବିଜାପୁରରେ ସିଆର୍‌ପିଏଫ୍‌ କୋବ୍ରା ବାଟାଲିୟନର ଯବାନଙ୍କ ବଦାନ୍ୟତା ଦେଖିବାକୁ ମିଳିଛି। ରାସ୍ତା ସୁବିଧା ନ ଥିବାରୁ ଟ୍ରାକ୍ଟରରୁ ପଡି ଆହତ ହୋଇଥିବା ଜଣେ...

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ:ଇଟାଲୀ ପ୍ରଶିକ୍ଷକ, ଜାପାନ ଯୋଗ ନିକେତନ ପୁରସ୍କୃତ ହେବେ

ନୂଆଦିଲ୍ଲୀ,୨୧।୬:ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଯୋଗର ପ୍ରସାର ଓ ବିକାଶରେ ଉଲ୍ଲେଖନୀୟ ଅବଦାନ ଲାଗି ଇଟାଲୀର ଯୋଗ ପ୍ରଶିକ୍ଷକ ଆଣ୍ଟୋନିଏଟା ରୋଜି, ଗୁଜରାଟ ଲାଇଫ...

ତ୍ରିପୁରା ହିଂସା: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବାହାରେ ଅଡି ବସିଲା ତ୍ରୁଣମୂଳ କଂଗ୍ରେସ

ନୂଆଦିଲ୍ଲୀ,୨୨ ।୧୧: ତ୍ରିପୁରାରେ ପୋଲିସ ବର୍ବରତାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ପାର୍ଟି ତ୍ରୁଣମୂଳ କଂଗ୍ରେସର ଏମ୍‌ପଙ୍କ ପ୍ରତିନିଧିମଣ୍ଡଳ ସୋମବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବାହାରେ...

୭ କରୋନା ସନ୍ଦିଗ୍ଧ ନିଖୋଜ

ଲୁଧିଆନା,୧୪ା୩(ପି.ଟି.): କରୋନା ସଂକ୍ରମିତ ଦେଶରୁ ଫେରିଥିବା ପଞ୍ଜାବ ଲୁଧିଆନା ଜିଲାର ୭ ଜଣଙ୍କ ପତ୍ତା ମିଳୁନାହିଁ। ଯଦି ସେମାନେ କରୋନା ସଂକ୍ରମିତ ହୋଇଥିବେ ତେବେ ଏହି...

Advertisement
Archives

Model This Week