Posted inଜାତୀୟ

ମୋତେ ଫାଶୀ ଦିଅ, ଆଖିରେ ଏସିଡ୍‌ ଢାଳ

ନୂଆଦିଲ୍ଲୀ,୧୩।୩(ପି.ଟି.): ମୁଁ ଯଦି ଭୁଲ କରିଥାଏ ତେବେ ମୋତେ ଫାଶୀ ଦେଇଦିଅ ଓ ମୋ ଆଖିରେ ଏସିଡ୍‌ ଢାଳ। ଦିଲ୍ଲୀର ଏକ କୋର୍ଟରେ ଏପରି କହିଛନ୍ତି ଉନ୍ନାଓ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଭାଜପାରୁ ବହିଷ୍କୃତ ପୂର୍ବତନ ବିଧାୟକ କୁଲଦୀପ ସିଂ ସେନ୍‌ଗାର। ଗୁରୁବାର କୋର୍ଟ ରୁମରେ ଦଣ୍ଡ ଶୁଣାଣି ଚାଲିଥିବାବେଳେ ନିଜ ପାଇଁ ନିଜେ ପକ୍ଷ ରଖିଥିଲେ କୁଲଦୀପ। ଜିଲା ଜଜ୍‌ ଧର୍ମେଶ ଶର୍ମାଙ୍କ ଆଗରେ ସେ ନିଜକୁ ନିର୍ଦ୍ଦୋଷ ବୋଲି ଅଭିହିତ କରିଥିଲେ। ତାଙ୍କୁ ନ୍ୟାୟ ମିଳୁ, ନଚେତ୍‌ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢାଉଛନ୍ତି ଲକ୍ଷଣ ନ ଥିବା କରୋନା ସଂକ୍ରମିତ

ଝାନ୍ସି,୨।୫: ଉତ୍ତରପ୍ରଦେଶ ଝାନ୍ସିର ଓରଛା ଗେଟ ଅଞ୍ଚଳରେ କରୋନା ଭାଇରସ ସଂକ୍ରମଣକୁ ଦେଖି ଏହାକୁ ହଟ୍‌ସ୍ପଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏବେ ଏଠାରେ ସାମ୍ନାକୁ...

ରାଣା ଦମ୍ପତିଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ମୁମ୍ବାଇ,୪।୫: ହନୁମାନ ଚାଳିଶା ମାମଲାରେ ଗତ ୧୧ଦିନ ହେଲାଣି ଗିରଫ ହୋଇଥିବା ରାଣା ଦମ୍ପତିଙ୍କୁ ବୁଧବାର ଆଶ୍ୱସ୍ତି ମିଳିଛି। ଅମରାବତୀର ନିର୍ଦ୍ଦଳୀୟ ଏମ୍‌ପି ନବନୀତ ରାଣା...

୧୨୫ ଦିନ ପରେ ଆଜି ଦେଶରେ ସବୁଠୁ କମ୍‌ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୭।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମୁଛି। ୧୨୫ ଦିନ ପରେ ମଙ୍ଗଳବାର ଦେଶରେ ସବୁଠୁ କମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା...

ମୃତ ଶିଶୁକୁ ପୋତିବାକୁ ଯାଉଥିବା ବେଳେ ଉଦ୍ଧାର ହେଲା ଜୀବନ୍ତ ଶିଶୁ

ବରେଲି,୧୪।୧୦: କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରିବ ବଳବନ୍ତ। ଏହି ଲୋକ କଥାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ବରେଲି ଜିଲାରେ।...

ଦିଗହରା ଜୀବନ, କିଏ ଦେବ ଶରଣ…

କାବୁଲ,୨୫।୮: ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଶରଣ ଦେବା ନେଇ ଏବେ ସମସ୍ୟା ଉପୁଜିଛି। ଭିଟାମାଟି ଛାଡ଼ିଥିବା ଶରଣାର୍ଥୀଙ୍କ ଜୀବନ ଏବେ ଦିଗହରା ହୋଇପଡ଼ିଛି। ଆଖିରେ ଆଖିଏ ସପନ...

ଆସ୍ଥାର ଅର୍ଥଶାସ୍ତ୍ର, ଜିଡ଼ିପିରେ ୨.୩୨ ପ୍ରତିଶତ ଯୋଗଦାନ…

ନୂଆଦିଲ୍ଲୀ, ୧୪।୧୨: ଦେଶରେ ଅସଂଖ୍ୟ ମନ୍ଦିର ଏବଂ ତୀର୍ଥସ୍ଥାନ ଅଛି, ଯେଉଁଥିରେ ଲକ୍ଷ ଲକ୍ଷ ଲୋକଙ୍କ ଭାବନା ସଂଲଗ୍ନ ହୋଇଛି, ତେଣୁ ରାଜନୀତିର ସମୀକରଣ ମଧ୍ୟ...

ପଶ୍ଚିମବଙ୍ଗ ଜୟ ମିଶନରେ ଭାଜପାର ୪୦ ଷ୍ଟାର୍‌ ପ୍ରଚାରକ

କୋଲକାତା,୧୦।୩: ପଶ୍ଚିମବଙ୍ଗ ଜୟ ମିଶନରେ ଭାଜପା ପକ୍ଷରୁ ୪୦ ଜଣିଆ ଷ୍ଟାର୍‌ ପ୍ରଚାରକ ତାଲିକା ଘୋଷଣା କରାଯାଇଛି। ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଜେ.ପି.ନଡ୍ଡା,...

ଆରମ୍ଭ ହେଲା ଏୟାର ଟ୍ୟାକ୍ସି ସେବା

ଚଣ୍ଡିଗଡ଼,୧୪।୧: କେନ୍ଦ୍ର ସରକାରଙ୍କ ‘ଉଡ଼ାଣ’ ଯୋଜନା ଅନ୍ତର୍ଗତ ଗୁରୁବାର ଦେଶର ପ୍ରଥମ ଏୟାର ଟ୍ୟାକ୍ସି ସେବା ଆରମ୍ଭ କରାଯାଇଛି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର...

Advertisement
Archives

Model This Week