ମେଦବହୁଳତାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ…

ସକାଳୁ ଜୁଆଣି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଏହାଦ୍ୱାରା ଶରୀରର ଅନେକ ଉପକାର ହୋଇଥାଏ। ରାତିରେ ଏକ ଗ୍ଲାସ୍‌ ପାଣିରେ ଏକ ଚାମୁଚ ଜୁଆଣି ପକାଇ ଏହାକୁ ସକାଳୁ ପିଇଲେ ହୃଦ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ । ନିୟମିତ ଏହାକୁ ପିଇଲେ ମେଦବହୁଳତାରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ଏହି ପାଣି ଶରୀରରେ ଥିବା ଅତ୍ୟଧିକ ଚର୍ବି ହ୍ରାସ କରେ। ସେହିପରି ରକ୍ତଚାପ, ହରମୋନସ୍ତର ନିୟନ୍ତ୍ରଣ, ଉଜ୍ଜ୍ୱଳ ତ୍ୱଚା ଲାଗି ମହୌଷଧୀ ସଦୃଶ କାର୍ଯ୍ୟ କରେ। ଏଥିରେ ଥିବା ଥାୟମୋଲ ତେଲ ଦାନ୍ତବିନ୍ଧାରୁ ଦିଏ ମୁକ୍ତି। ସେହିପରି ଗର୍ଭବତୀ ମହିଳାମାନେ ଏହାକୁ ପିଇଲେ ଏସିଡିଟି ଓ କୋଷ୍ଠକାଠିନ୍ୟ ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା ଫ୍ୟାଶନ

ପୂଜା ଅବସରରେ ମହିଳାମାନେ ହଳଦିଆ, ଲାଲ ରଙ୍ଗର ହାଲ୍‌କା ଓ ମୁଲାୟମ କୋଟା ଡୋରିୟା ଶାଢି ପିନ୍ଧିପାରିବେ। ଏହାବାଦ କେପ୍‌ କିମ୍ବା ଫ୍ରଣ୍ଟ ସ୍ଲିଟ୍‌ କୁର୍ତ୍ତି...

ସହଜ ଉପାୟରେ ଘରେ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ କିଓ୍ବି ସ୍କିନ ଟୋନର: ଯାହା ତ୍ୱଚାକୁ କରିବ ଉଜ୍ଜ୍ୱଳ

କିଓ୍ବି ଚାଇନାର ଏକ ଫଳ। ଏହାକୁ ଚାଇନାର ଜାତୀୟ ଫଳ ଭାବେ ମାନ୍ୟତା ଦିଆଯାଇଛି। ଏହା ଅଙ୍ଗୁର ପରି ହୋଇଥିଲେ ମଧ୍ୟ ଆକାରରେ ବଡ଼। ତେବେ...

ଘରେ କରନ୍ତୁ ଲେମ୍ବୁରେ ମେନିକିଓର୍‌

ହାତ ଓ ନଖର ସୌନ୍ଦର୍ଯ୍ୟକୁ ବଢାଇବା ପାଇଁ ଅତିକମ୍‌ରେ ମାସକୁ ୨ରୁ ୩ ଥର ମେନିକିଓର୍‌ କରାଇନେବା ଉଚିତ। ବିୟୁଟି ପାର୍ଲରରେ ଅନେକ ପ୍ରକାର ପଦ୍ଧତି...

ମସଲା କୋଲ୍ଡଡ୍ରିଙ୍କ୍‌ସ

ଆବଶ୍ୟକ ସାମଗ୍ରୀ – କୋକ୍‌ ୨ ଗ୍ଲାସ୍‌, ଚାହାଗୁଣ୍ଡ ୧ ଚାମଚ, ଚାଟ୍‌ ମସଲା ୧ ଚାମଚ, ଅଳ୍ପ ପରିମାଣରେ ପୋଦିନା, ଲେମ୍ବୁ ୨ ଖଣ୍ଡ,...

ମାନସିକ ରୋଗ ଓ ଜିନ୍‌

ମାନସିକ ରୋଗ ସହ ଜିନ୍‌ର ସମ୍ପର୍କ ରହିଛି ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। ବିଶେଷଭାବରେ ଡାଇବେଟିସ ରୋଗୀଙ୍କ କ୍ଷେତ୍ରରେ ଏହା ପରିଲକ୍ଷିତ ହୋଇଥାଏ ବୋଲି...

ବଳକା ତେଲରେ ଖାଦ୍ୟ ପ୍ରସ୍ତୁତି କରୁଛନ୍ତି କି? ସାବଧାନ! ହୋଇପାରେ ଏସବୁ ମାରାତ୍ମକ ରୋଗ

ସାଧାରଣତଃ କିଛି ଖାଦ୍ୟପଦାର୍ଥ ଛାଣି ସାରିବା ପରେ ତେଲ ବଳି ଯାଇଥାଏ। ଅନେକ ଲୋକ ସେହି ତେଲକୁ ରଖି ପୁଣି ଥରେ ରୋଷେଇରେ ବ୍ୟବହାର କରିଥା’ନ୍ତି।...

ଆସୁଛି ହୋଲି: ରଙ୍ଗ ଖେଳିବା ବେଳେ ସୌନ୍ଦର୍ଯ୍ୟ ସହ କରନ୍ତୁ ନାହିଁ ବୁଝାମଣା

ରଙ୍ଗର ପର୍ବ ହୋଲି। ଏହି ପର୍ବକୁ ଆଉ ଅଳ୍ପ କେତେଟା ଦିନ ବାକି ଅଛି। ଏହି ଦିନକୁ ସମସ୍ତେ ମନଭରି ଉପଭୋଗ କରିିବାକୁ ଚାହିଥାନ୍ତି। ମାତ୍ର...

ବଜ୍ରପାତ-ବିଜୁଳି ଦ୍ୱାରା ବାୟୁ ବିଶୋଧନ

ପ୍ରକୃତି ତାହାର ପରିବେଶକୁ ସଜାଡ଼ିବାକୁ ମଧ୍ୟ ପ୍ରୟାସ କରିଥାଏ। ପ୍ରାକୃତିକ ଉପାୟରେ ବାୟୁମଣ୍ଡଳର ବିଶୋଧନ ଏହାର ଏକ ଉଦାହରଣ। ବଜ୍ରପାତ ଓ ବିଜୁଳି ଦ୍ୱାରା ବାୟୁମଣ୍ଡଳ...

Play 250+ Trending Games
Archives

Model This Week

Why Dharitri