Posted inଖେଳ

ମେକ୍ସିକୋ, ୟୁଏସ୍‌ଏ, ସ୍ଲୋଭେନିଆ ସହ ଖେଳିବ ଜୁନିୟର ଫୁଟ୍‌ବଲ ଦଳ

ନୂଆଦିଲ୍ଲୀ, ୨୭ା୪ (ପି.ଟି.)-ଏଏଫ୍‌ସି ୧୬ବର୍ଷରୁ କମ୍‌ କ୍ୱାଲିଫାୟର୍ସକୁ ଦୃଷ୍ଟିରେ ରଖି ଭାରତୀୟ ଜାତୀୟ ଜୁନିୟର ଦଳ ଦକ୍ଷତା ବୃଦ୍ଧି ପାଇଁ ଇଟାଲୀ ଟୁର୍‌ରେ ଯିବ। ସେଠାରେ ଦଳ ୟୁଏସ୍‌ଏ, ମେକ୍ସିକୋ ଏବଂ ସ୍ଲୋଭେନିଆ ବିପକ୍ଷରେ ଖେଳିବ। ଜାତୀୟ ଦଳରେ ୨୦୦୪ ଜାନୁୟାରୀ ୧ ପରେ ଜନ୍ମ ଗ୍ରହଣ କରିଥିବା ଖେଳାଳିଙ୍କୁ ନିଆଯାଇଛି। ବିବିଆନୋ ଫର୍ନାଣ୍ଡିଜ ଦଳର କୋଚ୍‌ ଦାୟିତ୍ୱରେ ରହିଛନ୍ତି, ଯାହାଙ୍କ ନେତୃତ୍ୱରେ ୨୦୧୮ରେ ମାଲେସିଆରେ ଅନୁଷ୍ଠିତ ୧୬ ବର୍ଷରୁ କମ୍‌ ଏଏଫ୍‌ସି ଚାମ୍ପିୟନଶିପ୍‌ରେ ୧୫ ବର୍ଷରୁ କମ୍‌ ଦଳକୁ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିଲା। ଇଟାଲୀରେ ଭାରତର ଜୁନିୟର ଦଳ ଏମୟୁ-୧୫ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବ।
ଇଟାଲୀରେ କାର୍ଯ୍ୟସୂଚୀ
ଏପ୍ରିଲ ୨୮: ୟୁଏସଏ ବନାମ ଭାରତ
ଏପ୍ରିଲ ୨୯: ମେକ୍ସିକୋ ବନାମ ଭାରତ
ଏପ୍ରିଲ ୩୦: ସ୍ଲୋଭେନିଆ ବନାମ ଭାରତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୯୦ ବର୍ଷ ପରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ରେ ଘଟିଲା ଏମିତି

ଖ୍ରୀଷ୍ଟଚର୍ଚ୍ଚ,୧୭।୨: ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଭ୍ରମଣକାରୀ ଦଳ ଏକ ନିଆରା ରେକର୍ଡ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ଦଳ...

ପ୍ରଥମ ଦିନିକିଆରୁ ବାଦ୍‌ ପଡ଼ିଲେ, ଶ୍ରେୟସଙ୍କୁ ସୁଯୋଗ

ଲଣ୍ଡନ,୧୨।୭: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ମଙ୍ଗଳବାର ଖେଳାଯାଉଛି। ତେବେ ଏହି ମ୍ୟାଚ୍‌ରେ ଦଳରୁ ବାଦ୍‌ ପଡ଼ିଛନ୍ତି ବିରାଟ...

ହାଜଲେଉଡ୍‌ ଓହରିଲେ

ମେଲବୋର୍ନ, ୨।୪(ପି.ଟି.)-ଚେନ୍ନାଇ ସୁପରକିଙ୍ଗ୍ସର ଅଷ୍ଟ୍ରେଲୀୟ ଫାଷ୍ଟ ବୋଲର ଜୋଶ ହାଜଲେଉଡ୍‌ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରୁ ଓହରି ଯାଇଛନ୍ତି। ଆଗାମୀ ଦିନରେ ଖେଳାଯିବାକୁ ଥିବାଆଶେସ...

ଆଗାମୀ ଦିନିକିଆ ବିଶ୍ୱକପ୍‌ରେ ଏହି ବିଶ୍ୱରେକର୍ଡ କରିପାରନ୍ତି ହିଟ୍‌ମ୍ୟାନ୍‌

ନୂଆଦିଲ୍ଲୀ,୨୮।୯: ଭାରତୀୟ ଅଧିନାୟକ ରୋହିତ ଶର୍ମା ରାଜକୋଟରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ୮୧(୫୭)ରନ୍‌ର ଇନିଂସ ଖେଳିଛନ୍ତି। ତାଙ୍କ ଇନିଂସରେ ୫ ଚୌକା ସହ ୬...

ଭାରତୀୟ କ୍ରିକେଟ୍‌ ପାଇଁ ଆଜି ସ୍ମରଣୀୟ ଦିନ: ଜାଣନ୍ତୁ କାହିଁକି

ଆଜିକାଲି ବିଶ୍ୱ କ୍ରିକେଟରେ ଅଧିକାଂଶ ଦିନିକିଆ ମ୍ୟାଚ୍‌ ଡେ’ ନାଇଟ୍‌ ଖେଳାଯାଉଛି। କିନ୍ତୁ ୩୭ ବର୍ଷ ପୂର୍ବେ, ଏପରି ଜିନିଷ କେବଳ କଳ୍ପନା ମଧ୍ୟ କରାଯାଉ...

ଫିଫା କଂଗ୍ରେସରେ ଯୋଗଦେବେ ଅଭିଜିତ୍‌

ଭୁବନେଶ୍ୱର, ୧୩।୩ (କ୍ରୀଡ଼ା ପ୍ରତିନିଧି): ଫିଫା କଂଗ୍ରେସର ୭୩ତମ ସଂସ୍କରଣ ର୍ବାଣ୍ଡାର କିଗାଲିଠାରେ ଚଳିତ ମାସ ୧୬ ତାରିଖରେ ଅନୁଷ୍ଠିତ ହେବ। ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ...

ମହାରାଷ୍ଟ୍ର ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ

ଭୁବନେଶ୍ୱର, ୨୧।୮(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ରବିବାର ଶେଷ ହୋଇଛି ଜାତୀୟ ଜୁନିୟର ଓ ସବ୍‌ଜୁନିୟର ଆକ୍ୱାଟିକ୍‌ ଚାମ୍ପିୟନଶିପ୍‌। ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା...

ଶେଷ ମ୍ୟାଚ୍‌ ଜିତି ଟୁର୍ନାମେଣ୍ଟରୁ ବିଦାୟ ନେଲା ଚେନ୍ନାଇ

ଦୁବାଇ,୧।୧୧: ଆଇପିଏଲ ୨୦୨୦ର ୫୩ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ୯ ଉଇକେଟ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ପରାସ୍ତ କରିଛି। ୧୫୪ ବିଜୟ ଲକ୍ଷ୍ୟକୁ ପିଛା...

Advertisement
Archives

Model This Week