ମୁସଲମାନ ସମ୍ପ୍ରଦାୟର ଲୋକେ ଚାନ୍ଦା ଆଦାୟ କରି ନିର୍ମାଣ କଲେ କାଳୀ ମନ୍ଦିର, ମୌଲବୀ କଲେ ଉଦ୍‌ଘାଟନ

ପଶ୍ଚିମବଙ୍ଗରେ ମୁସଲମାନ ଭାଇଭଉଣୀମାନେ ଭାଇଚାରାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ବୀରଭୂମ୍‌ ଜିଲାର ବାସପୁରାରେ ରାସ୍ତା ନିର୍ମାଣ ପାଇଁ କାଳୀ ମନ୍ଦିର ଭାଙ୍ଗିଦିଆଯାଇଥିଲା। ଏଠାରେ ବାସ କରୁଥିବା ମୁସଲମାନ ସମୁଦାୟର ଲୋକେ ଚାନ୍ଦା ଆଦାୟ କରି ଏହି ମନ୍ଦିରକୁ ପୁଣି ନିର୍ମାଣ କରିଛନ୍ତି। ଏହି ମନ୍ଦିର ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଦୀପାବଳି ଅବସରରେ ମୌଲବୀ ଏହି ମନ୍ଦିରକୁ ଉଦ୍‌ଘାଟନ କରିଥିଲେ। ସ୍ଥାନୀୟ ଗ୍ରାମବାସୀଙ୍କ କହିବା ମୁତାବକ, ଦୁଇ ବର୍ଷ ପୂର୍ବେ ରାସ୍ତା ଚଉଡା କରିବା ପାଇଁ କାଳୀ ମନ୍ଦିରକୁ ଭାଙ୍ଗିଦିଆଯାଇଥିଲା। ଟଙ୍କା ଅଭାବରୁ ମନ୍ଦିର ନିର୍ମାଣ କରିବା ସମ୍ଭବ ହୋଇପାରି ନ ଥିଲା। କିନ୍ତୁ ମୁସଲମାନ ସମ୍ପ୍ରଦାୟଙ୍କ ସହାୟତାରେ ମନ୍ଦିର ନିର୍ମାଣ ସମ୍ଭବ ହୋଇପାରିଛିି ବୋଲି ସେମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖିରେ ପଟି ବାନ୍ଧି ୧୬ କିମି ସ୍କେଟିଂ କଲେ ଏହି କୁନି ବାଳକ

ଲୁଧିଆନା ଜିଲାର ପ୍ରଣବ ନାମକ ଜଣେ ୬ ବର୍ଷର ବାଳକ ଆଖିରେ ପଟି ବାନ୍ଧି ୧ ଘଣ୍ଟା ୧୬ ମିନିଟ୍‌ରେ ୧୬ କିଲୋମିଟର ସ୍କେଟିଂ କରି...

୬୦ ଲକ୍ଷ ନିଯୁକ୍ତି କେଉଁଠୁ ଆସିବ

ନୂଆଦିଲ୍ଲୀ,୧୪ା୨: ୨୦୧୩-୧୪ରେ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରରେ କ୍ଷମତାସୀନ ହେଲେ ବର୍ଷକୁ ୨ କୋଟି ନିଯୁକ୍ତି ଦିଆଯିବ ବୋଲି ଭାଜପାର ନିର୍ବାଚନୀ ସଭାଗୁଡ଼ିକରେ...

କନ୍ୟା ଅପହରଣ ମାମଲାକୁ ନେଇ ସିକରରେ ଇଣ୍ଟରନେଟ୍‌ ସେବା ବନ୍ଦ

ଜୟପୁର,୨୫।୪: ରାଜସ୍ଥାନର ସିକରରେ ଏକ କନ୍ୟା ଅପହରଣ ମାମଲାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଜାଠ ସମାଜର ବିଭିନ୍ନ ସଙ୍ଗଠନ ପକ୍ଷରୁ ଗୁରୁବାର ସିକର...

ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀଙ୍କ ବିରୋଧରେ କବିତା ଚୋରି ଅଭିଯୋଗ

ଭୋପାଳ,୨।୧୨: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ସ୍ତ୍ରୀ ସାଧନା ସିଂଙ୍କ ବିରୋଧରେ କବିତା ଚୋରି ଅଭିଯୋଗ ହୋଇଛି। ସାଧନା ଅନ୍ୟ ଜଣେ ଯୁବତୀଙ୍କର କବିତାକୁ...

୬ରୁ ୮ ସପ୍ତାହ ଲକ୍‌ଡାଉନ କର

ନୂଆଦିଲ୍ଲୀ,୧୩ା୫: କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ରୋକିବାକୁ ହେଲେ ଭାରତର ଅଧିକାଂଶ ଭାଗ ୬ରୁ ୮ ସପ୍ତାହ ପାଇଁ ଲକ୍‌ଡାଉନ୍‌ରେ ରହିବା ଉଚିତ। ଇଣ୍ଡିଆନ୍‌ କାଉନ୍‌ସିଲ୍‌...

ଆମେରିକା ହିଂସାକୁ ବିଶ୍ୱବ୍ୟାପୀ ନିନ୍ଦା: କ୍ଷମତା ହସ୍ତାନ୍ତର ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ ବୋଲି କହିଲେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୧: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନଙ୍କ ଯୋଗୁ ହୋଇଥିବା ହିଂସାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଡ଼ା ସ୍ବରରେ...

ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ୪୫ ଜିଅନ୍ତା ଦଗ୍ଧ

  ନୂଆଦିଲ୍ଲୀ,୨୩।୧୧: ବୁଲଗେରିଆର ପଶ୍ଚିମାଞ୍ଚଳରେ ଅବସ୍ଥିତ ଏକ ହାଇୱେରେ ଅବସ୍ଥିତ ଉତ୍ତର ମାସିଡୋନିଆର ଏକ ବସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪୫ ଜଣ...

ସେଲଫି ନେବାକୁ ଆସିଥିବା ଯୁବକଙ୍କୁ ଠେଲିଦେଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ, ୬।୬: ସେଲଫି ନେବାକୁ ଆସିଥିବା ଜଣେ ଯୁବକଙ୍କୁ ଠେଲିଦେଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର। କରନଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିବାବେଳେ ଜଣେ...

Advertisement
Archives

Model This Week