ମା’ ହେବାକୁ ଯାଉଛନ୍ତି ଦୀପିକା !

ମୁମ୍ବାଇ: ମା’ ହେବାକୁ ଯାଉଛନ୍ତି ବଲିଉଡ୍‌ ଡିଭା ଦୀପିକା ପାଦ୍ୟୁକୋନ। କଥାଟି ଆମେ କହୁନାହୁଁ, ବରଂ ଏବେ ଏପରି କିଛି ଚର୍ଚ୍ଚା ହେଉଛି।

ନିକଟରେ ରଣବୀର ସିଂହ ନିଜର ଇନ୍‌ଷ୍ଟା ଆକାଉଣ୍ଟରେ ଏକ ଲାଇଭ୍‌ ସେଶନ୍‌ ରଖିଥିଲେ। ଏଥିରେ ପ୍ରଶଂସକଙ୍କ ସହ ଦୀପିକା ମଧ୍ୟ କମେଣ୍ଟ ଦେଇ ‘ହାଏ ଡାଡି’ ବୋଲି କହିଥିଲେ। ଏହାପରେ ଅର୍ଜୁନ କପୁର କମେଣ୍ଟରେ ‘ବାବା.. ଭାଉଜ ତୁମକୁ ଏହି ଉପହାର ଦେବେ’ ବୋଲି କହିଥିଲେ। ଏଭଳି କିିଛି କମେଣ୍ଟ ପରେ ଦୀପିକା ମା’ ହେବାକୁ ଯାଉଥିବା ନେଇ ପ୍ରଶଂସକଙ୍କ ମହଲରେ ଚର୍ଚ୍ଚା ହେବାରେ ଲାଗିଛି।

ଚଳିତ ବର୍ଷ କାନ୍ସ ଉତ୍ସବରେ ଉଠାଯାଇଥିବା ଏକ ଫଟୋରୁ ଦୀପିକା ଗର୍ଭବତୀ ଥିବା ନେଇ କୁହାଯାଉଥିଲା। ଏବେ ଦୀପିକାଙ୍କ ଏଭଳି କମେଣ୍ଟ ପଛରେ କ’ଣ ସତ୍ୟତା ରହିଛି ତାହା ଆଗାମୀ ଦିନରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟକ୍ଷଙ୍କ ଆକଟ ଆଶୀର୍ବାଦ ପାଲଟିଗଲା

ଓଡ଼ିଆ ସାହିତ୍ୟରେ ପଦ୍ମଶ୍ରୀ ଡ.ପ୍ରତିଭା ରାୟ ଜଣେ ବଳିଷ୍ଠ ବ୍ୟକ୍ତିତ୍ୱ। ସାହିତ୍ୟରେ ରୁଚି ରଖୁଥିବା ପ୍ରତିଟି ଲୋକ ତାଙ୍କ ବିଷୟରେ ଅବଗତ। ରେଭେନ୍‌ଶା କଲେଜରେ ପାଠ...

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତକୁ ଚିୟର୍‌ କରିବା ପାଇଁ ପହଞ୍ଚିଲେ ଷ୍ଟାଡିୟମରେ ରଣବୀର

ମାଞ୍ଚେଷ୍ଟର,୧୬।୬:ପୁଣି ଥରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏକ ହାଇଭୋଲଟେଜ କ୍ରିକେଟ ମ୍ୟାଚରେ ପରସ୍ପରକୁ ଭେଟିଛନ୍ତି। ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପର ୨୨ତମ...

ଲୁଚିଛପି ବିବାହ କଲେ ସିଦ୍ଧାର୍ଥ-ଶେହନାଜ!

ଛୋଟ ପରଦାର ଚର୍ଚ୍ଚିତ ରିଆଲିଟି ଶୋ’ ‘ବିଗ୍‌ ବସ୍‌-୧୩’ର ବିଜେତା ସିଦ୍ଧାର୍ଥ ଶୁକ୍ଲା ଏବଂ ଶୋ’ରେ ନଜର ଆସିଥିବା ପଞ୍ଜାବର କ୍ୟାଟ୍ରିନା କୈଫ୍‌ ଅର୍ଥାତ୍‌ ସେହେନାଜ୍‌...

ସୈଫ୍‌-କରିନାଙ୍କ ବିବାହ ବେଳର ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ସୈଫ୍‌ ଅଲ୍ଲୀ ଖାନ୍‌ ଓ କରିନା କପୁରଙ୍କ ବିବାହ ସମୟର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ...

ବର୍ଷାର ମଜା ନେଉଛନ୍ତି କ୍ୟାଟ୍ରିନା: ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ୟାଟ୍ରିନା କୈଫ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ଅନେକ ସମୟରେ ସେ ଫଟୋ ଓ ଭିଡିଓ ଶେୟାର କରି ଆସିଥାଆନ୍ତି ଚର୍ଚ୍ଚାକୁ।...

ପ୍ରିୟଙ୍କାଙ୍କୁ ଭାରି ପଡ଼ିଲା ସମୁଦ୍ରକୂଳ ରୋମାନ୍ସ

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କିଛିଦିନ ତଳେ ମିଆମୀରେ ତାଙ୍କ ଜନ୍ମଦିନ ପାଳିଥିଲେ। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଫଟୋରେ...

ରାନୀଙ୍କ ନୂଆ ଯୋଜନା

ବେଳେବେଳେ ମଣିଷ ଯାହା ଚାହଁୁଥାଏ ତାହା ଦେଖୁ ଦେଖୁ ପୂରଣ ହୋଇଯାଇଥାଏ। କରୋନା ମହାମାରୀ ଯୋଗୁଁ ଓଡ଼ିଆ ସିନେମାର ଶୁଟିଂ ବନ୍ଦ ଥିଲା। ଏବେ କୋଭିଡ୍‌...

୨୦୨୧ରେ ରିଲିଜ ହେବ ଇଫ୍ରାନ ଖାନଙ୍କ ଅନ୍ତିମ ଫିଲ୍ମ

ନୂଆଦିଲ୍ଲୀ,୨୮ା୧୨- ସ୍ବର୍ଗତ ଅଭିନେତା ଇଫ୍ରାନ ଖାନଙ୍କ ଶେଷ ଫିଲ୍ମ ‘ଦ ସଙ୍ଗ ଅଫ୍‌ ସ୍କର୍ପିଅନ୍ସ’ ଆଗାମୀ ବର୍ଷ ରିଲିଜ ହେବ। ଏ ନେଇ ବଲିଉଡ୍‌ର ଜଣାଶୁଣା...

Advertisement

BGU

Archives

Model This Week

Why Dharitri