ମଉଲିକ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ୨ ପଡ଼ାବାସୀ

କେସିଙ୍ଗା,୨୨।୪(ଡି.ଏନ.ଏ.):  କେସିଙ୍ଗା ଏନ୍‌.ଏ.ସି. ୮ ନମ୍ବର ଓ୍ବାର୍ଡର ଯାଦବ ଆର ହରିଜନ ପଡ଼ାବାସୀ ମଉଲିକ ସୁବିଧାରୁ ବଁଚିତ ହେଉଥିବାର ଅଭିଯୋଗ ହେଇଛେ। ୮ ନମ୍ବର ଓ୍ବାର୍ଡର ନ୍ୟୁ ଲାଇଫ୍‌ ସ୍କୁଲ ପାସେ ଥିବାର ହରିଜନ ପଡ଼ାରେ ପାଖାପାଖି ୩୦ ପରିବାରର ୨୫୦ ଲୋକ୍‌ ରହୁଛନ୍‌। ପଡ଼ାବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ୨ଟା ନଲ୍‌ଚୁଆଁ ରହିଛେ। ହେଲେ ନଲ୍‌ଚୁଆଁ ୨ଟା ପଡ଼ାବାସୀକର ଶୋଷ ମେଟେଇ ନାଇଁ ପାରବାର। ଏହେଦେ ମୁଡ଼ଫଟା ଖରା ତାତିରେ ନଲ୍‌ଚୁଆଁର ପାଏନ୍‌ ବି ତଲକେ ଖସି ଯାଇଛେ। ନଲ୍‌ଚୁଆଁରୁ ଯେନ୍‌ ହିସାବେ ପାଏନ୍‌ ବାହାରବାର କଥା ନାଇଁ ବାହାରବାର। ଯେନ୍‌ଥିରଲାଗି ପଡ଼ାବାସୀ ପିଇଲା ପାଏନ୍‌ ଲାଗି ଡହକ୍‌ବିକଲ ହେଉଛନ୍‌। ସେନ୍‌ତା ଯାଦବ ପଡ଼ାରେ ପାଖାପାଖି ୩୫ ପରିବାର ବାସ୍‌ କରୁଛନ୍‌। ହେଲେ ଦୁଖର କଥା ବହୁତ୍‌ ବଛର ହେଲା ପଡ଼ାରେ ରାଏତ୍‌ ବେଲା ବିଦ୍ୟୁତ୍‌ ରହୁଥିଲାବେଲେ ଦିନ୍‌ବେଲା ପୂରାପୂରି ବିଦ୍ୟୁତ୍‌ କାଟ୍‌ ହେଉଛେ। ଯେନ୍‌ଥିରଲାଗି ପଡ଼ାବାସୀ ଇ ଖରା ଝାଉରେ ବଡ଼ା ଗୁଲଗୁଲା ହେଉଛନ୍‌। ବଡ଼ଭାଗି ବୁଢ଼ାବୁଢ଼ି, ଛୁଆପୁତା, ରୁଗୀମାନେ ଡହକ୍‌ବିକଲ ହେଉଥିବାର ଦେଖ୍‌ବାକେ ମିଲୁଛେ। ଇ ବାବ୍‌ଦେ ପଡ଼ାବାସୀ ଏନ୍‌ଏସି କତୁରପକ୍ଷକୁଁ ଜନେଇ ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ଇଆଡ଼େ ଉଭଏ ପଡ଼ାବାସୀ ରାସ୍‌ତା, ବିଦ୍ୟୁତ୍‌, ପିଇଲା ପାଏନ୍‌ ଲେଖେଁ ମଉଲିକ୍‌ ସୁବିଧାରୁ ବଁଚିତ୍‌ ହେଇ ରହୁଛନ୍‌। ଯାଦବ ପଡ଼ାରେ ଗୁଟେ ନଲ୍‌ଚୁଆଁ ଥିଲାବେଲେ ପଡ଼ାବାସୀ ପିଇଲା ପାଏନ୍‌ ଲାଗି ତାର ଉପରେ ନିରଭର କରି ଚଲୁଛନ୍‌। ବହୁତ୍‌ ସମିଆରେ ପାଏନ୍‌ ନେବାର ଲାଗି ନଲ୍‌ଚୁଆଁ ଆଘେ ଲୁକ୍‌କର ଲମ୍‌ବା ଲାଇନ୍‌ ଦେଖ୍‌ବାକେ ମିଲୁଛେ। ସେନ୍‌ତା ପଡ଼ାର ରାସ୍‌ତାଘାଟ କଂକ୍ରିଟ ନାଇଁ ହେଇଥିବାର ଲାଗି ବର୍ଷା ଦିନେ ପଡ଼ାବାସୀ ବଡ଼ା ହଇରାନ୍‌ ହରକତ୍‌ ହେଉଛନ୍‌। ପିଏଚ୍‌ଡି ବିଭାଗର ପାଇପ୍‌ ଲାଇନ୍‌ ଯାଦବପଡ଼ା ଦେଇ ଯାଇଛେ। ହେଲେ ଆଶିରିଯ୍‌ର କଥା ପଡ଼ାର କାହାକେ ପାଏନ୍‌ ପାଇପ୍‌ ସଂଯୋଗ ନାଇଁ ଦିଆଯାଇ। ବିଦ୍ୟୁତ୍‌ ସମସିଆ ବାବ୍‌ଦେ ଥାନୀୟ ବିଭାଗୀୟ ଏସ୍‌ଡିଓ ମନୋରଞ୍ଜନ ମାଟିକୁଁ ପଚରାଲାରୁ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ଖୁଁଟା, ତାର ଟନା କାମ୍‌ ପୂରା ହେଇଛେ। ନିରବାଚନ ଲାଗି କାମ୍‌ ବଁଦ୍‌ ରହିଥିଲା। ଆଏବାର ୨୫ ତାରିଖ୍‌ ଭିତରେ ବିଦ୍ୟୁତ୍‌ ସଂଯୋଗ ଦିଆଯିବା ବଲି ସେ କହିଥିଲେ। ପଡ଼ାର ପାଏନ୍‌ ସମସିଆ ବାବ୍‌ଦେ ପିଏଚ୍‌ଡି ଅତିରିକ୍ତ ଯନ୍ତ୍ରୀ ଦୀପଙ୍କର ବିଶ୍ୱାସକୁଁ ପଚରାଲାରୁ ପଡ଼ାର ଝନେ ବି ପାଏନ୍‌ ପାଇପ୍‌ ସଂଯୋଗ ଲାଗି ଆବେଦନ ନାଇଁକରି। ଆବେଦନ କଲେ ନିହାତି ସଂଯୋଗ ଦିଆଯିବା ବଲି ସେ କହିଥିଲେ। ସେନ୍‌ତା ଉଭଏ ପଡ଼ାବାସୀକର ସମସିଆ ବାବ୍‌ଦେ ଏନ୍‌ଏସି ନିର୍ବାହୀ ଅଧ୍‌କାରୀ ବିଶ୍ୱମ୍ବର ମିଶ୍ରକୁଁ ପଚରାଲାରୁ ଘଟନାର ତଦଁତ୍‌ କରି ସମସିଆର ସମାଧାନ କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ହୀରାକୁଦର ଆଉ ୪ ଗେଟ୍‌ ଖୋଲିଲା

ସମ୍ବଲପୁର,୧୨ା୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଶୁକ୍ରବାର ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍‌ ଖୋଲାଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୧୪ଟି ଗେଟ୍‌...

ବର୍ଷାରେ ଧସିଲା କାନ୍ଥ: ଅଳ୍ପକେ ବର୍ତ୍ତିଲେ ପରିବାର

ଜମନକିରା,୨୨।୮: ସମ୍ବଲପୁର ଜିଲା ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ନୂଆଡିହି ଗ୍ରାମରେ ବର୍ଷା ଯୋଗୁ ଘର ଧସି ଯାଇଛି। ତେବେ ଭାଗ୍ୟବଶତଃ ସପରିବାର ଅନ୍ୟ କୋଠରୀ...

୮ ଅଧ୍ୟାପକଙ୍କ ବଦଳି ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୧୭।୧୦(ବ୍ୟୁରୋ) : ଗଙ୍ଗାଧର ମେହେର ଜୁନିୟର କଲେଜର ୮ ଅଧ୍ୟାପକଙ୍କ ବଦଳି ପ୍ରତିବାଦରେ ଜିଏମୟୁ ମୁଖ୍ୟ ଫାଟକରେ ଛାତ୍ରୀଛାତ୍ର ଆନ୍ଦୋଳନ କରିଛନ୍ତି। ଅଧ୍ୟାପକଙ୍କ ବଦଳି ବାତିଲ...

୩୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଶନିବାର ସନ୍ଧ୍ୟାରେ ହୀରାକୁଦ ଡ୍ୟାମ୍‌ ଆଉ ୪ ଗେଟ୍‌ ଖୋଲିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୩୪ ଗେଟ୍‌...

ଆଜି ୧୨ ଘଣ୍ଟିଆ ରେଢ଼ାଖୋଲ ବନ୍ଦ

ରେଢ଼ାଖୋଲ,୪।୮(ଡି.ଏନ୍‌.ଏ.): ସମ୍ବଲପୁର- ଅନୁଗୋଳ ୫୫ ନଂ ଜାତୀୟ ରାଜପଥର ସମ୍ପ୍ରସାରଣ ଦାବିରେ ରେଢାଖୋଲ ନାଗରିକ କମିଟି ପକ୍ଷରୁ ଗୁରୁବାର ୧୨ ଘଣ୍ଟିଆ ରେଢାଖୋଲ ବନ୍ଦ ଡାକରା...

ଆବାସ ଯୋଜନାରୁ ବଁଚିତ୍‌ ବୁରୁଧ୍‌ ରତନ

ବିନିକା, ୨୮ା୪(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡ଼ି ପଁଚେତ୍‌ର ସାରଙ୍ଗପାଲି ମାହାରଗୋଠର ରତନ ମାହାର(୬୫)। ପରିବାର କହିଲେ ମାଏକିନା ଯାମା(୬୦)। ଦୁଇ ବୁଢ଼ାବୁଢ଼ିକର ପିଲାଛୁଆ...

ବିଧାୟକ ପ୍ରାର୍ଥୀ ସମର ପ୍ରଧାନଙ୍କ ପରଲୋକ

ରେଢାଖୋଲ,୧୫।୪(ଡି.ଏନ.ଏ.): ୨୦୧୯ ସାଧାରଣ ନିର୍ବାଚନରେ ରେଢାଖୋଲ ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଭାଜପା ଯୁବନେତା ତଥା ଆଇନଜୀବୀ ସମର କୁମାର ପ୍ରଧାନ(୪୪)...

ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା

ଉଲୁଣ୍ଡା, ୨୭ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ସଦର ଥନାପତି ପଡାରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ପରିବାରର ୫ ବଖରା ଘର ପୋଡି...

Advertisement
Archives

Model This Week