ଭ୍ରାମ୍ୟମାଣ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ଜଣେ ଗିରଫ, ଗଞ୍ଜେଇ ଜବତ

ବାଲେଶ୍ୱର ଅଫିସ,୩୧।୮: ବାଲେଶ୍ୱର ଜିଲା ଭ୍ରାମ୍ୟମାଣ ଅବକାରୀ ବିଭାଗ ପକ୍ଷରୁ ଶନିବାର ପୂର୍ବାହ୍ନରେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଫତେପୁର ଗ୍ରାମରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୧୫ କିଲୋ ଗଞ୍ଜେଇ ଜବତ କରାଯାଇଥିବା ସହ ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ଉକ୍ତ ଗ୍ରାମର ଅଶୋକ ନାୟକ (୪୫)। ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାମୁକାର ବି ଅଭାବୀ ବିକ୍ରୀ

ବାଲେଶ୍ୱର ଅଫିସ,୧୪।୭(ମାନସ ବିଶ୍ୱାଳ)-ବାଲେଶ୍ୱର ଜିଲା ସମୁଦ୍ର ବେଳାଭୂମିରେ ମିଳୁଥିବା ବିଭିନ୍ନ ପ୍ରଜାତିର ଶାମୁକା ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଗରିବ ଶ୍ରମଜୀବୀଙ୍କ ଜୀବନଜୀବିକା ପାଲଟିଛି। ବେଳାଭୂମି...

ରହସ୍ୟଘେରରେ ଆଦିତ୍ୟଙ୍କ ମୃତ୍ୟୁ

ବାରିପଦା ଅଫିସ,୨୯।୪- ବାରିପଦା ସହର ୨୫ ନମ୍ବର ୱାର୍ଡ ଛାଞ୍ଚ ଅଞ୍ଚଳର ଆଦିତ୍ୟ ନାରାୟଣ ପଣ୍ଡା ନାମକ ଜଣେ ଯୁବକଙ୍କୁ  ହତ୍ୟା କରାଯାଇଥିବା ନେଇ ତାଙ୍କ...

ଚମ୍ପୁଆରେ ଫୁଟିଲା ବ୍ରହ୍ମକମଳ

ଚମ୍ପୁଆ, ୧୬।୭(ଡି.ଏନ.ଏ)-ଚମ୍ପୁଆ ଏନଏସି ଅନ୍ତର୍ଗତ ୬ନଂ ୱାର୍ଡର ଡାକ୍ତର ଭବାନୀ ଶଙ୍କର ମହାନ୍ତଙ୍କ ବାଡିରେ ବ୍ରହ୍ମ କମଳ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି। ୬ନଂ ପିଏଚଡି...

ବରଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ: ଛେଚା ଖାଇଲେ, ଜରିମାନା ଦେଇ ଫେରିଲେ

ଖଇରା, ୧୨।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡ ବଜାରରେ ଏକ ବିବାହ ଅବସରରେ ଖାସି ମାଂସ ଖାଇବାକୁ ନେଇ ପ୍ରଥମେ ବରଯାତ୍ରୀଙ୍କ ଉନ୍ମତ୍ତକାଣ୍ଡକୁ...

ବନ୍ଦ କୋଠରିରେ ବିତିଲାଣି ୫ ବର୍ଷ

ଖଇରା,୨୦।୩(ଡି.ଏନ.ଏ.)-ଭଲ ପାଇ ବିବାହ କଲେ। ୧୯ବର୍ଷ ଧରି ସୁଖର ସଂସାର କଲେ। ୨ପୁତ୍ର ସନ୍ତାନର ଜନନୀ ଓ ଜନକ ହେବାର ସୌଭାଗ୍ୟ ଅର୍ଜନ କଲେ। ଖୁସି...

କପାଳୀ, ସରୁସାଗରକୁ ମିଳୁନି ନଦୀର ମାନ୍ୟତା

ବନ୍ତ,୧୮।୭ (ସ୍ବ.ପ୍ର.) – ଭଦ୍ରକ ଜିଲା ବନ୍ତ ବ୍ଲକ ଦେଇ ସାଳନ୍ଦୀ, କପାଳୀ ଓ ସରୁସାଗର ନଦୀ ପ୍ରବାହିତ ା ସାଳନ୍ଦୀକୁ ବାଦ୍‌ ଦେଲେ ସରୁସାଗର...

ବେପରୁଆ ଗାଡି ଚାଳନା ଉପରେ ଲାଗିବ କଟକଣା

ବାଲେଶ୍ୱର ଅଫିସ, ୩୧।୭-ବଲେଶ୍ୱର ଜିଲା ପ୍ରକଳ୍ପ ଉନ୍ନୟନ ଅଧିକାରୀଙ୍କ ସଭାଗୃହରେ ମଙ୍ଗଳବାର ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତା...

ପ୍ରଶ୍ନପତ୍ର,ବହି ଯୋଗାଇ ପାରୁନି ଶିକ୍ଷା ବିଭାଗ

ସିମୁଳିଆ,୩୧।୧୦(ଡି.ଏନ.ଏ.)- ଶିକ୍ଷାର ମାନବୃଦ୍ଧି ଲାଗି ବିଭିନ୍ନ ଉଦ୍ୟମ କରାଯାଉଥିବା କୁହାଯାଉଥିବା ବେଳେ ଏହାର ବାସ୍ତବ ଚିତ୍ର କିଭଳି ଭିନ୍ନ ତାହାର ନଜିର ଦେଖିବାକୁ ମିଳିଛି। ପ୍ରଶ୍ନପତ୍ର...

Advertisement
Archives

Model This Week