Posted inଫୁରସତ

ଭାଙ୍ଗିଗଲା ପରି ଲାଗେ ଏହି ଆସବାବପତ୍ର

କେଉଁ ଆଲମାରୀ ଫାଟିଯାଇଛି ତ କେଉଁଟି ମଝିରୁ ଦୁଇଫାଳ ହେଇଛି। ଆଉ କାହାର ମଝିରେ କିଛି ବାଜି କଣା ହୋଇଯାଇଛି। ଏହିସବୁ ଆଲମାରୀ ଦେଖିବାକୁ ଏହିଭଳି ଭଙ୍ଗା ଫଟା। କିନ୍ତୁ ବାସ୍ତବରେ ସେଇୟା ନୁହେଁ। ଭଙ୍ଗା ଦେଖାଯାଉଥିଲେ ହେଁ ଏସବୁ କାର୍ଯ୍ୟକ୍ଷମ। ଏହାର ଡ୍ର’ ଗୁଡ଼ିକ ଠିକ୍‌ ଥାଏ। ନ୍ୟୁଜିଲାଣ୍ଡ, ଅକ୍‌ଲାଣ୍ଡର ଅବସରପ୍ରାପ୍ତ କାର୍ପେଣ୍ଟର ହେକ୍‌ ଭେରୋହେଫ ଏହି ଆସବାବପତ୍ର ତିଆରି କରିଛନ୍ତି। ସେ କହନ୍ତି, ”କାଠର ଆସବାବକୁ ଏଭଳି ଲୁକ୍‌ ଦେବା ବହୁ କଷ୍ଟକର। ତେଣୁ ଗୋଟିଏ ଆସବାବ ତିଆରି ପାଇଁ ମତେ ଅନେକ ସମୟ ଲାଗେ। ତଥାପି ମତେ ଏଭଳି ଅଜବ ଆସବାବ ତିଆରି କରିବାକୁ ବହୁତ ଭଲ ଲାଗେ।“ ହେକ୍‌ଙ୍କ ଝିଅ ବାପା ତିଆରି କରିଥିବା ଆସବାବପତ୍ରର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଆଉ ତାହା ଭାଇରାଲ ହୋଇଗଲା। ଏବେ ତାଙ୍କ ତିଆରି ଆସବାବପତ୍ର ଲୋକେ କିଣିବାକୁ ଚାହୁଁଥିଲେ ହେଁ ସେ ଏସବୁ ବିକ୍ରି କରିବାକୁ ଚାହାନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୪ ହଜାରରୁ କମ୍‌ ମୂଲ୍ୟର ଜିନିଷ ଆଣିବାକୁ ମନା

ନୂଆଦିଲ୍ଲୀ: ବିବାହକୁ ଯିବା ସମୟରେ ଆମେ ସାଙ୍ଗରେ କିଛି ଉପହାର ନେଇ ଯାଇଥାଉ। କିନ୍ତୁ ଏହା ବାଧ୍ୟତାମୂଳକ ନୁହେଁ। ଲୋକେ ତାଙ୍କ ସାମର୍ଥ୍ୟ ମୁତାବକ ଉପହାର ଦେଇଥାନ୍ତି।...

କୀଟପତଙ୍ଗଙ୍କଠୁ ପ୍ରେରଣା ପାଇ କରନ୍ତି ଆଇ ମେକ୍‌ଅପ୍‌

ପୋକଜୋକ, କୀଟପତଙ୍ଗ ଅନେକଙ୍କୁ ପସନ୍ଦ ନ ଥାଏ। କେହି କେହି ଏମାନଙ୍କୁ ଡରନ୍ତି ତ ଆଉ କିଏ ଘୃଣା କରନ୍ତି। ହେଲେ କିଛି ପୋକ, କୀଟପତଙ୍ଗର...

ଖ୍ରୀଷ୍ଟମାସ ଡେଷ୍ଟିନେଶନ

* ଗୋଆ: ନିଜର ଉତ୍କୃଷ୍ଟ ସମୁଦ୍ରତଟ ତଥା ମଜା ମଜଲିସ୍‌ଭରା ନାଇଟ୍‌ ଲାଇଫ୍‌ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଗୋଆ ହେଉଛି ଆମ ଦେଶର ଏମିତି...

କନ୍ୟାଙ୍କ ଶାଢ଼ି ପସନ୍ଦ ନ ଆସିବାରୁ ବେଦୀରୁ ଉଠି ଚାଲିଗଲେ ବର

ବେଙ୍ଗାଲୁରୁ : ବିବାହ ସମୟରେ କନ୍ୟାପକ୍ଷ ଯାନିଯୌତୁକ ଦେଇ ନ ପାରିଲେ ବେଦୀରୁ ବର ଉଠି ଚାଲିଯିବା ଖବର ଶୁଣିଥିବେ। ମାତ୍ର କନ୍ୟାଙ୍କ ଶାଢ଼ି ପସନ୍ଦ...

ପତ୍ର ଉପରେ ଯାଉଥିଲା ଗେଣ୍ଡା, ୧୨ ଫୁଟ ଜିଭ ଲମ୍ବେଇ ଚାହିଁଲା ଏଣ୍ଡୁଅ: ଆଉ ତା’ ପରେ…

ସାଧାରଣତଃ ପଶୁପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ବହୁରୂପି ଏଣ୍ଡୁଅ ଓ ଗେଣ୍ଡାର ଏକ ଭିଡିଓ ଭାଇରାଲ...

୪୨ ବର୍ଷ ଧରି ପରିବାରରେ କେହି ବି ଗ୍ରହଣ କରି ନାହାଁନ୍ତି ଯୌତୁକ

ଇନ୍ଦୋର,୨୪।୨: ବିବାହରେ କନ୍ୟା ଘର ପକ୍ଷରୁ ବରଙ୍କୁ ଉପହାର ସୂରୂପ ଯୌତୁକ ଦିଆଯାଇଥାଏ। ତେବେ ମଧ୍ୟପ୍ରଦେଶ ଇନ୍ଦୋରରେ ବାସ କରୁଥିବା ଏକ ପରିବାର ଦୀର୍ଘ ୪୨...

ଦାମୀ କିନ୍ତୁ ଅଦରକାରୀ

ବେଳେବେଳେ ଚର୍ଚ୍ଚାର ପରିସରଭୁକ୍ତ ହେବା ଅବା ରେକର୍ଡ କରିବା ଲାଗି ମଣିଷ ଏମିତି କିଛି ଜିନିଷ ତିଆରି କରିଥାଏ, ଯାହାର ମୂଲ୍ୟ ଆକାଶ ଛୁଆଁ ହୋଇଥାଏ।...

ମନୁଷ୍ୟକୃତ ମମିଫାଏଡ୍‌ ମର୍‌ମେଡ୍‌

ଟୋକିଓ: ଜାପାନରେ ଏକ ମମିଫାଏଡ୍‌ ମର୍‌ମେଡ୍‌ ମମି ଠାବ ହୋଇଛି, ଯାହା ବୈଜ୍ଞାନିକଙ୍କ ପାଇଁ ଶହ ଶହ ବର୍ଷ ଧରି ରହସ୍ୟ ହୋଇ ରହିଥିଲା। ରିପୋର୍ଟ...

Advertisement
Archives

Model This Week