ଭାଇରାଲ ହେଲା ନୁସରତଙ୍କ ଫଟୋ

ମୁମ୍ବାଇ: ନାୟିକା ତଥା ଏମ୍‌ପି ନୁସରତ ଜାହାଁ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ। ଏଥର ସେ ଟ୍ରାଡିଶନାଲ ଶାଢି ପିନ୍ଧି ଚର୍ଚ୍ଚାକୁ ଆସିଥିବା ଜଣାପଡିଛି। ନାୟିକା ଭାବେ ସେ ଯେତିକି ଚର୍ଚ୍ଚିତ ଚେହେରା ଥିଲେ ତା’ଠାରୁ ଅଧିକ ଚର୍ଚ୍ଚାକୁ ଆସିଲେ ଲୋକସଭା ନିର୍ବାଚନରେ ଜିତିବା ପରେ। ଅନେକ ସମୟରେ ତାଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା। ସେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ଥିବା ବେଳେ ଅନେକ ସମୟରେ ଏମିତି କିଛି ଫଟୋ ଅପଲୋଡ୍‌ କରନ୍ତି ଯାହା ଚାହୁଁ ଚାହୁଁ ଭାଇରାଲ ହୋଇଯାଇଥାଏ।

ନିକଟରେ ସେ ଏମିତି ଏକ ଫଟୋ ଅପଲୋଡ କରିଛନ୍ତି ଯାହା ଭାଇରାଲ ହୋଇଛି। ସେହି ଫଟୋରେ ନୁସରତ ଟ୍ରାଡିସନାଲ ଗେଟ୍‌ଅପ୍‌ରେ ଥିବା ବେଳେ ଏହାସହ ଲେଖିଥିବା କ୍ୟାପଶନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। କ୍ୟାପଶନରେ ସେ ଲେଖିଛନ୍ତି, ‘ସୁନ୍ଦରତା ଚେହେରାରେ ନ ଥାଏ ବରଂ ହୃଦୟରେ ଥାଏ’।


Enter your email to get our daily news in your inbox.

All Right Reserved By Dharitri.Com

୪୪ରେ ପାଦଦେଲେ ସ୍ମୃତି ଇରାନୀ: ଟିଭି ପରଦାରୁ ରାଜନୀତି

ମୁମ୍ବାଇ: ଭାଜପା ସରକାରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସ୍ମୃତି ଇରାନୀ ସୋମବାର ୪୪ ବର୍ଷରେ ପାଦଦେଇଛନ୍ତି। ସେ ୧୯୭୬...

ଏହି ଅଭିନେତାଙ୍କୁ ଜାଣିଶୁଣି ବାଇକ୍‌ ଚାଳକ ଦେଲେ ଧକ୍କା, ହେଲା ଏମିତି ଅବସ୍ଥା

ବିଗ୍‌ ବସ୍‌ ସିଜିନ୍‌ ୧୩ର ରନର୍ସଅପ୍‌ ରହିଥିବା ମଡେଲ ତଥା ଅଭିନେତା ଆସିମ ରିୟାଜଙ୍କୁ ଜଣେ ବାଇକ୍‌ ଚାଳକ ଧକ୍କା ଦେଇଛନ୍ତି। ଫଳରେ ସେ ଗୁରୁତର...

ପୂଜାଙ୍କ ସହ ରୋମାନ୍ସ କରିବେ ସଲମାନ

ବଲିଉଡ୍‌ର ଭାଇଜାନ ସଲମାନ ଖାନ ଦର୍ଶକଙ୍କୁ ପୁଣି ଏକ ନୂଆ ଫିଲ୍ମ ଭେଟି ଦେବାକୁ ଯାଉଛନ୍ତି। ନିଜ ଆଗାମୀ ସିନେମା ‘କଭୀ ଇଦ କଭୀ ଦିୱାଲି’ର...

ରାଗିଗଲେ ରାକ୍ଷୀ

ବମ୍ବେ: ରାଗିଗଲେ ବଲିଉଡ୍‌ର ଆଇଟମ୍‌ ଗର୍ଲ ରାକ୍ଷୀ ସାଓ୍ବନ୍ତ। ଭାବୁଥିବେ କାରଣ କ’ଣ। ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ର ଶେହନାଜ୍‌ ଗିଲଙ୍କୁ ‘ପଞ୍ଜାବର ରାକ୍ଷା ସାଓ୍ବନ୍ତ’...

ନୂଆ ଲୁକ୍‌ରେ ନଜର ଆସିବେ କରୀନା – ଅମୀର

ଫିଲ୍ମଜଗତର ମିଷ୍ଟର ପରଫେକ୍ସନିଷ୍ଟ କୁହାଯାଉଥିବା ଅମୀର ଖାନ୍‌ ପ୍ରତିବର୍ଷ କିଛି ନା କିଛି ଫିଲ୍ମ କରୁଛନ୍ତି। ଚଳିତବର୍ଷ ମଧ୍ୟ ଏକ ଫିଲ୍ମର ପ୍ରଯୋଜନା କରିବାକୁ ଯାଉଛନ୍ତି।...

ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ଗୋବିନ୍ଦା

ଲକ୍ଷ୍ନୌ,୨୯।୧୨: ବଲିଉଡ୍‌ ଅଭିନେତା ଗୋବିନ୍ଦା ରବିବାର ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି। ଏହି ସମୟରେ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ୍‌ କରିଛନ୍ତି।...

ପ୍ରେମିକାର ପୋଷା କୁକୁରକୁ ଭୁଲିପାରୁନି

ଏବେ ତ ଲକ୍‌ଡାଉନ୍‌ ଚାଲିଛି। ଯେହେତୁ ଶୁଟିଂ ନାହିଁ, ତେଣୁ ଘରେ ହିଁ ରହିବାକୁ ପଡୁଛି । ଏହି ସମୟରେ ନିଜ ଶୁଟିଂ ସମୟର ଅନୁଭୂତି...

‘ଓ୍ବାର’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ଅଭିନେତା ହ୍ରିତିକ୍‌ ରୋଶନ ଓ ଟାଇଗର ଶ୍ରଫଙ୍କ ଭିତରେ ଏବେ ଓ୍ବାର ଆରମ୍ଭ ହୋଇଯାଇଛି। ଅର୍ଥାତ୍‌ ବଲିଉଡ୍‌ର ଆକ୍ସନ ଷ୍ଟାର ହ୍ରିତିକ୍‌ ଓ ଟାଇଗରଙ୍କ...

Coronavirus Update


Archives

Model This Week

Why Dharitri