ଭାଇରାଲ ହେଲା ତୈମୁରଙ୍କ ଆଉ ଏକ ଫଟୋ

ମୁମ୍ବାଇ,୩୧।୫: ପଟୌଦି ଖାନଦାନର ଛୋଟେ ନବାବ ସୈଫ ଅଲ୍ଲୀ ଖାଁ, କରୀନା କପୁର ଖାଁ ଓ ତୈମୁରଙ୍କୁ ଗୁରୁବାର ରାତିରେ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ କରାଯାଇଛି। ସେମାନେ ଲଣ୍ଡନ ପାଇଁ ଯାଉଥିବା ବେଳେ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ତୈମୁର। ଏୟାରପୋର୍ଟରେ ତୈମୁର ନାଇଟ୍‌ ସୁଟ୍‌ରେ ଥିବା ବେଳେ ବାପା ସୈଫଙ୍କ କୋଳରେ ଥିବା ଦେଖିବାକୁ ମିଳିଛି। ସେହି ସମୟରେ ତାଙ୍କୁ ବହୁତ ଜୋରରେ ନିଦ ଲାଗୁଥିବାରୁ ସେ ବାରମ୍ବାର ହାଇ ମାରୁଥିବା ନଜର ଆସିଛନ୍ତି। ତୈମୁର ପୋଜ ଦିଅନ୍ତୁ କି ହାଇ ମାରନ୍ତୁ ସେ ସବୁବେଳେ ବହୁ କ୍ୟୁଟ ଦେଖାଯାଆନ୍ତି। ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ, ସୈଫ ତାଙ୍କର ଅପ୍‌ କମିଂ ଫିଲ୍ମ ‘ଜଓ୍ବାନି ଦିଓ୍ବାନି’ର ପ୍ରଥମ ସିଡ୍ୟୁଲର ଶୁଟିଂ ପାଇଁ ଲଣ୍ଡନ ଯାଇଥିବା ଜଣାପଡ଼ିଛି। କରୀନା ଓ ତୈମୁର ତାଙ୍କ ସହ ମିନି ଭେକେସନ୍‌ ମନାଇବାକୁ ଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୪୨ ବର୍ଷ ବୟସରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା: କରୁଥିଲେ ଓ୍ବେଟର କାମ

କେତେବେଳେ ଭାଇରସ୍‌ ତ ଆଉ କେତେବେଳେ ଡକ୍ଟର ଆସ୍ଥନା ନାମରେ ଲୋକଙ୍କ ନିକଟରେ ପରିଚିତ ଅଭିନେତା ହେଉଛନ୍ତି ବୋମନ ଇରାନୀ। ୨ ଡିସେମ୍ବର, ୧୯୫୯ରେ ଜନ୍ମଗ୍ରହଣ...

୫ ଦିନରେ ସୁଶାନ୍ତଙ୍କୁ ୨୫ଥର କଲ୍‌ କରିଥିଲେ ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ମାମଲାରେ ସମସ୍ତଙ୍କ ନଜର ଏବେ...

କଥକ ଅଭ୍ୟାସ କଲେ ସୋନାଲି

ମୁମ୍ବାଇ: ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ସମସ୍ତେ ଘରେ ବନ୍ଦହୋଇ ରହିଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବଲିଉଡ ତାରକା। ଅଭିନେତା, ଅଭିନେତ୍ରୀମାନେ ଘରେ...

ଲତା ମଙ୍ଗେସକରଙ୍କ ଗୀତକୁ ନେଇ ପଶ୍ନ ଉଠିବାରୁ ଜବାବ ରଖିଲେ ଅଦନାନ

ମୁମ୍ବାଇ: ବଲିଉଡ୍ ଗାୟକ ଅଦନାନ ସାମି ନିକଟରେ ଲତା ମଙ୍ଗେସକର, ନୁର ଜାହାଁ, ଆଶା ଭୋସଲେଙ୍କର ଏକ ସୁନ୍ଦର ଫଟୋ ଶେୟାର କରିଥିଲେ । ଫଟୋ...

ଶ୍ରୀଦେବୀଙ୍କ ପରେ ନାଗିନ ଭୂମିକାରେ ନଜର ଆସିବେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍ ନାୟିକା ଶ୍ରଦ୍ଧା କପୁର ପୁଣିଥରେ ବଡ ପରଦାରେ ଖୁବ୍ ଶୀଘ୍ର ଦେଖାଯିବେ । ମିଳିଥିବା ସୂଚନା ଅନୁଯାୟୀ ଶ୍ରଦ୍ଧା ଏଥର ଏକ ନୂଆ...

ବିବାହକୁ ନେଇ ରାଗିଲେ ରବୀନା

ନୂଆଦିଲ୍ଲୀ: ଦେଶ ସାରା ଲକ୍‌ଡାଉନ୍‌ ହୋଇଥିବା ବେଳେ କନର୍ର୍ାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀଙ୍କ ପୁଅ ନିଖିଲ ଗୌଡା ବିବାହ କରିଛନ୍ତି। ଏହି ବିଷୟ ବର୍ତ୍ତମାନ...

ଭାଇରାଲ ହେଉଛି ସୁଶାନ୍ତଙ୍କ ହାତଲେଖା ଚିଠି, ଏଥିରେ ଲେଖା ଅଛି…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ହାତଲେଖା ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ସୋସିଆଲ ମିଡିଆରେ...

ଖୁବ୍‌ଶୀଘ୍ର ପରଦାକୁ ଆସିବ ସୌରଭଙ୍କ ବାୟୋପିକ୍‌

ଗତ କିଛିବର୍ଷ ହେବ ବଲିଉଡ୍‌ରେ ଖେଳାଳିଙ୍କ ବାୟୋପିକ୍‌ ନିର୍ମାଣ ହେବାର ଟ୍ରେଣ୍ଡ ଚାଲିଛି। ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ଏମ୍‌.ଏସ୍‌. ଧୋନୀଙ୍କ ବାୟୋପିକ୍‌କୁ ଦର୍ଶକ...

Play 250+ Trending Games
Archives

Model This Week

Why Dharitri