ଭାଇରାଲ ହେଉଛି ଜାହ୍ନବୀଙ୍କ ଡ୍ୟାନ୍ସ ଭିଡିଓ

ମୁମ୍ବାଇ: ବଲିଉଡ୍‌ ଷ୍ଟାର କିଡ୍‌ ଜାହ୍ନବୀ କପୁର ତାଙ୍କ ଅଭିନୟକୁ ନେଇ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ସାରିଛନ୍ତି। ନିକଟରେ ଏକ ସାକ୍ଷାତ୍‌କାରରେ ସେ କହିଥିଲେ ତାଙ୍କୁ ‘ପାକିଜା’ ପରି ଫିଲ୍ମ ବହୁତ ପସନ୍ଦ। ଏହାସହ ବେଶ୍‌ କିଛିଦିନ ହେବ ସେ କରନ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ତଖ୍‌ତ’ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହାକୁ ନେଇ ଜାହ୍ନବୀ ଏକ ଡ୍ୟାନ୍ସ ଭିଡିଓ ନିକଟରେ ଶେୟାର କରିଛନ୍ତି। ଉକ୍ତ ଭିଡିଓରେ ସେ ଡ୍ୟାନ୍ସ ପ୍ରାକ୍ଟିସ କରୁଥିବା ଦେଖାଯାଇଛି। ଆଉ ଏହି ଭିଡିଓକୁ ଘଣ୍ଟାକ ଭିତରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଥର ଦେଖା ସରିଲାଣି।

ଏହି ଭିଡିଓ ଶେୟାର କରି ଜାହ୍ନବୀ ଲେଖିଛନ୍ତି, ଯେତେବେଳେ ଆପଣ ଭାରସାମ୍ୟ ହରାଉଛନ୍ତି ସେତେବେଳେ ଇମ୍ପ୍ରୋଭାଇଜ୍‌ କରିବା ପାଇଁ ଏକ ଡ୍ରାମାଟିକାଲ ଏଣ୍ଡ କରିବା ଦରକାର। ଉକ୍ତ ଭିଡିଓରେ ଜାହ୍ନବୀ ଡ୍ୟାନ୍ସ କରୁଥିବା ବେଳେ ଶେଷକୁ ଭାରସାମ୍ୟ ହରାଇ ଆଇନା ଆଗରେ ପଡିଯାଉଛନ୍ତି। ଏହାକୁ ଦେଖିବା ପରେ ଶ୍ରୀଦେବୀଙ୍କ କଥା ଦର୍ଶକେ ପୁଣିଥରେ ମନେ ପକାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଫିଲ୍ମ ଦେଖିବାକୁ ବୁର୍ଖା ପିନ୍ଧି ଯାଇଥିଲେ ବିଜୟ ଦେବରକୋଣ୍ଡା

ମୁମ୍ବାଇ: ବଲିଉଡ ଅଭିନେତା ବିଜୟ ଦେବରକୋଣ୍ଡା ତାଙ୍କ ଅଭିନୀତ ଫିଲ୍ମ ‘ଲାଇଗର’ର ରିଲିଜକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । ଦେଶର ଭିନ୍ନ ଭିନ୍ନ ସହରରେ...

ବଲିଉଡ୍‌ରେ ବଢ଼ୁଛି କରୋନା କାୟା: ଆମିର-କାର୍ତ୍ତିକଙ୍କ ପରେ ଏହି ସୁପରମଡେଲ କୋଭିଡ୍‌ ପଜିଟିଭ୍‌

ବମ୍ବେ: ବଲିଉଡ୍‌ ଅଭିନେତା ଆମିର ଖାନ୍‌ ଏବଂ କାର୍ତ୍ତିକ ଆର୍ୟନଙ୍କ ପରେ ଏବେ ସୁପର ମଡେଲ୍‌ ମିଲିନ୍ଦ ସୋମନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା...

ମା’ଙ୍କୁ ମନେପକାଇ ଭାବପ୍ରବଣ ହେଲେ ଅମିତାଭ

ହିନ୍ଦୀ ସିନେମାର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ମା’ ତେଜି ବଚ୍ଚନ ଦୁନିଆରୁ ବିଦାୟ ନେବାର ୧୫ ବର୍ଷ ବିତିଗଲାଣି। ମା’ଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଅମିତାଭ ଭାବପ୍ରବଣ...

ଯୋଗ କଲେ ଶିଳ୍ପା, ଭିଡିଓ ଶେୟାର କରି କହିଲେ…

ମୁମ୍ବାଇ: ଆଜି ଅର୍ଥାତ୍‌ ଜୁନ୍‌ ୨୧ରେ ସାରା ବିଶ୍ୱରେ ୭ତମ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ ନେତା, ଅଭିନେତାମାନେ ଯୋଗ କରିବା ଫଟୋ...

ଓବାମାଙ୍କ ପସନ୍ଦ ତାଲିକାରେ ଭାରତୀୟ ଗାୟକଙ୍କ ଗୀତ

ବମ୍ବେ: ୨୦୧୯ ସରିବାକୁ ଆଉ କିଛି ଘଣ୍ଟା ବାକି। ନୂତନ ବର୍ଷକୁ ସ୍ବାଗତ କରିବାକୁ ସମସ୍ତେ ଆତୁର। ଅପରପକ୍ଷେ ବିଗତ ବର୍ଷର କିଛି ସ୍ମୃତିକୁ ମନେପକାଉଛନ୍ତି...

ସନ୍ନି ଲିଓନିଙ୍କୁ ବିବାହ ବାର୍ଷିକୀରେ ଏମିତି ଉପହାର ଦେଲେ ସ୍ବାମୀ

ଅଭିନେତ୍ରୀ ସନ୍ନି ଲିଓନି ସବୁବେଳେ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥା’ନ୍ତି। ସନ୍ନି ଏବଂ ସ୍ବାମୀ ଡାନିଏଲ ୱେବରଙ୍କୁ ସେମାନଙ୍କ ପ୍ରଶଂସକମାନେ ମଧ୍ୟ...

ଅର୍ଜୁନ-ମଲାଇକାଙ୍କ ବ୍ରେକ୍‌ଅପ୍‌; ୬ ଦିନ ହେଲାଣି ଘରୁ ବାହାରୁ ନାହାନ୍ତି ଅଭିନେତ୍ରୀ

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ସବୁଠାରୁ ହଟ୍‌ କପଲ୍‌। ପ୍ରେମିକ ଅର୍ଜୁନ କପୁରଙ୍କଠାରୁ ସମ୍ପର୍କ ଛିନ୍ନ କରିଛନ୍ତି ମଲାଇକା ଅରୋରା। ଫଳରେ ଦୀର୍ଘ ଚାରି ବର୍ଷର...

ପ୍ରେମିକ ପରିକ୍ଷୀତଙ୍କ ସହ ନିର୍ବନ୍ଧ କଲେ ନୀତି

ମୁମ୍ବାଇ: ପ୍ରଥମେ ବନ୍ଧୁତା ତା’ ପରେ ପ୍ରେମ, ଆଉ ଏବେ ବିବାହ। ଏଭଳି କିଛି ଘଟିଛି ଟେଲି ଅଭିନେତ୍ରୀ ନୀତି ଟେଲରଙ୍କ ଜୀବନରେ। ଟେଲିଭିଜନ ଜଗତରେ...

Advertisement
Archives

Model This Week