ଭଲ ସାଙ୍ଗଙ୍କୁ ଚିହ୍ନିବା ପାଇଁ କିଛି ଟିପ୍ସ: ଯାହା ଜଣାଇବ କିଏ ଭଲ କିଏ ଖରାପ

କୌଣସି ମଣିଷଙ୍କୁ ଚିହ୍ନିବା ସବୁଠାରୁ କଷ୍ଟକର। ସମସ୍ତଙ୍କ ମଧ୍ୟରେ ଯଦି କଥା ବନ୍ଧୁଙ୍କୁ ଚିହ୍ନିବାରେ ଆସେ, ତେବେ ତାହା ଅଧିକ ଗମ୍ଭୀର ହୋଇଥାଏ। ଅନେକ ସମୟର ପ୍ରିୟ ସାଙ୍ଗ ହିଁ ବିପଦରେ ପକାଇଥାନ୍ତି। ଆଉ ଏପରି କିଛି ଘଟଣା ଆପଣଙ୍କୁ ସାଙ୍ଗମାନଙ୍କ ଉପରୁ ଭରସା ଉଠାଇଦିଏ। ଫଳରେ ଆପଣଙ୍କୁ ଦ୍ୱିତୀୟଥର କାହା ସହିତ ସାଙ୍ଗ ହେବାକୁ ଡର ଲାଗିଥାଏ। ତେବେ ଏପରି କିଛି ସାଙ୍ଗକୁ ଚିହ୍ନିବା ପାଇଁ ଜାଣନ୍ତୁ କିଛି ଟିପ୍ସ।

-ସିଏ ସବୁଠୁ ଭଲ ସାଙ୍ଗ ହୋଇଥାଏ, ଯିଏ ଆପଣଙ୍କ ଖରାପ ଅଭ୍ୟାସକୁ ଦୂର କରିବାକୁ ଚେଷ୍ଟା କରନ୍ତି। ଭଲ ସାଙ୍କଙ୍କୁ ତା’ର ସାଙ୍ଗ ବିଷୟରେ ସବୁକିଛି ଜଣାଥାଏ। ସେ ସାଙ୍ଗର ସବୁପ୍ରକାର ସ୍ବାଭାବକୁ ପାଖରୁ ଜାଣିଥିବାରୁ ଆପଣଙ୍କ ଯେକୌଣସି ପରିସ୍ଥିତିରେ ଉତ୍ତେଜିତ ନ କରାଇ ଭଲଭାବେ ସମ୍ଭାଳି ନିଏ।

-ସ୍ବାର୍ଥପର ସାଙ୍ଗ ସେହିମାନେ ହୋଇଥାନ୍ତି, ଯେଉଁମାନେ ନିଜ ସମୟ ବିତାଇବା ପାଇଁ ଅପଣଙ୍କୁ ଖୋଜିଥାନ୍ତି। ନଚେତ ସୁଖଦୁଃଖ ଉଭୟ ସମୟରେ ଏକ ଭଲ ସାଙ୍ଗ ହିଁ ପାଖରେ ଥାଏ। ଭଲ ସାଙ୍ଗକୁ ଆପଣଙ୍କ ସମ୍ପର୍କରେ ସବୁ ଗୁପ୍ତ କଥା ଜଣାଇଥିଲେ ମଧ୍ୟ ସେ ତା’ର କେବେ ଫାଇଦା ଉଠାଇ ନ ଥାଏ।

ଭଲ ସାଙ୍ଗ ସବୁବେଳେ ଆପଣଙ୍କ ସହ ସମୟ ବିତାଇବାକୁ ଚାହିଁଥାନ୍ତି। ଦରକାର ବେଳେ ଆପଣଙ୍କ ମୁହଁରୁ ଯାହାର ନାଁ ବାହାରେ ସେ ହିଁ ଆପଣଙ୍କ ପ୍ରିୟ ସାଙ୍ଗ।

ଆପଣଙ୍କ କୌଣସି କଥା ସାଙ୍ଗକୁ କଷ୍ଟ ଦେଲେ ସେ ଅନ୍ୟମାନଙ୍କୁ ନ କହି କେବଳ ଆପଣଙ୍କୁ କହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ଦିଗପ୍ରତି ଧ୍ୟାନଦେଲେ ଅଣ୍ଟା ଯନ୍ତ୍ରଣାରୁ ମିଳେ ମୁକ୍ତି

ଆଜିକାଲି ଅଧିକାଂଶ ଲୋକ ଅଣ୍ଟା ଯନ୍ତ୍ରଣାକୁ ନେଇ ଚିନ୍ତିତ। କିନ୍ତୁ କିଛିଦିଗ ପ୍ରତି ଧ୍ୟାନ ଦେଲେ ଏହି ଯନ୍ତ୍ରଣାରୁ ମୁକ୍ତି ମିଳିବ। ଜାଣନ୍ତୁ ଏ ସମ୍ପର୍କରେ…...

ମେଦବହୁଳତା ନିୟନ୍ତ୍ରଣ ଲାଗି ସଚେତନତା ଜରୁରୀ

ମେଦବହୁଳତା ଯୋଗୁ ବର୍ତ୍ତମାନ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ଏହି ସମସ୍ୟାଠାରୁ ଯୁବବର୍ଗ ମଧ୍ୟ ବର୍ତ୍ତି ନାହାନ୍ତି। ସାରା ବିଶ୍ୱରେ ମେଦବହୁଳ ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ...

‘ଚ୍ୟାଲେଞ୍ଜ’

ସଫଳତା ମାର୍ଗରେ ‘ଚ୍ୟାଲେଞ୍ଜ’ ହେଉଛି ଏମିତି ଏକ ବାଧକ, ଯାହାକୁ ଡରି କେହି କେହି ସମ୍ପୂର୍ଣ୍ଣ ଓହରି ଯାଇ ଲକ୍ଷ୍ୟଚ୍ୟୁତ ହୋଇଯାଆନ୍ତି ତ ଆଉ କାହା...

ଘରେ କେଉଁଠି ରଖିବେ ଲାଫିଙ୍ଗ୍‌ ବୁଦ୍ଧ ମୂର୍ତ୍ତି…

ବାସ୍ତୁଶାସ୍ତ୍ର ଅନୁସାରେ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ତାଙ୍କର ହସୁଥିବା ଭଙ୍ଗୀକୁ ଦେଖିଲେ ମନରେ ସକରାତ୍ମକ ଭାବନା ଜାଗ୍ରତ...

ସ୍ମରଣ ଶକ୍ତି ବଢାଏ ସୁଖ ନିଦ୍ରା

ରାତିର ଅଧୁରା ନିଦ ଅନେକ ରୋଗର କାରଣ ସାଜିଥାଏ। ଏବେ ସ୍ନାୟୁ ବୈଜ୍ଞାନିକ ଦାବି କରିଛନ୍ତି, ରାତିର ସୁନିଦ୍ରା ସ୍ବାସ୍ଥ୍ୟକୁ ସୁସ୍ଥ ରଖିବା ସହ ସ୍ମରଣ...

ଏହି ୫ ସ୍ଥାନରେ ଗୋଟିଏ ଦିନ ବି ରୁହନ୍ତୁ ନାହିଁ, ହୋଇପାରେ ବଡ କ୍ଷତି

ଅର୍ଥଶସ୍ତ୍ର, ରାଜନୀତି ଏବଂ କୁଟନୀତି ସହ ଅନେକ କ୍ଷେତ୍ରରେ ପ୍ରବୀଣ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ର ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ...

ଜାଣନ୍ତୁ କରୋନା ଟିକା ନେବା ପରେ କ’ଣ କରିବା ଉଚିତ୍‌

ନୂଆଦିଲ୍ଲୀ,୧୬।୧: ଏବେ କରୋନା ବିରୋଧରେ ଆରମ୍ଭ ହୋଇଛି ଜୋରଦାର ଲଢ଼େଇ। ଦୀର୍ଘଦିନ ପ୍ରଚେଷ୍ଟା ପରେ ଶନିବାରଠାରୁ ସମଗ୍ର ଦେଶରେ ଆରମ୍ଭ ହୋଇଛି ଟିକାକରଣ। ଟିକା ଆସିବା...

୪-୬ ମାସ ମଧ୍ୟରେ ମିଳିପାରେ ଖୁସି ଖବର: କରୋନା ପ୍ରତିଷେଧକ ଟୀକାର ପ୍ରୟୋଗ ପ୍ରାଣୀଙ୍କଠାରେ ଆରମ୍ଭ !

ନୂଆଦିଲ୍ଲୀ,୮।୪: କରୋନା ବିରୋଧରେ ଲଢ଼େଇ କରିବା ଲାଗି ଭାରତ ଅଣ୍ଟା ଭିଡ଼ିଛି। କରୋନା ଭୂତାଣୁର ସଂକ୍ରମଣ ରୋକିବା ପାଇଁ ପ୍ରତିଷେଧକ ଟୀକା ପ୍ରସ୍ତୁତି ଉପରେ ଭାରତରେ...

Advertisement
Archives

Model This Week