Posted inଖେଳ

ବେଡ୍‌ ରୁମ୍‌ରେ ଏହି ଗେମ୍‌ ଖେଳିବାକୁ ପସନ୍ଦ କରନ୍ତି ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟଠାରୁ ଦୂରରେ ଥିଲେ ମଧ୍ୟ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାନ୍ତି। ଅଧିକାଂଶ ସମୟରେ ତାଙ୍କ ଫଟୋ କିମ୍ବା ଭିଡିଓ ଭାଇରାଲ ହୋଇଥାଏ। ସ୍ତ୍ରୀ ସାକ୍ଷୀ ମଧ୍ୟ ଧୋନୀଙ୍କ ଅପଡେଟ୍‌ ଫ୍ୟାନ୍ସଙ୍କୁ ଦେଇଥାନ୍ତି। ସମସ୍ତେ ଜାଣନ୍ତି ଧୋନୀ କ୍ରିକେଟ ପରେ ଫୁଟବଲ୍‌ ଏବଂ ଟେନିସ୍‌ ଖେଳିବାକୁ ପସନ୍ଦ କରନ୍ତି। କିନ୍ତୁ ଜାଣିଛନ୍ତି କି ଧୋନୀ ପବଜି ଗେମ୍‌ ଖେଳିବାକୁ ବହୁତ ପସନ୍ଦ କରନ୍ତି। ଏହା ଏତେ ପ୍ରିୟ ଯେ ଖେଳିବା ବେଳେ ଆଖପାଖରେ କିଏ ଅଛି ବି ଧ୍ୟାନ ଦେଇ ନ ଥାନ୍ତି। ଏମିତିକି ସାକ୍ଷୀଙ୍କ କଥା ବି ଶୁଣି ନ ଥାନ୍ତି ବୋଲି କହିଛନ୍ତି ସେ। ଏଥିପାଇଁ ସେ ମାହିଙ୍କ ଉପରେ ବେଳେ ବେଳେ ରାଗିଯାଆନ୍ତି ବୋଲି ସାକ୍ଷୀ କୁହନ୍ତି। ତେବେ ପବଜି ଖେଳିବା ଦ୍ୱାରା ଧୋନୀ ଚିନ୍ତାମୁକ୍ତ ରହୁଥିବାରୁ ସେ ତାଙ୍କୁ କେବେ ରୋକି ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦ହଜାର ଟଙ୍କା ଦରମାରେ କାର୍‌ କିଣିବା ସହଜ! ଜାଣନ୍ତୁ ସ୍ମାର୍ଟ ଟ୍ରିକ୍‌

ନୂଆଦିଲ୍ଲୀ,୨୫।୨: ଆଜିକାଲି, ମାସକୁ 30,000 ରୋଜଗାର କରୁଥିବା ଅନେକ ଲୋକଙ୍କ ପାଖରେ ଏକ କାର ଅଛି। କାର ସହିତ ଯାତ୍ରା କରିବା ସହଜ କରିଥାଏ, ସମୟ ସଞ୍ଚୟ…

ଅନ୍ୟ ନାଁରେ ଆକାଉଣ୍ଟ ଖୋଲି କରିଥିଲେ ୭ କୋଟି ଠକେଇ: ୪ ଜଣଙ୍କୁ ବାନ୍ଧିଲା ପୋଲିସ

ବରଗଡ,୨୫।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପୋଲିସ ଅପରେଶନ କବଚରେ ବୁଧବାର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ମୂଳ ବାସିନ୍ଦା ତଥା ବର୍ତ୍ତମାନ…

ଇସ୍ରାଏଲରେ ମୋଦି ପହଞ୍ଚିବା ପୂର୍ୱରୁ ଯୁଦ୍ଧ ବିମାନ ମୁତୟନ କଲା ଆମେରିକା, ବିଶ୍ୱରେ ଚହଳ

ନୂଆଦିଲ୍‌ଲୀ,୨୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଇସ୍ରାଏଲ ଗସ୍ତ ସମୟରେ, ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ପଦକ୍ଷେପ ନେଇ ପ୍ରଥମ ଥର ପାଇଁ ଇସ୍ରାଏଲରେ ଏହାର…

ମଧ୍ୟାହ୍ନଭୋଜନ ରାନ୍ଧିଲେ ଗ୍ରାମବାସୀ 

ମୋରଡ଼ା,୨୫ା୨(ସ୍ମାରକ ମାଜୀ):  ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ସରାଶୋଳ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ଦେଖାଦେଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।…

ମୂଷା ପାଇଁ ବସିଥିଲା ଯନ୍ତା, ପଡ଼ିଲା ବିରାଟ ନାଗ, ସୁ ସୁ ଗର୍ଜନ ଶୁଣି…

ଭୁବନେଶ୍ୱର,୨୫ା୨: ମୂଷା ଯନ୍ତାରେ ପଡ଼ିଛି ଏକ ବିରାଟ ନାଗ ସାପ। ଭୁବନେଶ୍ୱର ଶୈଳଶ୍ରୀ ବିହାର ଏଚ୍‌ଆଇଜି-୧୧୬ ଘରେ ରହୁଥିବା ସୋମ ପଟେଲଙ୍କ ଘରେ ମୂଷା ଧରିବା ପାଇଁ…

ଯୁବତୀଙ୍କୁ ବଳାତ୍କାର ପରେ ଛାତରୁ ଠେଲି ହତ୍ୟା, ଉଲଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର, ପର୍ଦ୍ଦାଫାଶ କଲା ପୋଲିସ

ପାରାଦୀପ,୨୫।୨(ଶରତ ରାଉତ): ପାରାଦୀପ ତାରିଣୀଗଡା ଅଞ୍ଚଳର ବହୁଚର୍ଚ୍ଚିତ ମହିଳା ମୃତ୍ୟୁ ଘଟଣାରେ ପୋଲିସକୁ ଅନେକ ସୂଚନା ମିଳିଛି। ମୃତକାଙ୍କ ପରିଚୟ ମିଳିବା ସହ ବଳାତ୍କାର ପରେ ଛାତରୁ…

ରାଜ୍ୟରେ ଆରମ୍ଭ ହେବ e-Bike ଦିଦି ଯୋଜନା, ମୋଟାଅଙ୍କର ଟଙ୍କା କମାଇବେ ମହିଳା

ନୂଆଦିଲ୍ଲୀ,୨୫।୨:ମହିଳାଙ୍କ ସୁରକ୍ଷା, ନିଯୁକ୍ତି ଏବଂ ପରିବେଶକୁ ଧ୍ୟାନରେ ରଖି, ସରକାର ଖୁବ ଶୀଘ୍ର ଇ-ବାଇକ ଦିଦି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନାର ଲକ୍ଷ୍ୟ କେବଳ…

ପୁଣି ଉଠିଲା ଆନନ୍ଦପୁରକୁ ସ୍ବତନ୍ତ୍ର ଜିଲା ଘୋଷଣା ଦାବି

ବଞ୍ଚୋ,୨୫ା୨(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ସ୍ବତନ୍ତ୍ର ଜିଲା ମାନ୍ୟତା ପାଇବା ପାଇଁ ସମସ୍ତ ସର୍ତ୍ତ ପୂରଣ କରୁଥିବା ସତ୍ତ୍ୱେ ଏହା ଅବହେଳିତ ହୋଇରହିଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri