ବେଆଇନ ଗୋଚାଲାଣ, ୭ ଗିରଫ

ଖଲ୍ଲିକୋଟ,୨୭।୭(ଡି.ଏନ.ଏ.)- ଖଲ୍ଲିକୋଟ ପୋଲିସ ଶନିବାର ଏକ ଟ୍ରକରେ ଗୋରୁ ଚାଲାଣ ବେଳେ ୧୭ ଗୋରୁ ଉଦ୍ଧାର କରିବା ସହ ଟ୍ରକ ଜବତ କରିଛି। ଏହି ଘଟଣାରେ ଚାଳକ ସମେତ ୭ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପୁରୀ ଜିଲା ସତ୍ୟବାଦୀ ଥାନା ଅଞ୍ଚଳର ଏସ୍‌.କେ. ସକିଲ, ରାକେଶ କୁମାର ସାହୁ, ଏସ.କେ. ପାନ୍ନା, ରସିଦ୍‌ ଖାନ, ଏସ୍‌.କେ. ରାଜୁ, ୟୁପି ମୁଜାଫର ନଗରର ଏମ୍‌.ଡି. ଆସୁ ଓ ସେହି ଅଞ୍ଚଳର ଟ୍ରକ ଚାଳକ ରାଜ କରଣ।
ପ୍ରକାଶ ଯେ, ଜାତୀୟ ରାଜପଥ ନଂ.୧୬ ଦେଇ ଶନିବାର ବେଆଇନ ଗୋରୁ ଚାଲାଣ ହେଉଥିବା ଖଲ୍ଲିକୋଟ ପୋଲିସ ସୂଚନା ପାଇଥିଲା। ଗୁରାପଲ୍ଲୀ ଟୋଲଗେଟଠାରେ ଆଇଆଇସି ସୁନୀଲ କୁମାର ବେହେରା, ଏସ୍‌ଆଇ ସିଲୁ ଧଳଙ୍କ ସମେତ ପୋଲିସ ଟିମ ଟ୍ରକ୍‌ (ନଂ.ୟୁପି୧୯ଟି-୨୫୦୬)କୁ ଅଟକାଇଥିଲେ। ଯାଞ୍ଚବେଳେ ୨ଟି ବଳଦ ଏବଂ ୧୫ ଗାଈ ଥିବାବେଳେ ଏହା ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗ ଯାଉଥିବା ଜଣାପଡ଼ିଥିଲା। ପୋଲିସ ଟ୍ରକ୍‌ରେ ଥିବା ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଥାନା କେଶ ନଂ.୧୮୫/୧୯ରେ ମାମଲା ରୁଜୁ କରାଯାଇଛି। ଜବତ ଗୋରୁଙ୍କୁ ଭୁବନେଶ୍ୱରରେ ଥିବା ଏକ ଗୋଶାଳାକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୋପଟି ମେଳଣ ପଡ଼ିଆରେ ହରିହର ଭେଟ

ବାଲିପାଟଣା, ୭ା୩(ଡି.ଏନ୍‌.ଏ.): ପାରମ୍ପରିକ ଦୋପଟି ମେଳଣ ବାଲିପାଟଣାସ୍ଥିତ ମେଲଣ ପଡିଆରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବିଧି ଅନୁଯାୟୀ ଥାନପତି ବୁଦ୍ଧନାଥ ଦେବଙ୍କ ପକ୍ଷରୁ ସ୍ଥାନୀୟ ଅଞ୍ଚଳର...

୧୯ ରାଉଣ୍ଡ: ୬୨ ହଜାର ଭୋଟରେ ବିଜେଡି ଆଗରେ

ଝାରସୁଗୁଡ଼ା ଅଫିସ,୩।୬: ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତିର ୧୯ରାଉଣ୍ଡ ଫଳାଫଳ ଆସିଯାଇଛି। ଭାଜପା ଓ କଂଗ୍ରେସକୁ ପଛରେ ପକାଇ ବିଜେଡି ଆଗୁଆ ମାଡ଼ି ଚାଲିଛି। ୧୯...

ମାଟ୍ରିକ ଖାତାଦେଖା ଦିନେ ଘୁଞ୍ଚିଲା

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ସମ୍ଭାବ୍ୟା ବାତ୍ୟା ‘ଅମ୍ଫନ’ ପାଇଁ ମାଟ୍ରିକ ଖାତାଦେଖା ଘୁଞ୍ଚାଇ ଦିଆଯାଇଛି। ମେ’ ମାସ ୨୦ ପରିବର୍ତ୍ତେ ମେ’ ୨୧ରୁ ମାଟ୍ରିକ ଖାତାଦେଖା ହେବ।...

ନବୀନଙ୍କ ୫ମ ପାଳିରେ ‘ବନ୍ଦେ ଉତ୍କଳ ଜନନୀ’କୁ ମିଳିବ ରାଜ୍ୟ ସଙ୍ଗୀତ ମାନ୍ୟତା: ଦିଲୀପ ଦାଶଶର୍ମା

ଭୁବନେଶ୍ୱର,୨୯।୫(ବ୍ୟୁରୋ): ୫ମ ଥର ଲାଗି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଉତ୍କଳ ସମ୍ମିଳନୀ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି। ସମ୍ମିଳନୀର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ...

ବିଧାନସଭାରେ ଆଗତ ହେଲା ବଜେଟ: ଜାଣନ୍ତୁ କେଉଁ କ୍ଷେତ୍ରକୁ କେତେ ବ୍ୟୟବରାଦ…

ଭୁବନେଶ୍ୱର,୩୦।୩(ବ୍ୟୁରୋ): ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବୁଧବାର କାମଚଳା ବଜେଟ ଆଗତ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଥମ ୪ମାସ ପାଇଁ କାମଚଳା ବଜେଟ...

ଚନ୍ଦନେଶ୍ୱର ମହାଦେବଙ୍କ ଚୈତ୍ର ଚଡ଼କପର୍ବ

ଭୋଗରାଇ, ୨ ।୪(ଡି.ଏନ.ଏ.) ଦେଶରେ କୋଭିଡ୍‌ କଟକଣା ହଟିଛି। ଏଭଳି ସ୍ଥିତିରେ ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକର ଅଧୀନ ହୁଗୁଳି...

ଏନ୍‌ଜିଟିରେ ଅନୁଗୋଳ-ସୁକିନ୍ଦା ରେଳ ପ୍ରକଳ୍ପ ମାମଲା: ୨୦ କୋଟି ଟଙ୍କା ଦାଖଲ ନିର୍ଦ୍ଦେଶ

ଯାଜପୁର ଅଫିସ,୧୧ା୩: ଯାଜପୁର ଜିଲା ଦେଇ ଯାଇଥିବା ଡୁବୁରୀ-ସୁକିନ୍ଦା-ଅନୁଗୋଳ ରେଳପଥ ନିର୍ମାଣରେ ବିପୁଳ ପରିମାଣର ଲଘୁ ଖଣିଜ ଦ୍ରବ୍ୟ ମୋରମ ଓ ମାଟି ବେଆଇନ ଭାବେ...

ନୂଆପଡାରେ ବ୍ୟାପୁଛି କଲେରା: ଜଣେ ମୃତ, ୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ନୂଆପଡା ଅଫିସ,୨୬।୭: ରାୟଗଡା କାଶୀପୁର ପରେ ନୂଆପଡା ଜିଲାରେ ଆତଙ୍କ ଖେଳାଇଲାଣି କଲେରା। କୋମନା ବ୍ଲକ ଜଟଗଡ ଗ୍ରାମରେ କଲେରାରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ...

Advertisement
Archives

Model This Week