ବୁଲା କୁକୁର ସହ ଖେଳିଲେ ବିରୁଷ୍କା

ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ଏବେ ଭୁଟାନରେ ଛୁଟି କାଟୁଛନ୍ତି। ପ୍ରତିଦିନ ଉଭୟଙ୍କ ନୂଆ ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ଅନୁଷ୍କା ନିଜ ଇନଷ୍ଟାଗ୍ରାମରେ ବୁଲା କୁକୁର ସହ ଖେଳୁଥିବା ଫଟୋ ପୋଷ୍ଟ କରିଛନ୍ତି। ଗୋଟିଏ ଫଟୋରେ ବିରାଟ ଏବଂ ଅନ୍ୟଟିରେ ସେ ନିଜେ କୁକୁରକୁ ଧରିଥିବା ଦେଖାଯାଇଛି। ଫଟୋରେ ଉଭୟ ବେଶ୍‌ ଖୁସି ଥିବା ନଜର ଆସିଛନ୍ତି। ପୂର୍ବରୁ ବିରୁଷ୍କା ଭୁଟାନରେ ବାଛୁରୀକୁ ଘାସ ଖୁଆଉଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବିରାଟ କୋହଲିଙ୍କ ୩୧ତମ ଜନ୍ମଦିବସ ପାଳନ ପାଇଁ ଉଭୟ ଭୁଟାନ ଯାଇଥିଲେ। ସେଠାରୁ ହିମାଳୟ ପର୍ବନ ମଧ୍ୟ ଯାଇଥିବାର ଫଟୋ ଇନ୍‌ଷ୍ଟାଗ୍ରାମରେ ବିରୁଷ୍କା ଶେୟାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ପ୍ରେମିକା କହିଲେ ରାଜି

ବମ୍ବେ: ଜନ୍ମଦିନରେ ପ୍ରେମିକା କହିଲେ ହଁ, ରାଜି। କିଛି ଏଭଳି ଘଟିଛି ଲୋକପ୍ରିୟ କୋରିଓଗ୍ରାଫର ତୁଷାର କାଳିଆଙ୍କ କ୍ଷେତ୍ରରେ। ପ୍ରେମିକା ତ୍ରିବେଣୀ ବର୍ମନଙ୍କ ସହ ନିର୍ବନ୍ଧ...

ବିକ୍‌ନୀରେ ନଜର ଆସିଲେ ଏହି ଅଭିନେତ୍ରୀ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ନାଗିନ୍‌ ଫେମ୍‌ ତଥା ଛୋଟ ପରଦାର ଅଭିନେତ୍ରୀ ମୌନୀ ରାୟ ତାଙ୍କ ବନ୍ଧୁଙ୍କ ସହ ମାଳଦ୍ୱୀପକୁ ଛୁଟି କଟାଇବା ପାଇଁ ଯାଇଥିଲେ। ମୌନୀ ଏବେ...

ଦର୍ଶକଙ୍କ ପାଇଁ ଉଦାହରଣ ସାଜିଥିଲେ ମାନବ, ଅର୍ଚ୍ଚନା

ସିରିଏଲ୍‌ ଜଗତରୁ ଚଳଚ୍ଚିତ୍ରକୁ ଆସିଥିଲେ ସୁଶାନ୍ତ ସିଂ ରାଜପୁତ୍‌। ଜୁନ୍‌ ୧୪ରେ ସେ ତାଙ୍କ ବାନ୍ଦ୍ରାସ୍ଥିତ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଖବର...

ଓଡ଼ିଶା ଏଫ୍‌ସି ସୁପର କପ୍‌ ଚାମ୍ପିୟନ

ଭୁବନେଶ୍ୱର,୨୬ା୪(ସ୍ପୋଟର୍‌ସ ବ୍ୟୁରୋ): କେରଳର କୋଝିକୋଡରେ ଅନୁଷ୍ଠିତ ସୁପର୍‌ କପ୍‌ ଫୁଟବଲର ଚତୁର୍ଥ ସଂସ୍କରଣରେ ଚାମ୍ପିୟନ୍‌ ହୋଇଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ନୂତନ କୋଚ୍‌ କ୍ଲିଫୋର୍ଡ ମିରାଣ୍ଡାଙ୍କ ଅଧୀନରେ...

ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ, ୫।୨: ଭାରତ ବିପକ୍ଷ ଚାରି ଟେଷ୍ଟ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଏକ ବଡ଼ ଝଟ୍‌କା ଲାଗିଛି। ଭେଟେରାନ ଫାଷ୍ଟ ବୋଲର ଜୋଶ ହେଜଲଉଡ ଫେବୃଆରୀ...

କୋର୍ଟରେ ମିଥ୍ୟା କହିଥିଲେ ପୁଏର୍ଟା

ବୁଏନ୍‌ସ୍ସଏୟାର୍ସ, ୫ା୮ (ଏପି)-ବାସନ୍ଦ ଦଣ୍ଡ ହ୍ରାସ କରିବା ପାଇଁ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌)ରେ ମିଥ୍ୟା ବୟାନ ଦେଇଥିବା ସ୍ବୀକାର କରିଛନ୍ତି ଦୁଇଥର...

ଏମ୍‌ଏମ୍‌ଏ କ୍ୟାରିୟର ଆରମ୍ଭ କରିବେ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକଧାରୀ ବକ୍ସର କ୍ଲାରେସା

ଏମ୍‌ଏମ୍‌ଏ କ୍ୟାରିୟର ଆରମ୍ଭ କରିବେ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକଧାରୀ ବକ୍ସର କ୍ଲାରେସା ଓ୍ବାଶିଂଟନ, ୧।୧୨ : ଦୁଇ ଥର ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକଧାରୀ ବକ୍ସର କ୍ଲାରେସା...

ଗାଁରେ କଳା ଅଛି: ଚିହ୍ନିବା ଦରକାର

ଗୋଟିଏ ପଟେ ରୋଗୀ ସେବା ଅନ୍ୟପଟେ କଳାରେ ରୁଚି। ବ୍ୟସ୍ତତା ଭିତରେ ଅଭିନୟ, ପୁଣି ତା’ସାଙ୍ଗକୁ ବୃକ୍ଷରୋପଣ। ଏମିତି ‘ଏକରେ ଅନେକ’ ପରିଚୟ ନେଇ ଚାଲିଥିବା...

Advertisement
Archives

Model This Week