ବିଶ୍ୱର ସବୁଠୁ ମହଙ୍ଗା ଆଳୁ ଚିପ୍ସ, ୪ ହଜାର ଟଙ୍କାରେ ମିଳୁଛି ମାତ୍ର ୫ ପିସ୍‌

ଭାରତରେ ଆଳୁ ଚିପ୍ସ ପ୍ୟାକେଟ୍‌ ଅତିକମରେ ୧୦ କି ୧୫ ଟଙ୍କାରେ ମିଳିଯାଉଛି। କିନ୍ତୁ ବିଶ୍ୱରେ ଏମିତି ଏକ ଦେଶ ରହିଛି ଯେଉଁଠି ୪ ହଜାର ଟଙ୍କା ଦେଲେ ମାତ୍ର ୫ ପିସ୍‌ ଆଳୁ ଚିପ୍ସ ମିଳୁଛି। ସ୍ବିଡେନର ଏକ କମ୍ପାନୀ ଏଭଳି ମହଙ୍ଗା ଆଳୁ ଚିପ୍ସ ପ୍ରସ୍ତୁତ କରିଛି। ସେଣ୍ଟ ଏରିକ୍ସ ବ୍ରୁଭରି ନାମକ ଏହି କମ୍ପାନୀ ଆଳୁ ଚିପ୍ସ ପ୍ୟାକେଟ୍‌ ବଜାରକୁ ଛାଡିଛି। ଯେଉଁଥିରେ ମାତ୍ର ୫ଟି ଚିପ୍ସ ରହିଛି। ଯାହାର ମୂଲ୍ୟ ୩,୯୯୩.୬୪ ଟଙ୍କା।

ଏବେ ଆପଣ ଭାବୁଥିବେ, ଏହି ଆଳୁ ଚିପ୍ସରେ ଏମିତି କ’ଣ ଅଛି ଯାହା ଦାମ୍‌ ଏତେ ଟଙ୍କା। ତେବେ ଏହି ଆଳୁ ଚିପ୍ସ ପ୍ୟାକେଟଟି ଦେଖିବାକୁ ଜୁଏଲାରୀ ବକ୍ସ ଭଳି। କମ୍ପାନୀ କହିବା ମୁତାବକ ଚିପ୍ସ ପ୍ରସ୍ତୁତି ଯେଉଁସବୁ ମସଲା ଦିଆଯାଇଛି ତାହାର ବଜାର ମୂଲ୍ୟ ଆକାଶଛୁଆଁ। ତେଣୁ ଚିପ୍ସ ମୂଲ୍ୟ ଅଧିକ ରହିବା ସ୍ବାଭାବିକ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂ ବିଦେଶିନୀ ମନ ଓଡ଼ିଆ

ଓଡ଼ିଶାର ସଂସ୍କୃତି, ପରମ୍ପରା ଅନନ୍ୟ। ଯାହାକୁ ଏବେ ଭଲ ପାଇ ବସିଛନ୍ତି କେତେଜଣ ବିଦେଶୀ ଝିଅ। ସେମାନଙ୍କ ଭିତରୁ କେତେକେ ଓଡ଼ିଆ ଯୁବକଙ୍କୁ ପ୍ରେମବିବାହ କରି...

ମହିଳାଙ୍କୁ କରାଯାଏ ଅସୁନ୍ଦର

ନୂଆଦିଲ୍ଲୀ: ବିଶ୍ୱରେ ଅନେକ ପ୍ରକାରର ଜନଜାତି ରହିଛନ୍ତି। ସେମାନଙ୍କର ମଧ୍ୟ କିଛି ପରମ୍ପରା ରହିଛି। ପୂର୍ବ ଆଫ୍ରିକାରେ ରହୁଥିବା ମୁର୍ସି ଟ୍ରାଇବ୍‌ଙ୍କ କିଛି ଏପରି ପରମ୍ପରା...

ଏଭଳି ହରିଣକୁ ଜିଅନ୍ତା ଗିଳିଲା ଅଜଗର; ଭିଡିଓ ଦେଖିଲେ…

ହରିଣକୁ ଜିଅନ୍ତା ଗିଳିଲା ଅଜଗର। ରାଜସ୍ଥାନର ବାରାଂ ଜିଲାରେ ଏକ ବିଶାଳକାୟ ଅଜଗର ହରିଣକୁ ଶିକାର କରିବାର ଭିଡିଓ ସାମ୍ନାକୁ ଆସିଛି। ଘଟଣାଟି ବୁଧବାର ସକାଳର।...

ପ୍ରେମିକାଙ୍କ ବ୍ୟାଗ୍‌ରେ ପରିସ୍ରା କଲେ

ସିଓଲ: ପୂର୍ବତନ ପ୍ରେମିକାଙ୍କ ସହ ଝଗଡ଼ା କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଯୁକ୍ତିତର୍କବେଳେ ଯୁବତୀଙ୍କ ଦାମୀ ବ୍ୟାଗ୍‌ରେ ପରିସ୍ରା କରିଦେବାରୁ ଦକ୍ଷିଣ କୋରିଆର ଏକ...

ଦିଗ ଅନୁସାରେ ବାଛନ୍ତୁ ରଙ୍ଗର କ୍ୟାଣ୍ଡେଲ

ଆଜିକାଲି ବଜାରରେ ଅନେକ ସୁନ୍ଦର ସୁନ୍ଦର ଡିଜାଇନ୍‌ ଓ ରଙ୍ଗର କ୍ୟାଣ୍ଡେଲ ମିଳୁଛି। ଅନେକଙ୍କର ସଉକ ଥାଏ ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହି କ୍ୟାଣ୍ଡେଲ...

ଏନଏସଏ ଡୋଭାଲଙ୍କ ସହ ଫୋନରେ କଥା ହେଲେ ରୁଷିଆ ସୁରକ୍ଷା ପରିଷଦର ସଚିବ, ସୁରକ୍ଷା କ୍ଷେତ୍ର ସହଯୋଗ ଉପରେ ଚର୍ଚ୍ଚା

ମସ୍କୋ,୨୯।୬: ରୁଷିଆ ସୁରକ୍ଷା ପରିଷଦର ସଚିବ ନିକୋଲାଇ ପତ୍ରୁଶେଭ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଫୋନ ଯୋଗେ ବାର୍ତ୍ତାଳାପ କରି ସୁରକ୍ଷା କ୍ଷେତ୍ରରେ...

ଜରିମାନା ଦେଲେ ପ୍ରଧାନମନ୍ତ୍ରୀ

ନରଓ୍ବେ ପ୍ରଧାନମନ୍ତ୍ରୀ ଏର୍ନା ସୋଲବର୍ଗ କୋଭିଡ୍‌-୧୯ ନିୟମ ଭାଙ୍ଗି ଜରିମାନା ଦେଇଛନ୍ତି। ତାଙ୍କ ଜନ୍ମଦିନ ପାଳନ ପାଇଁ ଏକ ପାରିବାରିକ ଉତ୍ସବର ଆୟୋଜନ କରାଯାଇଥିଲା। ସେଠାରେ...

ପାଖ ଲୋକ ପୁଟିନ୍‌ଙ୍କୁ ହତ୍ୟା କରିବେ: ଜେଲେନ୍‌ସ୍କି

କିଭ୍‌,୨୮।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ତାଙ୍କ ପାଖ ଲୋକଙ୍କ ଦ୍ୱାରା ହତ୍ୟାର ଶିକାର ହେବେ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଦାବି କରିଛନ୍ତି।...

Advertisement
Archives

Model This Week