ବିଶ୍ୱରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୮।୫: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ର ଚେତାବନୀ ପରେ ଏବେ ଆମେରିକା, ବ୍ରାଜିଲ, ଭାରତ ଓ କିଛି ଲାଟିନ ଆମେରିକା ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି। ବୁଧବାର ସାରା ବିଶ୍ୱରେ ୧ ଲକ୍ଷ ୬ ହଜାରରୁ ଊର୍ଦ୍ଧ୍ୱ ନୂଆ ସଂକ୍ରମିତଙ୍କ୍‌ୁ ଚିହ୍ନଟ କରାଯାଇଥିବା ବେଳେ ଏବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ଲକ୍ଷ ଅତିକ୍ରମ କରି ସାରିଛି। ଯାହା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୫୨୦୦ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ସାରା ବିଶ୍ୱରେ ମୃତକଙ୍କ ସଂଖ୍ୟା ୩ଲକ୍ଷ ୫୭ ହଜାରରେ ପହଞ୍ଚିଛି। ସୂଚନାଯୋଗ୍ୟ, ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ଏବେ ସାରା ବିଶ୍ୱକୁ ବ୍ୟାପି ସାରିଥିବା ବେଳେ ଏହାର ଭ୍ୟାକ୍ସିନ ଖୋଜିବାରେ ଏବେ ପ୍ରାୟ ସମସ୍ତ ବିକାଶଶୀଳ ଦେଶ ଉଦ୍ୟମ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରେ ୭୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗଜପତିରୁ ଶୂନ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରବିବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ତଳେ ରହିଛି। ତେବେ ଆଜି ୨୯ ଜିଲାରୁ ୬୩୮ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ...

କରୋନାକୁ ହରାଇ କାର୍ଯ୍ୟରେ ଯୋଗଦେଲେ ଉପ ଜିଲାପାଳ

ଭଞ୍ଜନଗର,୨୬।୭(ଡି.ଏନ.ଏ)- ଭଞ୍ଜନଗର ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ କରୋନା ସଂକ୍ରମିତ ପରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହି ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବାପରେ ଶନିବାର ଠାରୁ ସେ...

ୟୁକ୍ରେନ୍‌ ସଙ୍କଟ ପାଇଁ ଆମେରିକା ଦାୟୀ: ରୁଷିଆ ବୈଦେଶିକ ମନ୍ତ୍ରୀ…

ମସ୍କୋ,୨୮।୧୨ : ୟୁକ୍ରେନ ସଙ୍କଟ ପାଇଁ ବିଶ୍ୱର ଅଧିକାଂଶ ଦେଶ ରୁଷିଆକୁ ଦାୟୀ କରୁଥିବାବେଳେ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ବର୍ତ୍ତମାନ ଏଥିପାଇଁ ଆମେରିକାକୁ...

କରୋନାକୁ ହରାଇବାକୁ ପଡିବ: ଭିଡ଼ିଓ କନଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୨।୪: ଦେଶରେ କରୋନା ଭାଇରସ ସଂକ୍ରମଣ ବଢି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ପୁଣିଥରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ...

ଟପ୍‌ ୧୦ରେ ଦିଲ୍ଳୀ, କୋଲକାତା

ଓ୍ବାଶିଂଟନ୍‌,୧୮।୮:: ଭାରତର ୨୦ ସହର ମଧ୍ୟରୁ ୧୮ ସହରରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ପ୍ରଭାବିତ ସହରାଞ୍ଚଳ ବାୟୁରେ ଫାଇନ୍‌ ପାର୍ଟିକଲ ପଲ୍‌ୟୁଟାଣ୍ଟ (ପିଏମ୍‌୨.୫)ର...

ଖେବର ପଖତୁନଖ୍ବାରେ ମୃତ ୩ ଆତଙ୍କବାଦୀଙ୍କ ମଧ୍ୟରେ ଟିଟିପି କମାଣ୍ଡର ବି ସାମିଲ

ପେଶାଓ୍ବର,୨।୫: ପାକିସ୍ତାନ ସୁରକ୍ଷାକର୍ମୀ ଦେଶର ଅଶାନ୍ତ ଅଞ୍ଚଳ ଖେବର ପଖତୁନଖ୍ବାରେ ଭିନ୍ନ ଭିନ୍ନ ଗୁଇନ୍ଦା ଆଧାରିତ ଅଭିଯାନରେ ଜଣେ କୁଖ୍ୟାତ ତହରିକ-ଏ-ତାଲିବାନ ପାକିସ୍ତାନ(ଟିଟିପି) କମାଣ୍ଡର ଓ...

ରାଜ୍ୟରେ ୨ ଦିନିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌…

ଥିରୁଭାନନ୍ତପୁରମ୍‌,୨୯।୭: ଦେଶରେ କରୋନାର ଦ୍ୱିତୀୟ ଲହର ଥମୁଥିବାବେଳେ କେରଳରେ କ୍ରମାଗତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେରଳର ମୁଖ୍ୟମନ୍ତ୍ରୀ ପିନରାଇ...

ଲୋକଙ୍କୁ ମାଗଣା କରୋନା ଟିକା ଦେବାକୁ ଘୋଷଣା କଲେ ଏହି ମୁଖ୍ୟମନ୍ତ୍ରୀ

ଚେନ୍ନାଇ, ୨୨।୧୦: ବିହାର ପରେ ଏବେ ତାମିଲନାଡ଼ୁ ସରକାର ଲୋକଙ୍କୁ ମାଗଣା କରୋନା ଟିକା ଦେବାକୁ ଘୋଷଣା କରିଛନ୍ତି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ କହିଛନ୍ତି,...

Advertisement
Archives

Model This Week