ବର୍ଷ ଶେଷରେ ବିବାଦରେ କପିଲ ଶର୍ମା ଶୋ’

ମୁମ୍ବାଇ: ଟେଲିଭିଜନ ରିୟଲିଟି ଶୋ’ ‘ଦ କପିଲ ଶର୍ମା ଶୋ’ ହାଇଏଷ୍ଟ ଟିଆର୍‌ ପିକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ପୁଣି ଥରେ ବିବାଦକୁ ଚାଲିଯାଇଛି। ଦର୍ଶକଙ୍କୁ ହସାଇ ହସାଇ ବେଦମ୍‌ କରୁଥିବା ଏହି ଶୋ’ର ଅନ୍ୟତମ କଳାକାର ଭାରତ ସିଂଙ୍କୁ ଏବେ କପିଲ ଶର୍ମା ଶୋ’ରୁ ବାହାର କରିଦେବାକୁ ଦାବି କରାଗଲାଣି। ନିକଟରେ ଏକ ଟେଲିଭିଜନ ଶୋ’ରେ ବଲିଉଡ୍‌ ନାୟିକା ରବିନା ଟଣ୍ଡନ, ଫିଲ୍ମ ନିର୍ମାତା ଫରହା ଖାଁ ଓ କମେଡିଆନ୍‌ ଭାରତି ସିଂ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବାର ଅଭିଯୋଗ ହୋଇଥିଲା। ଏହାପରେ ଏବେ ଦର୍ଶକେ ଦାବି କରିଛନ୍ତି କି ଭାରତିଙ୍କୁ କପିଲ ଶର୍ମା ଶୋ’ରୁ ବାହାର କରି ଦିଆଯାଉ । ସୋସିଆଲ ମିଡିଆରେ ଏହି ଦାବି କରାଯାଇଥିବା ବେଳେ ଏବେ ସୁଦ୍ଧା ଏହାକୁ ପ୍ରାୟ ୭ ହଜାର ଲୋକ ସମର୍ଥନ କରିଥିବା କୁହାଯାଉଛି। ଅବଶ୍ୟ ଏହାପରେ ପରହା ପ୍ରଥମେ ନିଜ ପାଇଁ ଓ ସମସ୍ତଙ୍କ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ। ଏହାପରେ ରବିନା ମଧ୍ୟ ଟୁଇଟ୍‌ କରି କ୍ଷମା ମାଗିଥିଲେ। ହେଲେ ଏହାକୁ ନେଇ ଦର୍ଶକେ ହୁଏତ ଭାରତିଙ୍କ ଉପରେ ରାଗି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୩ ବର୍ଷରେ ରୀନା ରାୟ: ଶତ୍ରୁଘ୍ନଙ୍କୁ ନିଜର କରି ନ ପାରି ଶେଷରେ ମୋହସୀନ୍‌ ଖାଁଙ୍କୁ କରିଥିଲେ ବିବାହ…

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ରୀନା ରାୟ ମଙ୍ଗଳବାର ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୭ ଜାନୁୟାରୀ ୭ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର...

ରିଆଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଉପରୁ ହଟିଲା କଟକଣା

ମୁମ୍ବାଇ,୧୦।୧୧: ଦୀର୍ଘ ୧୪ ମାସ ପରେ ବଲିଉଡ୍‌ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଉପରୁ କଟକଣା ଉଠାଇଛନ୍ତି ସ୍ବତନ୍ତ୍ର ଆଣ୍ଟି ଡ୍ରଗ୍ସ କୋର୍ଟ। ଏଥିସହିତ...

ବାହା ହେବାକୁ ଚାହୁଁଛନ୍ତି କାର୍ତ୍ତିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଅଭିନୟ ପାଇଁ ଖୁବ୍ କମ ସମୟ ମଧ୍ୟରେ ଦର୍ଶକଙ୍କ ନିକଟତର ହୋଇ ପାରିଛନ୍ତି । କିଛି ଶାନଦାର...

ସାମ୍ନାକୁ ଆସିଲା ବିରାଟ-ଅନୁଷ୍କାଙ୍କ ଝିଅର ପ୍ରଥମ ଫଟୋ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନ...

ଝିଅ-ପୁଅଙ୍କ ଜନ୍ମଦିନର ଫଟୋ ଶେୟାର କଲେ ଡିମ୍ପଲ ଗର୍ଲ, ଲେଖିଲେ ଏମିତି…

ମୁମ୍ବାଇ: ବଲିଉଡ୍‌ର ‘ଡିମ୍ପଲ ଗର୍ଲ’ ପ୍ରୀତି ଜିଣ୍ଟା ସରୋଗେସି ଜରିଆରେ ୨୦୨୧ରେ ଯାଆଁଳା ଶିଶୁଙ୍କୁ ସ୍ବାଗତ କରିଥିଲେ। ତାଙ୍କ ପିଲାମାନଙ୍କର ନାମ ହେଉଛି ଜୟ ଏବଂ...

ଅନୁଷ୍କାଙ୍କ ସହ ଇଣ୍ଟିମେଟ ସିନ୍ କରିବାକୁ ଚାହୁଁଛନ୍ତି ରଣବୀର!

ମୁମ୍ବାଇ: ଫିଲ୍ମ ‘ବ୍ୟାଣ୍ଡ ବାଜା ବାରାତ’ରେ ରଣବୀର ସିଂ ଓ ଅନୁଷ୍କା ଶର୍ମାଙ୍କ ଯୋଡି ଦର୍ଶକଙ୍କ ହୃଦୟ ଜିତିବାରେ ସକ୍ଷମ ହୋଇଥିଲ । ଉଭୟଙ୍କ ଆକ୍ଟିଙ୍ଗ...

ବିବାହ ପୂର୍ବରୁ ଗର୍ଭବତୀ ଥିଲେ ଏହି ଅଭିନେତ୍ରୀ, ଭାଙ୍ଗିଯାଇଥିଲା ସମ୍ପର୍କ

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ସାରିକାଙ୍କ ପରିଚୟର ଆବଶ୍ୟକତା ନାହିଁ। କାରଣ ତାଙ୍କ ଅଭିନୟ ଯିଏ ଦେଖିଛି ସେ ଜାଣିଛି ସେ କେତେ ଦକ୍ଷ। ତାଙ୍କର...

ପରିବାର ବିରୋଧରେ ଯାଇ ଫିଲ୍ମ ଦୁନିଆ ବାଛିଥିଲେ ୟଶ, ଏବେ ଗୋଟିଏ ଫିଲ୍ମ ପାଇଁ ଚାର୍ଜ କରନ୍ତି…

ଫିଲ୍ମ ‘କେଜିଏଫ୍‌-୨’ ବକ୍ସ ଅଫିସରେ ହିଟ୍‌ ହେବାରେ ଲାଗିଛି। ଏହି ଆକ୍ସନ ଫିଲ୍ମର ପ୍ରଥମ ପାର୍ଟ ୨୦୧୮ରେ ରିଲିଜ ହୋଇଥିଲା । ସେବେଠାରୁ ଦର୍ଶକ ଏହାର...

Advertisement
Archives

Model This Week