Posted inଜାତୀୟ

ବଦ୍ରିନାଥରେ ତୀର୍ଥଯାତ୍ରୀ ହଟହଟା: ମିଳୁନି ପେଟ୍ରୋଲ,ଏଟିଏମ୍‌ରେ ନାହିଁ ଟଙ୍କା

ଗୋପେଶ୍ୱର,୯।୬: ବଦ୍ରିନାଥ ଓ ହେମକୁଣ୍ଡ ଯାତ୍ରା କରୁଥିବା ତୀର୍ଥଯାତ୍ରୀ ଏବେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି। ଅତ୍ୟଧିକ ଭିଡ ଯୋଗୁ ବାଟରେ ବହୁ ସମୟ ଧରି ଗାଡି ଗୁଡିକ ଅଟକି ରହୁଥିବା ବେଳେ ଅଧିକାଂଶ ସ୍ଥାନରେ ପେଟ୍ରୋଲ ମିଳୁ ନ ଥିବା ଅଭିଯୋଗ ହୋଇଛି। ଏହାସହ ଏହି ବାଟରେ ଥିବା ପଖାପାଖି ୬୯ଟି ଏଟିଏମ୍‌ରେ ଯାତ୍ରୀମାନଙ୍କ ପାଇଁ ଆବଶ୍ୟକ ପରିମାଣରେ ଟଙ୍କା ନ ଥିବାରୁ ଏହା ମଧ୍ୟ ସମସ୍ୟା ସୃଷ୍ଟି କରିଛି। ଗତ ୨ ଦିନ ହେବ ଗୋପେଶ୍ୱର ସହରର କୌଣସି ଏଟିଏମ୍‌ରେ ଟଙ୍କା ନ ଥିବା ଅଭିଯୋଗ ହେଉଛି। ଜାତୀୟ ରାଜପଥରେ ପାଖାପାଖି ୧୨ଟି ପେଟ୍ରୋଲ ପମ୍ପ ଥିଲେ ସୁଦ୍ଧା ଯାତ୍ରୀଙ୍କର ଆବଶ୍ୟକତାକୁ ଏହା ପୂରଣ କରିପାରୁ ନାହିଁ। ଅନ୍ୟପଟେ ସବୁ ସୁବିଧା ଥିବା ପ୍ରଶାସନ କହିଛି। ଏହାସହ ପେଟ୍ରୋଲ ପମ୍ପ ଗୁଡିକ ଆହୁରି ଅଧିକ ୨ଟ୍ୟାଙ୍କର ତେଲ ମହଜୁଦ ରଖିବାକୁ ପ୍ରଶାସନ ପରାମର୍ଶ ଦେଇଛି। ଏହାସହ ସମସ୍ତ ଏଟିଏମ୍‌ରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ଭର୍ତ୍ତି କରାଯାଇଥିବା କହିଛି ପ୍ରଶାସନ।


Enter your email to get our daily news in your inbox.

All Right Reserved By Dharitri.Com

କୃଷକଙ୍କ ଝିଅ ଜିତିଲେ ୩ କୋଟି ଟଙ୍କାର ସ୍କଲାରଶିପ୍‌

ଚେନ୍ନାଇ,୨୧।୧୨:ଜଣେ କୃଷକଙ୍କ ଝିଅ କେବଳ ଦେଶରେ ନୁହେଁ ବରଂ ବିଶ୍ୱରେ ନିଜ ତଥା ନିଜ ଅଞ୍ଚଳର ନାମକୁ ଆଲୋକିତ କରିଛି । ମାତ୍ର ୧୭ ବର୍ଷ...

ମଙ୍ଗଳସୂତ୍ର ବନ୍ଧାରଖି କିଣିଲେ ଟିଭି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବାଙ୍ଗାଲୋର, ୧।୮: କରୋନା ଭାଇରସ ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ସମଗ୍ର ଦେଶରେ ସ୍କୁଲ, କଲେଜ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ପିଲାମାନେ ଟିଭି...

ଏୟାର ସ୍ପେସ୍‌ ଦେବାକୁ ମନାକଲା ପାକ୍‌

ନୂଆଦିଲ୍ଲୀ, ୪ା୧୧: ୦ଜମ୍ମୁ-କଶ୍ମୀରର ଶ୍ରୀନଗରରୁ ଶାର୍‌ଜା ପର୍ଯ୍ୟନ୍ତ ‘ଗୋ ଫାଷ୍ଟ୍‌’ ବିମାନ ଚଳାଚଳ ପାଇଁ ନିଜ ଆକାଶମାର୍ଗ ବ୍ୟବହାର ପାଇଁ ପାକିସ୍ତାନ ମନା କରିଦେଇଛି। ପାକ୍‌ର...

ବ୍ରିଟିଶ ରାଣୀଙ୍କ ସମ୍ପର୍କୀୟଙ୍କୁ ଜେଲ

ଲଣ୍ଡନ, ୨୪।୨ : ବ୍ରିଟିଶ ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଜଣେ ସମ୍ପର୍କୀୟଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ୧୦ ମାସ ଜେଲ୍‌ ଦଣ୍ଡାଦେଶ ଦିଆଯାଇଛି। ଗତବର୍ଷ ଫେବୃୟାରୀରେ...

ମେକ୍‌ ଇନ୍‌ ଇଣ୍ଡିଆ-ହେଟ୍‌ ଇନ୍‌ ଇଣ୍ଡିଆ ଏକାଠି ସମ୍ଭବ ନୁହେଁ, ମୋଦିଙ୍କୁ ଘେରିଲେ ରାହୁଲ…

ନୂଆଦିଲ୍ଲୀ, ୨୭।୪ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ଆରମ୍ଭ କରିଛନ୍ତି। ରାହୁଲ କହିଛନ୍ତି ଯେ, ମେକ୍‌ ଇନ୍‌...

କରୋନା ମହାମାରୀ ଯୋଗୁ ପାଠପଢ଼ାରେ ବାଧା: ପିଲା ଗଣିତରେ ଦୁର୍ବଳ…

ନୂଆଦିଲ୍ଲୀ,୧୯।୧ : ମହାମାରୀ ପରେ ପିଲାମାନଙ୍କର ମୌଳିକ ପଢ଼ିିବା କ୍ଷମତା କ୍ଷତିଗ୍ରସ୍ତ ହୋଇଛି । ଏହା ୨୦୧୨ର ପୂର୍ବସ୍ତରକୁ ଖସି ଆସିଛି। ଏନଜିଓ ପ୍ରଥମ ଦ୍ୱାରା...

ବଜେଟ୍‌କୁ ନେଇ ଅର୍ଥମନ୍ତ୍ରୀଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୧ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଆର୍ଥିକ ବର୍ଷ ୨୦୨୧-୨୨ର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଏହାପରେ ଦେଶର ମୁଖ୍ୟ ବିରୋଧୀ ଦଳ...

ସୋମବାର ଦଣ୍ଡ ଶୁଣାଣି

ନୂଆଦିଲ୍ଲୀ, ୩୦ା୮: ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ହୋଇଥିବା ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ ସୋମବାର ଦଣ୍ଡବିଧାନ କରାଯିବ। ଭୂଷଣ ଟୁଇଟ କରି ପ୍ରଧାନବିଚାରପତି...

Advertisement
Archives

Model This Week